ଠାକୁର ଅଛନ୍ତି ଚଉବାହାକୁ: ୧୯୯୦ର ଓଡ଼ିଆ କଥାଚିତ୍ର

ଠାକୁର ଅଛନ୍ତି ଚଉ ବାହାକୁ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦିଲ୍ଲୀପ ମିଶ୍ର ଓ ବିଶ୍ୱନାଥ ମିଶ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିଶ୍ୱନାଥ ମିଶ୍ର । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଠାକୁର ଅଛନ୍ତି ଚଉ ବାହାକୁ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକଦିଲ୍ଲୀପ ମିଶ୍ର
ବିଶ୍ୱନାଥ ମିଶ୍ର
ସଂଳାପରମେଶ ପାଣିଗ୍ରାହୀ
ଚିତ୍ରନାଟ୍ୟବିଜୟ ଭାସ୍କର
କାହାଣୀବିଶ୍ୱନାଥ ମିଶ୍ର
କଳାକାରଉତ୍ତମ ମହାନ୍ତି
ସୁରେଶ ବଳ
ଦେବୁ ବୋଷ
ଅନୀତା ଦାସ
ବିଜୟ ମହାନ୍ତି
ଗ୍ଲୋରିଆ ମହାନ୍ତି
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଅନୀଲ ମଲନାଡ଼
ମୁକ୍ତିଲାଭ ତାରିଖ
୧୯୯୦
ଦେଶଠାକୁର ଅଛନ୍ତି ଚଉବାହାକୁ: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ଅନୀତା ଦାସ, ବିଜୟ ମହାନ୍ତି, ଗ୍ଲୋରିଆ ମହାନ୍ତି, ଜୟୀରାମ ସାମଲ, ଅକ୍ଷୟ ମହାନ୍ତି (କାଶ୍ୟପ), ଅନଙ୍ଗ ଦ୍ୱିବେଦୀ, ରଣଜିତ କୌର, ତୁଷାର ପାଣିଗ୍ରାହୀ, ରୁନୁ ପରିଜା, ପ୍ରେମାଞ୍ଜନ ପରିଡ଼ା, ପ୍ରମୋଦ ରଥ, ଜୟୀରାମ ସାମଲ, ଶ୍ରୀକୃଷ୍ଣ ସାମଲ, ସରସ୍ୱତୀ, ବ୍ରଜ ସିଂହ, ଶାନ୍ତି ସ୍ୱରୂପା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଦିଲ୍ଲୀପ ମିଶ୍ର, ଟୁଟୁ ମିଶ୍ର, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟି ଗୀତ ରଚନା କରିଥିଲେ । ମହମ୍ମଦ ଅବିଦ୍, ଗୀତା ଦାଶ, ସୁବାସ ଦାସ, ବିଭୁ କିଶୋର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଠାକୁର ଅଛନ୍ତି ଚଉବାହାକୁ ଅଭିନୟଠାକୁର ଅଛନ୍ତି ଚଉବାହାକୁ ଗୀତ ଏବଂ ସଙ୍ଗୀତଠାକୁର ଅଛନ୍ତି ଚଉବାହାକୁ ଆଧାରଠାକୁର ଅଛନ୍ତି ଚଉବାହାକୁ ବାହାର ଆଧାରଠାକୁର ଅଛନ୍ତି ଚଉବାହାକୁ

🔥 Trending searches on Wiki ଓଡ଼ିଆ:

ଭିକାରୀ ବଳଉଇକିପିଡ଼ିଆନାରୁତୋରାଜନୀତି ବିଜ୍ଞାନବଣ୍ଡ (ଅର୍ଥ)ସଂତୃପ୍ତ ମିଶ୍ରକ୍ଷୀରକଳ୍ପନା ଚାୱଲାକାହ୍ନୁଚରଣ ମହାନ୍ତିଜାକର୍ତାବ୍ରତଯାଯାବର (୧୯୭୫ର କଥାଚିତ୍ର)୧୯୮୯୧ ମାର୍ଚ୍ଚଇଣ୍ଟରନେଟସୀସାDebapriya Priyadarshi Chakraଅଶୋକ ଚକ୍ରଭଗତ ସିଂହଆମ୍ବେଦକର ଜୟନ୍ତୀ୧୭୩୯ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଭାରତର ଜାତୀୟ ପ୍ରତୀକଆଣ୍ଡ୍ରଏଡ଼ଆତପଦାହଷଠି ଓଷାଇମେଲଗଞ୍ଜା ଲଢ଼େଇବଳରାମ ଦାସଲାଟିନ ଭାଷାଚନ୍ଦ୍ରଭାନୁ ସିଂହ ଦେଓ୧୬ଶ ଓଡ଼ିଶା ବିଧାନ ସଭାସାନ୍ତାଳ ବିଦ୍ରୋହହନୁମାନ ଚାଳିଶାପୁଷ୍ଟିସାରଅଶୋକ (ସମ୍ରାଟ)ଉଗ୍ର ତାରା ମନ୍ଦିରବରଗଛଜୟୀ ରାଜଗୁରୁବଡ଼ ଏରାୱିଲିଅମ ସେକ୍ସପିଅରକୃଷ୍ଣଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ତୁମ ପରି ଛୋଟ ପିଲାଟିଏଦରବାର (କବିତା)ବିଜ୍ଞାନ କାହାଣୀସଂଘମିତ୍ରା ମିଶ୍ରସୁମନ କଲ୍ୟାଣପୁର୧୯୮୧ବିଶ୍ୱତାପନବୈଦେହୀଶ ବିଳାସରାମଚନ୍ଦ୍ର ବେହେରାଝାଲ ମୁଢ଼ିପ୍ରଥମ ବିଶ୍ୱଯୁଦ୍ଧସକ୍ରେଟିସଟୁଇଟରନୀଳକଣ୍ଠ ଦାସ୨୨ ମାର୍ଚ୍ଚଓଡ଼ିଆ ଭାଷାମହାଭାରତଶିବସାଲବେଗନାରାୟଣ ସାହୁ🡆 More