ଅନୁଗୋଳ

]

ଅନୁଗୁଳ
ଅନୁଗୁଳ
ସହର
ଜଗନ୍ନାଥ ମନ୍ଦିର, ଅନୁଗୁଳ
ଜଗନ୍ନାଥ ମନ୍ଦିର, ଅନୁଗୁଳ
Countryଅନୁଗୋଳ India
Stateଓଡ଼ିଶା
Districtଅନୁଗୁଳ
Government
 • Typeପୌରାଞ୍ଚଳ
 • Bodyପୌରପାଳକ
Population
 (୨୦୧୧)
 • Total୪୪୩୯୦
Languages
Time zoneUTC+5:30 (IST)
PIN
୭୫୯ ୧୨୨
Telephone code୦୬୭୬୪
ଯାନବାହାନ ପଞ୍ଚୀକରଣOD-19
Coastline0 kilometres (0 mi)
Nearest cityକଟକ, ଭୁବନେଶ୍ୱର, ଢେଙ୍କାନାଳ,ସମ୍ବଲପୁର
Sex ratioପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା ♂/♀
Literacy୬୮%
Lok Sabha constituencyଢେଙ୍କାନାଳ
Climateପାଣିପାଗ ଅନୁସାରେ (Köppen)
Avg. summer temperature47 °C (117 °F)
Avg. winter temperature10 °C (50 °F)
Websitewww.angul.nic.in

ଅନୁଗୁଳ (କିମ୍ବା ଅନୁଗୋଳ) Audio file "Angul.ogg" not found ଏକ ସହର ଓ ଏକ ପୌରାଞ୍ଚଳ ଏବଂ ଅନୁଗୁଳ ଜିଲ୍ଲାର ସଦରମହକୁମା । ଏହା ଓଡ଼ିଶା ରାଜ୍ୟରେ ଓ ଭାରତ ଦେଶରେ ଅବସ୍ଥିତ। ଏହି ସହରକୁ ଶୈଳ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ।

ଜନଗଣନା

୨୦୧୧ ଜଣଗଣନା ଅନୁସାରେ, ଅନୁଗୁଳର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୁଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।

ଭୌଗଳିକ

ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।

ପାଣି ପାଗ

ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବରରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।

ତାପମାତ୍ରା

ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।

ପବନ ବେଗ

ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.

ବିରଳ ପାଣିପାଗ

୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ଼ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.

Climate data for Angul
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) 36.2
(97.2)
38.2
(100.8)
42
(108)
46.8
(116.2)
50.9
(123.6)
46.4
(115.5)
44.0
(111.2)
38.2
(100.8)
38.7
(101.7)
36.4
(97.5)
32.0
(89.6)
30.3
(86.5)
50.9
(123.6)
Average high °C (°F) 25
(77)
27
(81)
31
(88)
36
(97)
39
(102)
34
(93)
32
(90)
29
(84)
28
(82)
28
(82)
27
(81)
25
(77)
30.1
(86.2)
Average low °C (°F) 10
(50)
13
(55)
16
(61)
21
(70)
25
(77)
25
(77)
24
(75)
22
(72)
22
(72)
19
(66)
14
(57)
10
(50)
18.4
(65.2)
Record low °C (°F) 5.2
(41.4)
7.0
(44.6)
13.4
(56.1)
19.8
(67.6)
23.2
(73.8)
21.4
(70.5)
20.4
(68.7)
18.3
(64.9)
17.9
(64.2)
14.1
(57.4)
11.2
(52.2)
7.7
(45.9)
5.2
(41.4)
Average precipitation mm (inches) 14
(0.55)
12
(0.47)
25
(0.98)
27
(1.06)
39
(1.54)
243
(9.57)
264
(10.39)
279
(10.98)
193
(7.6)
140
(5.51)
22
(0.87)
8
(0.31)
୧,୨୬୬
(୪୯.୮୩)
Average relative humidity (%) 55 57 60 63 67 74 83 85 82 76 62 56 68.3
[ଆଧାର ଲୋଡ଼ା]
Angul
Climate chart (explanation)
JFMAMJJASOND
 
 
14
 
25
10
 
 
12
 
27
13
 
 
24
 
31
16
 
 
27
 
31
20
 
 
39
 
34
25
 
 
243
 
32
24
 
 
264
 
34
24
 
 
279
 
29
22
 
 
193
 
28
22
 
 
140
 
26
19
 
 
22
 
27
14
 
 
8
 
25
10
Average max. and min. temperatures in °C
Precipitation totals in mm
Source: IMD

ଉପଲବ୍ଧ ସେବା

ବିଜୁଳି ସେବା cescoଦ୍ୱାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗଦ୍ୱାରା ଅନଗୁଳରୁ ଓଡ଼ିଶାର ଅନ୍ୟ ଗୁରୁତ୍ୱ ପୁର୍ଣ ଜାଗାକୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହରକୁ ଯୋଗାଯୋଗ କରୁଛି.

ପ୍ରସାରଣ ସେବା

ସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହରରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି

ଆଧାର

ଅଧିକ ତଥ୍ୟ

Tags:

ଅନୁଗୋଳ ଜନଗଣନାଅନୁଗୋଳ ଭୌଗଳିକଅନୁଗୋଳ ପାଣି ପାଗଅନୁଗୋଳ ତାପମାତ୍ରାଅନୁଗୋଳ ପବନ ବେଗଅନୁଗୋଳ ବିରଳ ପାଣିପାଗଅନୁଗୋଳ ଉପଲବ୍ଧ ସେବାଅନୁଗୋଳ ପ୍ରସାରଣ ସେବାଅନୁଗୋଳ ଆଧାରଅନୁଗୋଳ ଅଧିକ ତଥ୍ୟଅନୁଗୋଳ

🔥 Trending searches on Wiki ଓଡ଼ିଆ:

ସୌଭାଗ୍ୟ କୁମାର ମିଶ୍ରଯଶୋଧାରା ମିଶ୍ରଓଡ଼ିଆ ଲିପିପ୍ଲୀହାରାଜ୍ୟ ସଭାରେବତୀ (କ୍ଷୁଦ୍ରଗଳ୍ପ)ବଡ଼ଦିନ ଗଛକିଶୋରୀ ଚରଣ ଦାସଚନ୍ଦ୍ରଶେଖର ରଥରୋମାନିଆଅମରପୋଇଦିବ୍ୟସିଂହ ଦେବଓ ଅନ୍ଧଗଳିଭାରତଓଡ଼ିଆ ଭ୍ରମଣ ସାହିତ୍ୟବ୍ରହ୍ମପୁରଅଣସର୨ (ସଂଖ୍ୟା)ଚିନ୍ତାମଣି ବେହେରାବୃହସ୍ପତି (ଜ୍ୟୋତିଷ)ଭାରତର ରାଷ୍ଟ୍ରପତିପଞ୍ଚାୟତ ରାଜଓଡ଼ିଆ କବି ମାନଙ୍କର ତାଲିକା୨୧ମାୟାଧର ଜେନାଗୋପବନ୍ଧୁ ଚୌଧୁରୀଜଗନ୍ନାଥଙ୍କ ଧୂପପରଜାଟଙ୍କ ତୋରାଣିପୁଷ୍ଟିସାରଶନିସତ୍ୟଭାମାଅକ୍ଷୟ ତୃତୀୟାୟୁ ଟ୍ୟୁବସମ୍ବାଦଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)ଉମେଶଚନ୍ଦ୍ର ସରକାରଅବକାଶ ବେଶସଂଖ୍ୟା ରେଖାଗୋପୀନାଥ ମହାନ୍ତିଅଖିଳ ମୋହନ ପଟ୍ଟନାୟକପ୍ରଧାନ ପୃଷ୍ଠାମହୁସଜନାକନକ ମଞ୍ଜରୀ ମହାପାତ୍ରଜଳାତଙ୍କକମ୍ପ୍ୟୁଟରକନ୍ନଗୀତାଜମହଲବିଶ୍ୱ ପଶୁ ଦିବସସ୍ୱାମୀ ନାରାୟଣତତେ ଭଲ ପାଉଛି ବୋଲିକ୍ଲାଉଡ଼ ଟେକ୍ନୋଲୋଜିମଇ ଦିବସଫାଶୀସୀତା ବିବାହଜଗଦୀଶ ମହାନ୍ତିତନ୍ଦୁର୍ଦୀପ୍ତିରେଖା ପାଢ଼ୀକାକରା ପିଠାବସନ୍ତ କୁମାର ଶତପଥୀଗୋଦାବରୀଶ ମହାପାତ୍ରପାଞ୍ଜିପ୍ରଥମ ବିଶ୍ୱଯୁଦ୍ଧଶିବ ଚତୁର୍ଦ୍ଦଶୀଶୈଳବାଳା ଦାସରଜକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୯୧୭ସ୍ତନଜଗନ୍ନାଥଙ୍କ ବେଶଗ୍ରୀନଲାଣ୍ଡଅମାଲୁ🡆 More