ମହାଭାରତ କଳିଙ୍ଗ: ପ୍ରାଚୀନ ଭାରତ ର ଏକ ରାଜ୍ୟ

କଳିଙ୍ଗ ଭାରତର ଓଡ଼ିଶାର ଉପକୂଳ ଭାଗ ଓ ଆନ୍ଧ୍ର ପ୍ରଦେଶର ଆନ୍ଧ୍ରା ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । ମହାଭାରତର ଦୁର୍ଯ୍ୟୋଧନଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: ଅଙ୍ଗ (ମଝି, କେନ୍ଦ୍ରଭାଗର ବିହାର), ବଙ୍ଗ (ପଶ୍ଚିମ ବଙ୍ଗ, ବଙ୍ଗଳାଦେଶ), କଳିଙ୍ଗ ( ଓଡ଼ିଶାର ସାଗର ଉପକୂଳ ନିକଟସ୍ଥ ଭାଗ), ପୁଣ୍ଡ୍ର (ପଶ୍ଚିମ ବଙ୍ଗଳାଦେଶ ଓ ପଶ୍ଚିମବଙ୍ଗ), ସୁହମା (ଉତ୍ତର-ପଶ୍ଚିମ ବଙ୍ଗଳାଦେଶ ଓ ପଶ୍ଚିମବଙ୍ଗ) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ ଦନ୍ତପୁର ଓ ରାଜପୁର କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ । ଦନ୍ତପୁର ଆଜିର ପୁରୀ ସହର ନାମରେ ପରିଚିତ ଯାହା ପୁରାଣରେ ସହଦେବଙ୍କ ଦେଇ ଅଧିକାର କରାଯାଇଥିଲା ବୋଲି ବର୍ଣ୍ଣିତ । (୫,୨୩)

ଆହୁରି ଦେଖନ୍ତୁ

ପୁରାତନ ଭାରତୀୟ ଉପମହାଦେଶର ସାମ୍ରାଜ୍ୟ

ଆଧାର

Tags:

ଆନ୍ଧ୍ର ପ୍ରଦେଶଓଡ଼ିଶାକୌରବପଶ୍ଚିମବଙ୍ଗପୁରୀବଙ୍ଗଳାଦେଶବିହାରଭାରତମହାଭାରତ

🔥 Trending searches on Wiki ଓଡ଼ିଆ:

ବିଜୁ ପଟ୍ଟନାୟକହୃଷୀକେଶ ପଣ୍ଡାଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରବୀନ୍ଦ୍ର କୁମାର ପ୍ରହରାଜବାଲିଯାତ୍ରାଲିଙ୍ଗରାଜ ମନ୍ଦିରପୃଥ୍ୱୀ (କ୍ଷେପଣାସ୍ତ୍ର)ଏ. ପି. ଜେ. ଅବଦୁଲ କଲାମମିଳିତ ଜାତିସଂଘକୋଣାର୍କଗାୟତ୍ରୀବାଳା ପଣ୍ଡାପଣା ସଂକ୍ରାନ୍ତିବ୍ୟାସଦେବପ୍ରାଣୀଶ୍ରୀଜଙ୍ଗଭଦ୍ରକ ଜିଲ୍ଲାନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଶିଶୁପାଳଗଡ଼ରାଜକିଶୋର ପଟ୍ଟନାୟକବାଜି ରାଉତଏଚଆଇଭି/ଏଡସବଣ୍ଡ (ଅର୍ଥ)କେଦାରନାଥ ମନ୍ଦିରଚୈତ୍ରଟାଇଫଏଡବସନ୍ତ କୁମାର ଶତପଥୀଚାଣକ୍ୟମହର୍ଷି ଗୌତମତ୍ରିଭୁଜହାଡ଼ଫୁଟିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିତ୍ତରଞ୍ଜନ ଦାସମୁଁ ରାଜା ତୁ ରାଣୀଆଦିଶଙ୍କରରାମପଠାଣି ସାମନ୍ତଦକ୍ଷିଣ କୋରିଆଦିଗରାଜ ବ୍ରହ୍ମାEntrectinibଆରିଷ୍ଟୋଟଲଗୌତମ ବୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧପଶ୍ଚିମ ବଙ୍ଗବିଭୂତି ପଟ୍ଟନାୟକଆଇଜାକ ନିଉଟନହରପ୍ରସାଦ ଦାସପାଳଙ୍ଗନାନପ୍ରାଣବନ୍ଧୁ କରକବିସୂର୍ଯ୍ୟ ବଳଦେବ ରଥଆର୍ଯ୍ୟଭଟ୍ଟରାମ ନବମୀଅର୍ଥଶାସ୍ତ୍ରଜୟୀରାମ ସାମଲଅଖିଳ ମୋହନ ପଟ୍ଟନାୟକହୋ ଜନ‌ଜାତିହନୁମାନ ଜୟନ୍ତୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରିଣୀ ମନ୍ଦିର, ଘଟଗାଁକମ୍ପ୍ୟୁଟରଆଚାର୍ଯ୍ୟ ହରିହରହୀରାକୁଦ ବନ୍ଧବିଧାନ ସଭା ସଭ୍ୟମକର (ରାଶି)କୃଷ୍ଣ ଜନ୍ମାଷ୍ଟମୀ🡆 More