ହୋ ଭାଷା

ହୋ (ବିହାର ହୋ ଏବଂ ଲଙ୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀ ଓ ଲାଟିନ ଲିପିରେ ଲିଖିତ ହୋଇଥିଲେ ହେଁ ହୋ ଭାଷୀ ଲୋକେ ଅନ୍ୟ ଲିପିରେ ଲେଖାକୁ ଠିକ ମାନନ୍ତି ନାହିଁ ଏବଂ କେବଳ ବାରାଙ୍ଗ ଚିତି ଲିପିରେ ଲେଖିବା ଉଚିତ ମଣନ୍ତି । ହୋ ନାମଟି ଏହି ଭାଷାର ଶବ୍ଦ ହୋରୁ (ଅର୍ଥ: ମଣିଷ) ନିଆଯାଇଛି ।

ହୋ
Native toଭାରତ, ବଙ୍ଗଳାଦେଶ
ଜାତିସତ୍ତାହୋ ଲୋକ
ମାତୃଭାଷୀ
ଆଷ୍ଟ୍ରୋ-ଏସୀୟ
  • ମୁଣ୍ଡା
    • ଉତ୍ତର ମୁଣ୍ଡା
      • ସାନ୍ତାଳୀ
        • ଖେରବାଡ଼ି
          • ମୁଣ୍ଡାରୀ
            • ହୋ
ବାରାଙ୍ଗ ଚିତି,
ଓଡ଼ିଆ, ଦେବନାଗରୀ, ଲାଟିନ
ଭାଷା କୋଡ୍
ISO ୬୩୯-୩hoc
ଗ୍ଲୋଟୋଲୋଗhooo1248

ବିତରଣ

ସର୍ବାଧିକ ହୋ ଭାଷୀ ଲୋକେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମି ଜିଲ୍ଲା ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ ମୟୂରଭଞ୍ଜର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା ଖେରବାଡ଼ି ଭାଷାଭିଧାନିକ ଗୁଣର ବିଷେଷତ୍ୱ ।

ଆଧାର

ବାହାର ପଠନ

Tags:

ଓଡ଼ିଆ ଲିପିଭାରତ

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ କରଜଗନ୍ନାଥଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସଂଘମିତ୍ରା ମିଶ୍ରଲକ୍ଷ୍ମୀକାଳୀ ପୂଜାଅଚ୍ୟୁତ ସାମନ୍ତTurtleକଳାପାହାଡ଼ଭାରତ୧୯୦୦ଗୋପୀନାଥ ମହାନ୍ତିକଳାମଣ୍ଡଳମ ରାଧିକାଶିରିଡ଼ିତ୍ରିପୁନ୍ଦ୍ରାନମିତା ଅଗ୍ରୱାଲମାୟାଧର ମାନସିଂହ୩୦ ଅପ୍ରେଲଆଡ଼କିଆ ବେଶଶତାବ୍ଦୀର ସୂର୍ଯ୍ୟପରଜାଛେନା ତାଡ଼ିଆପ୍ରତାପ କେଶରୀ ଦେଓଚନ୍ଦନଲାଗି ବେଶନୂଆଖାଇବିଶ୍ୱ ପଶୁ ଦିବସକବାଟଅର୍ଚ୍ଚନା (କବିତା ସଙ୍କଳନ)ସୀତାକାନ୍ତ ମହାପାତ୍ରଗଣନ ସଂଖ୍ୟାତନ୍ଦୁର୍ନନ୍ଦ କିଶୋର ବଳଭାରତର ରାଷ୍ଟ୍ରପତି୧ ଅପ୍ରେଲବଳରାମ ଦାସମଇ ଦିବସଅମୃତା ପ୍ରୀତମଉମେଶଚନ୍ଦ୍ର ସରକାରଶାନ୍ତନୁସୁଦଶା ବ୍ରତହରିଶଙ୍କର ମନ୍ଦିରରାମ୍ବୁଟାନ୍ବୃହସ୍ପତି (ଜ୍ୟୋତିଷ)ବିଭୂତି ପଟ୍ଟନାୟକକୁମାର ସାଙ୍ଗାକାରାକୃଷ୍ଣ ଜନ୍ମାଷ୍ଟମୀଶିଶୁ ଅନନ୍ତ ଦାସମନୋଜ ଦାସଙ୍କ କଥା ଓ କାହାଣୀଯକୃତଲଡୁ୧୩ ଫେବୃଆରୀଦୁଦୁରାରାଜ୍ୟ ସଭା୮ ଫେବୃଆରୀଗୋପବନ୍ଧୁ ଚୌଧୁରୀକୋଣାର୍କ ସୂର୍ଯ୍ୟ ମନ୍ଦିରଖାରବେଳଗ୍ରୀନଲାଣ୍ଡମହୁମାଛିରସାବଳିଲଘିଷ୍ଠ ସାଧାରଣ ଗୁଣିତକଆକବରକ୍ଲାଉଡ଼ ଟେକ୍ନୋଲୋଜିଷଢ଼େଇଖଳା-ଖରସୁଆଁ ଜିଲ୍ଲାସରସ୍ୱତୀ ନଦୀଗୋପାଳ (ଜାତି)କୁନ୍ତଳା କୁମାରୀ ସାବତ🡆 More