୫ମ ଲୋକ ସଭା

ଭାରତର ୫ମ ଲୋକ ସଭାକୁ ୧୯୭୧ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭ । ଭାରତୀୟ ସଂସଦର ଦୁଇଟି ବିଭାଗ ମଧ୍ୟରୁ ଲୋକ ସଭା ହେଉଛି ସିଧାସଳଖ ଲୋକମାନଙ୍କଦ୍ୱାରା ନିର୍ବାଚିତ ସଭ୍ୟଙ୍କ ସଭାଗୃହ ବା ସଂସଦର ତଳ ସଦନ । ୧୯୭୧ ମସିହାର ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।

ଇନ୍ଦିରା ଗାନ୍ଧୀ ଏହାର ପୂର୍ବ ୪ର୍ଥ ଲୋକ ସଭାର ପ୍ରଧାନମନ୍ତ୍ରୀ ଥିଲେ । ଏହି ଲୋକ ସଭାର ପରବର୍ତ୍ତୀ ୬ଷ୍ଠ ଲୋକ ସଭା ପାଇଁ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୨୧୭ଟି ଆସନରେ ପରାଜିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି:
    • ଗୁରୁଦୟାଲ ସିଂହ ଢିଲୋନ୍ ୨୨ ମାର୍ଚ୍ଚ ୧୯୭୧ରୁ ୧ ଡିସେମ୍ବର ୧୯୭୫
    • ବଳି ରାମ ଭଗତ ୫ ଜାନୁଆରୀ ୧୯୭୬ରୁ ୨୫ ମାର୍ଚ୍ଚ ୧୯୭୭
  • ଉପ ବାଚସ୍ପତି:
    • ଜର୍ଜ ଗିଲ୍‌ବଟ୍ ସ୍ୱେଲ୍ ୨୭ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭
  • ମହା ସଚିବ:
    • ଏସ୍. ଏଲ୍. ଶକଧର ୨ ସେପ୍ଟେମ୍ବର ୧୯୬୪ରୁ ୧୮ ଜୁନ ୧୯୭୭

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ବିଭିନ୍ନ ରାଜନୈତିକ ଦଳରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

କ୍ରମିକ ସଂଖ୍ୟା ରାଜନୈତିକ ଦଳ ସଦସ୍ୟଙ୍କ ସଂଖ୍ୟା
କଂଗ୍ରେସ ୩୫୨
ଭାରତୀୟ କମୁନିଷ୍ଟ ଦଳ ୨୫
କମୁନିଷ୍ଟ ଦଳ ୨୩
ଡି.ଏମ୍.କେ ୨୩
ଜନ ସଂଘ ୨୨
କଂଗ୍ରେସ (ଓ) ୧୬
ସ୍ୱାଧୀନ ୧୪
ତେଲେଙ୍ଗାନା ପ୍ରଜା ସମିତି ୧୦
ସ୍ୱତନ୍ତ୍ର ଦଳ
୧୦ ଆର୍.ଏସ୍.ପି
୧୧ ସାମୁଖ୍ୟ ସୋସିଆଲିଷ୍ଟ ଦଳ
୧୨ କେରଳ କଂଗ୍ରେସ
୧୩ ଏ.ଆଇ.ଏଫ୍.ବି
୧୪ ଇଣ୍ଡିଆନ ୟୁନିଅନ ମୁସ୍‌ଲିମ୍ ଲିଗ୍
୧୫ ପ୍ରଜା ସୋସିଆଲିଷ୍ଟ ଦଳ
୧୬ ଅକାଳୀ ଦଳ
୧୭ ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍‌ଫରେନ୍ସ
୧୮ ବଙ୍ଗଳା କଂଗ୍ରେସ
୧୯ ଭାରତୀୟ କ୍ରାନ୍ତି ଦଳ
୧୯ ଝଙ୍କଡ଼ ଦଳ
୨୦ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ
୨୧ ୟୁନାଇଟେଡ୍ ଗୋନ୍‌ସା
୨୨ ଉତ୍କଳ କଂଗ୍ରେସ
୨୩ ବିଶାଳ ହରିଆଣା ଦଳ

ଆଧାର

Tags:

ରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ଉଇକିପିଡ଼ିଆ ସମୂହର ତାଲିକାଜଳଜଗଦୀଶ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସମନମୋହନ ସାମଲ୧୯ ଅପ୍ରେଲଜୈନ ଧର୍ମନକ୍ଷତ୍ରକ୍ଲେଭିଡିପିନଭାରତର ସଂସ୍କୃତିବସନ୍ତ କୁମାରୀ ପଟ୍ଟନାୟକ୩ (ସଂଖ୍ୟା)କଲମନୃସିଂହନାଥ ଖୁଣ୍ଟିଆଭକ୍ତ ଚରଣ ଦାସମିନତି ମିଶ୍ରଜୁଲିଅସ ସିଜରଶ୍ରୀନିବାସ ରାମାନୁଜନଆଣ୍ଟିସାଇକୋଟିକତୃପ୍ତି ଦାସ୧୯୮୪ମଥୁରା ମଙ୍ଗଳକ୍ୟୁ. ଆର. କୋଡ଼ନନ୍ଦ କିଶୋର ବଳଅମିୟ କୁମାରୀ ପାଢ଼ୀଚିତ୍ତରଞ୍ଜନ ଦାସଗ୍ରହଧର୍ମଗଡ଼ପ୍ରଦୀପ କୁମାର ପାଣିଗ୍ରାହୀ୮ ଅପ୍ରେଲସୁଗ୍ରୀବକୃଷ୍ଣକଟକ୭ ଅପ୍ରେଲକିଶୋରୀ ଚରଣ ଦାସଉଇକିମିଡ଼ିଆ ଫାଉଣ୍ଡେସନଜୟୀରାମ ସାମଲବ୍ରଜ କିଶୋର ପ୍ରଧାନଅରୁଣା ମହାନ୍ତିବେଲ ପଣାତୋରାଣିପୂଜା (ଉପାସନା)ଦୁଃଶାସନଇତିହାସ୨୧ ମାର୍ଚ୍ଚଓଡ଼ିଶାର ସଂସ୍କୃତିପାପମୋଚନୀ ଏକାଦଶୀଗୋବିନ୍ଦ ତ୍ରିପାଠୀପାରାଦୀପ ବନ୍ଦରଭଗବତୀ ଚରଣ ପାଣିଗ୍ରାହୀଚୈତ୍ର ପୂର୍ଣ୍ଣିମାପାରାଦ୍ୱୀପଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତୁଳସୀ ଗଛପଞ୍ଚସଖାରଙ୍ଗବତୀଗିରିଜା କୁମାର ବଳୀୟାରସିଂହଭାରତ ଛାଡ଼ ଆନ୍ଦୋଳନ୬୧୬ଚୌଧୁରୀ ବିକାଶ ଦାସନବକୃଷ୍ଣ ଚୌଧୁରୀସୂର୍ଯ୍ୟୋଦୟଲାନାଡେଲୁମାବଶୈଳବାଳା ଦାସବ୍ରାଉଜର🡆 More