ସମ୍ବଲପୁର: ଓଡ଼ିଶାର ଏକ ସହର, ଭାରତ

]

ସମ୍ବଲପୁର
ଜିଲ୍ଲା
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
Nickname: 
ହସ୍ତତନ୍ତର ସହର
ସମ୍ବଲପୁର is located in Odisha
ସମ୍ବଲପୁର
ସମ୍ବଲପୁର
Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଦେଶସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Area
 • ସମୁଦାୟ89 km2 (34 sq mi)
Population
 (2011)
 • Total୨,୬୯,୫୭୫
 • Rank୧୩୩(ଭାରତ) ୪(ଓଡ଼ିଶା)
 • Density3,000/km2 (7,800/sq mi)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ, ହିନ୍ଦୀ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୮ ୦୦୧
ଦୁରଭାଷ କୋଡ୦୬୬୩
ଯାନବାହାନ ପଞ୍ଚୀକରଣOD 15
ସାକ୍ଷରତା୮୫.୬୯%
Websitewww.sambalpur.nic.in

ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

ଭୂଗୋଳ

ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |

ଇତିହାସ

ପର୍ଯ୍ୟଟନ ଓ କଳା

ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |

ଆଧାର

ବାହାର ତଥ୍ୟ

ସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା  Sambalpur travel guide from Wikivoyage

Tags:

ସମ୍ବଲପୁର ଭୂଗୋଳସମ୍ବଲପୁର ଇତିହାସସମ୍ବଲପୁର ପର୍ଯ୍ୟଟନ ଓ କଳାସମ୍ବଲପୁର ଆଧାରସମ୍ବଲପୁର ବାହାର ତଥ୍ୟସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଅଷ୍ଟ୍ରେଲିଆଗୋପାଳପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିର୍ସା ମୁଣ୍ଡାବିନୋଦ କାନୁନଗୋସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତସମ୍ବାଦଅଶ୍ୱିନୀ କୁମାର ଘୋଷ୨୭ ଜୁଲାଇହରପ୍ରସାଦ ଦାସଉତ୍କଳ ଦୀପିକାଓଡ଼ିଶା ଆଦର୍ଶ ବିଦ୍ୟାଳୟନୂଆଖାଇସ୍ୱାମୀ ବିବେକାନନ୍ଦଓଡ଼ିଆ ଭାଗବତହେରାପଞ୍ଚମୀଦାଶରଥି ଦାସଧଉଳିସମାଜ (ଖବରକାଗଜ)ରାଉରକେଲାପଶ୍ଚିମ ଓଡ଼ିଶା୧୫୭୫wiki.phtmlଯୁଗଳ କିଶୋର ପଟ୍ଟନାୟକଗଣେଶ୍ୱର ବେହେରାହେଲିକୋବ୍ୟାକ୍ଟର ପାଇଲୋରିହିନ୍ଦୁ ଧର୍ମକୃଷ୍ଣକେ. ଅଜିତାଅଂଶୁଘାତଭାରତୀୟ ଜନତା ପାର୍ଟିପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀପ୍ରସବଜଳ ପ୍ରଦୂଷଣଓଡ଼ିଆ କଥାଚିତ୍ର ଜଗତପଣସମୀରା ବାଈଗୁରୁଗାଓଁଜଳବାୟୁମୋହନ ଚରଣ ମାଝୀଲକ୍ଷ୍ମୀନାରାୟଣ ସାହୁବାଲ୍ୟବିବାହ୨୧ସୁରମା ପାଢ଼ୀଗୋବିନ୍ଦ ଚନ୍ଦ୍ର ଦାସଓଡ଼ିଆ ଲିପିମାନସ କୁମାର ଦତ୍ତମରାଠୀ ଭାଷାବିରଜା ମନ୍ଦିରସଚ୍ଚିଦାନନ୍ଦ ରାଉତରାୟବିଦ୍ୟୁତ୍ ଓ ଅଭିବିଦ୍ୟୁତ୍ ସଙ୍କ୍ରାନ୍ତୀୟ ବୈଷୟିକ ବିଜ୍ଞାନପୁରୀ ଜିଲ୍ଲାଅଖିଳ ମୋହନ ପଟ୍ଟନାୟକଗଙ୍ଗାଧର ମେହେରସତ୍ୟନାରାୟଣ ରାଜଗୁରୁଭଗବତୀ ଚରଣ ପାଣିଗ୍ରାହୀଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିଜୁ ପଟ୍ଟନାୟକଅଣସରଅଭିମନ୍ୟୁ ସାମନ୍ତସିଂହାରଗୋବିନ୍ଦ ତ୍ରିପାଠୀ🡆 More