ବଙ୍ଗଳାଦେଶ: ଏସିଆର ଗୋଟିଏ ଦେଶ

ବଙ୍ଗଳାଦେଶ ଏସିଆର ଗୋଟିଏ ଦେଶ । ବଙ୍ଗଳାଦେଶର କ୍ଷେତ୍ରଫଳ ୧୪,୮୫୬୦ ବର୍ଗ କିଲୋମିଟର (୫୭,୩୬୦ ବର୍ଗ ମାଇଲ) । ଏହାର ଜନସଂଖ୍ୟା ୧୬୩ ନିୟୁତରୁ ଅଧିକ ଓ ଏହା ବିଶ୍ୱର ଅଷ୍ଟମ ସର୍ବାଧିକ ଜନବହୁଳ ଦେଶ । ବାଂଲାଦେଶ ପଶ୍ଚିମ, ଉତ୍ତର ଏବଂ ପୂର୍ବରେ ଭାରତ, ଦକ୍ଷିଣ ପୂର୍ବରେ ମ୍ୟାଁମାର ଏବଂ ଦକ୍ଷିଣରେ ବଙ୍ଗୋପସାଗରରେ ଭାରତ ସୀମା ବାଣ୍ଟିଛି । ଏହା ନେପାଳ ଏବଂ ଭୁଟାନରୁ ସିଲିଗୁରି କରିଡରଦ୍ୱାରା ଏବଂ ଚୀନ୍ଠାରୁ ଉତ୍ତରରେ ଥିବା ଭାରତୀୟ ସିକ୍କିମ୍ଦ୍ୱାରା ପୃଥକ ହୋଇଛି । ବାଂଲାଦେଶର ମୋଟ ଜନସଂଖ୍ୟାର ୯୮% ବଙ୍ଗାଳୀ ଭାଷାଭାଷୀ । ବାଂଲାଦେଶର ବିଶ୍ୱର ତୃତୀୟ ବୃହତ୍ତମ ମୁସଲମାନ ଦେଶ ଭାବରେ ପରିଗଣିତ । ଢାକା ବଙ୍ଗଳାଦେଶର ରାଜଧାନୀ , ବୃହତ୍ତମ ସହର ଏବଂ ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର । ଚିଟାଗଙ୍ଗ ଦେଶର ବୃହତ୍ତମ ସାମୁଦ୍ରିକ ବନ୍ଦର ଓ ଦ୍ୱିତୀୟ ବୃହତ୍ତମ ସହର।

ବଙ୍ଗଳାଦେଶ

  • গণপ্রজাতন্ত্রী বাংলাদেশ
  • Gônoprojatontri Bangladesh
Flag of ବଙ୍ଗଳାଦେଶ
Flag
ଜାତୀୟ ସଙ୍ଗୀତ: 

Amar Shonar Bangla
My Golden Bangla
Location of ବଙ୍ଗଳାଦେଶ
ରାଜଧାନୀDhaka
23°45′50″N 90°23′20″E / 23.76389°N 90.38889°E / 23.76389; 90.38889
ବୃହତ୍ତମ ସହରcapital
ସରକାରୀ ଭାଷାBengali (Bangla)
ଜାତି
(1998)
98% Bengali
2% other
ଜାତୀୟତାBangladeshi
GovernmentUnitary parliamentary democracy
• President
Zillur Rahman
• Prime Minister
Sheikh Hasina
• Speaker
Abdul Hamid
• Chief Justice
Md. Muzammel Hossain
ବିଧାନ ମଣ୍ଡଳJatiya Sangsad
Independence 
• Declared
26 March 1971
• Current constitution
4 November 1972
କ୍ଷେତ୍ରଫଳ
• ମୋଟ
147,570 km2 (56,980 sq mi) (94th)
• ଜଳଭାଗ (%)
6.4
ଲୋକସଂଖ୍ୟା
• 2011 census
149,772,364
• ଘନତା
1,033.5/km2 (2,676.8/sq mi) (9th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2020 estimate
• ମୋଟ
$917.805 billion (29)
• ମୁଣ୍ଡପିଛା
$5456 (136)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2020 estimate
• ମୋଟ
$347.991 billion (39)
• ମୁଣ୍ଡପିଛା
$2067
ଜିନି ଗୁଣାଙ୍କ  (2015)32.4
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2017)Increase 0.614
Error: Invalid HDI value · 135th
ମୁଦ୍ରାTaka (BDT)
ସମୟ ମଣ୍ଡଳUTC+6 (BST)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼880
ISO 3166 codeBD
Internet TLD.bd
Website
"Population Census 2001, Preliminary Report". Bangladesh Bureau of Statistics. 2001-08. Archived from the original on 2011-08-23. Retrieved 2012-07-26.
  1. Adjusted population, p.4,

ଆଧାର

Tags:

ଏସିଆଚିଟାଗଙ୍ଗଢାକା

🔥 Trending searches on Wiki ଓଡ଼ିଆ:

ଟୋଲକାପୋନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅର୍ଜୁନ ଗଛକେନ୍ଦୁଝର ଗଡ଼ଜାତ ରାଜ୍ୟତରଭୁଜକୃଷ୍ଣଚନ୍ଦ୍ର ପାଣିଗ୍ରାହୀହୃତ୍‌ପିଣ୍ଡସ୍ୱିଡେନବୈଶାଖଅଦାରାଷ୍ଟ୍ରପତି ଭବନପଣା ସଂକ୍ରାନ୍ତିଯକୃତପଠାଣି ସାମନ୍ତଶାରଳା ପୁରସ୍କାରରିୟା ସେନକଳିଙ୍ଗ ଯୁଦ୍ଧକଟକବଙ୍ଗୋପସାଗରରାକ୍ଷୀ ବାନ୍ଧିଲି ମୋ ରଖିବ ମାନଅଶୋକାଷ୍ଟମୀତାଳଚେରପ୍ରାଣୀଦୀପକ ମିଶ୍ରରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୃଥିବୀୱିଲିଅମ ସେକ୍ସପିଅରଉଇକିଅଭିଧାନଲସ ଏଞ୍ଜଲେସ ଲେକର୍ସଓଡ଼ିଆ କଥାଚିତ୍ର ଜଗତବି. ଆର. ଆମ୍ବେଦକରଉଦୟନାଥ ଷଡ଼ଙ୍ଗୀଶ୍ରୀରାଧାକିଶୋରୀ ଚରଣ ଦାସକଣ୍ଡୋମରାଶି ଓ ନକ୍ଷତ୍ରଓଡ଼ିଶାର ଇତିହାସମନମୋହନ ସାମଲୱାଟରଲୁ ଯୁଦ୍ଧଚଇତି ଘୋଡ଼ା ନାଚଯାଜପୁରକବିସୂର୍ଯ୍ୟ ବଳଦେବ ରଥରତ୍ନାକର ଚଇନିକାଳୀଚରଣ ପଟ୍ଟନାୟକଅଷ୍ଟ୍ରେଲିଆପଟ୍ଟଚିତ୍ରମକର (ରାଶି)ଲବଙ୍ଗ୧୨ ସେପ୍ଟେମ୍ବରପ୍ରଧାନ ପୃଷ୍ଠାମହିମା ଧର୍ମସଞ୍ଜୀବ କୁମାର ମଲ୍ଲିକମାୟାଧର ମାନସିଂହରାମଚନ୍ଦ୍ର ମିଶ୍ରଗୁଗଲଆଖୁଜବାହରଲାଲ ନେହେରୁଛାନ୍ଦଭୁବନେଶ୍ୱରବନ୍ଦେ ଉତ୍କଳ ଜନନୀଦେଓମାଳୀଗଙ୍ଗାଧର ମେହେରରାକ୍ଷୀ ପୂର୍ଣ୍ଣିମାଋଷିଆ🡆 More