ପ୍ରତାପ କେଶରୀ ଦେଓ: ଭାରତୀୟ ରଜାନେତା

ପ୍ରତାପ କେଶରୀ ଦେଓ ( (listen);୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ପ୍ରତାପ କେଶରୀ ଦେଓ
ପ୍ରତାପ କେଶରୀ ଦେଓ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ସାଂସଦ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୫୭-୧୯୮୦
ପୂର୍ବ ଅଧିକାରୀଗିରିଧାରୀ ଭୋଇ
ପର ଅଧିକାରୀରାସ ବିହାରୀ ବେହେରା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଜନାର୍ଦନ ମାଝି, ଯୋଗେଶ ଚନ୍ଦ୍ର ସିଂହ ଦେଓ
ପର ଅଧିକାରୀଚନ୍ଦ୍ର ଶେଖର ପ୍ରଧାନ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-10-05)୫ ଅକ୍ଟୋବର ୧୯୧୯
ମୃତ୍ୟୁ୮ ଅକ୍ଟୋବର ୨୦୦୧(2001-10-08) (ବୟସ ୮୨)
ସନ୍ତାନଉଦିର ପ୍ରତାପ ଦେଓ

ଜନ୍ମ, ପରିବାର ଓ ଶିକ୍ଷା

ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।

ରାଜନୈତିକ ଜୀବନ

ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ । ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ

ପ୍ରତାପ କେଶରୀ ଦେଓ ୨୦୦୧ ମସିହାର ଅକ୍ଟୋବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ୮୨ ତାଙ୍କୁ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଆଧାର

Tags:

ପ୍ରତାପ କେଶରୀ ଦେଓ ଜନ୍ମ, ପରିବାର ଓ ଶିକ୍ଷାପ୍ରତାପ କେଶରୀ ଦେଓ ରାଜନୈତିକ ଜୀବନପ୍ରତାପ କେଶରୀ ଦେଓ ମୃତ୍ୟୁପ୍ରତାପ କେଶରୀ ଦେଓ ଆଧାରପ୍ରତାପ କେଶରୀ ଦେଓ ବାହାର ଆଧାରପ୍ରତାପ କେଶରୀ ଦେଓAbout this soundLL-Q33810 (ori)-Sangram Keshari Senapati (Ssgapu22)-ପ୍ରତାପ କେଶରୀ ଦେଓ.wavଓଡ଼ିଶା ବିଧାନ ସଭାକଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତର ସଂସଦଲୋକ ସଭାସହଯୋଗ:IPA/Odia

🔥 Trending searches on Wiki ଓଡ଼ିଆ:

ଶେୟାର ବଜାରରାଜନୀତି ବିଜ୍ଞାନଜଗନମୋହ‌ନ ଲାଲ୭ (ସଂଖ୍ୟା)ଚିତ୍ତରଞ୍ଜନ ତ୍ରିପାଠୀଭଗବତୀ ଚରଣ ପାଣିଗ୍ରାହୀସ୍ତନକାଗଜଜନ୍ମ ନିରୋଧବୈଶାଖସୁଇଜରଲ୍ୟାଣ୍ଡଜମ୍ମୁ ତୱି ରେଳ ଷ୍ଟେସନନାରୀବାଦଲଘିଷ୍ଠ ସାଧାରଣ ଗୁଣିତକମେସିନ ଲର୍ଣ୍ଣିଙ୍ଗ୍ପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଆ କଥାଚିତ୍ର ଜଗତରାସାୟନିକ ମୌଳିକଦେବଗଡ଼ ଜିଲ୍ଲାମୋନିକା ସେଲ୍ସହେମଲତା ମାନସିଂହରଥଯାତ୍ରାପୁରୁଷୋତ୍ତମ ଦେବମାଲେସିଆଦେବସ୍ନାନ ପୂର୍ଣ୍ଣିମାସବ୍ୟସାଚୀ ମିଶ୍ରଭୁବନେଶ୍ୱର ବେହେରାଓଡ଼ିଆ ଲିପିକାଞ୍ଚି ଅଭିଯାନଓଡ଼ିଆ ସାହିତ୍ୟପ୍ରାଣକୃଷ୍ଣ ପରିଜାଖାଦ୍ୟକୋଷ୍ଠକାଠିନ୍ୟନାରାୟଣ ସାହୁଜଗନ୍ନାଥ ଦାସ୨୦୧୨ଇତିହାସଗୋଦାବରୀଶ ମହାପାତ୍ରଫସ୍‌ଫରସଅଲାରନାଥ ମନ୍ଦିରମୁକ୍ତିକାନ୍ତ ମଣ୍ଡଳଶାସ୍ତି (ଓଡ଼ିଆ କଥାଚିତ୍ର)୧୯୦୫ଶ୍ରଦ୍ଧାକର ସୂପକାରଅଣ୍ଡା ରୋଲଗୋପବନ୍ଧୁ ଦାସଯୌନ ସମ୍ଭୋଗପ୍ରଯୁକ୍ତି ବିଦ୍ୟାଗୋପାଳ ଚନ୍ଦ୍ର ପ୍ରହରାଜ୫ ନଭେମ୍ବରସୀତାକାନ୍ତ ମହାପାତ୍ରଗାଲୁଆଅଗ୍ନ୍ୟାଶୟ ଅକ୍ଷମତାବୀର ସୁରେନ୍ଦ୍ର ସାଏସ୍ତୁତି ଚିନ୍ତାମଣିନୀଳକଣ୍ଠ ଦାସତରୁଣକାନ୍ତି ମିଶ୍ରଯଶୋବନ୍ତ ଦାସବେଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତର ସଂସଦଧନୁ (ରାଶି)ଆମ୍ବନରେନ୍ଦ୍ର ମୋଦୀଜୀବସାର ଗମୌଳିକ ସଂଖ୍ୟାସୋନାଲ ମାନସିଂହହରେକୃଷ୍ଣ ମହତାବ🡆 More