କାଶ୍ୟପ ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି(ଜନ୍ମ : ୧୯/୧୨/୧୯୩୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ ।

ଅକ୍ଷୟ ମହାନ୍ତି
ଜନ୍ମ(1937-12-19)୧୯ ଡିସେମ୍ବର ୧୯୩୭
କିଆଡ଼ିଙ୍ଗିରି, କଟକ
ମୃତ୍ୟୁ୨୨ ମଇ ୨୦୦୪(2004-05-22) (ବୟସ ୬୬)
ବୃତ୍ତିଅଭିନେତା ଓ ନିର୍ଦ୍ଦେଶକ

ଜୀବନୀ

ଅକ୍ଷୟ, ୧୯୩୭ ମସିହାରେ କଟକ ଜିଲ୍ଲାର କିଆଡ଼ିଙ୍ଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନାଟ୍ୟକଳା ପ୍ରତି ଆଗ୍ରହୀ ଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ସେ "ଏକଲବ୍ୟ" ନାଟକରେ ଅଭିନୟ କରିଥିଲେ । "ୟୁନାଇଟେଡ଼ ଆର୍ଟିଷ୍ଟ" ଥିଏଟର ଅନୁଷ୍ଠାନ ଆନୁକୁଲ୍ୟରେ ଅଭିନୀତ ନାଟକ "ମମତା" ତାଙ୍କୁ ପରିଚିତି ଆଣିଦେଇଥିଲା । ଅଭିନୟର ଆକର୍ଷଣ ଏପରି ତୀବ୍ର ଥିଲା ଯେ, ସେ ଚାକିରି ଛାଡି ଅଭିନୟକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ । ୧୯୫୯ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ କଥାଚିତ୍ର ଓ ଯାତ୍ରାରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ଓଡ଼ିଆ କଥାଚିତ୍ର

ଅଭିନୟ

ନିର୍ଦ୍ଦେଶନା

ଆଧାର

ବାହାର ଆଧାର

Tags:

କାଶ୍ୟପ ଅକ୍ଷୟ ମହାନ୍ତି ଜୀବନୀକାଶ୍ୟପ ଅକ୍ଷୟ ମହାନ୍ତି ଓଡ଼ିଆ କଥାଚିତ୍ରକାଶ୍ୟପ ଅକ୍ଷୟ ମହାନ୍ତି ଆଧାରକାଶ୍ୟପ ଅକ୍ଷୟ ମହାନ୍ତି ବାହାର ଆଧାରକାଶ୍ୟପ ଅକ୍ଷୟ ମହାନ୍ତିଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗଙ୍ଗାଧର ରଥତୃପ୍ତି ଦାସ୩୦ ଅପ୍ରେଲଶିବଉତ୍କଳ ଦୀପିକାଉତ୍କଳ ବ୍ରାହ୍ମଣଶୈଳବାଳା ଦାସଲିଙ୍ଗରାଜ ମନ୍ଦିରଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ଲିପି୨୦୦୬ସମ୍ବଲପୁରଇଣ୍ଡୋନେସିଆଭାରତ ସରକାରଜହ୍ନବିନୋଦ ଚନ୍ଦ୍ର ନାୟକଶୀତଳ ଷଷ୍ଠୀ ଯାତ୍ରାସତୀ (ହିନ୍ଦୁ ଦେବୀ)ସୁଭାଷ ଚନ୍ଦ୍ର ବୋଷସାରଳା ଦାସଓଡ଼ିଆ ସାହିତ୍ୟ୧୭ ଫେବୃଆରୀଜଗନ୍ନାଥ ମନ୍ଦିରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଦ୍ୱିତୀୟ ବିଶ୍ୱଯୁଦ୍ଧଆଉରଙ୍ଗଜେବନନ୍ଦନକାନନ ଜୀବ ଉଦ୍ୟାନମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ଇତିହାସଶାସ୍ତିଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଜ୍ଞାନକୋଷଦ୍ୱିତୀୟ ଭାସ୍କରଉପନିଷଦରାଜାରାଣୀ ମନ୍ଦିରହୀରାକୁଦ ବନ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅନନ୍ତ ପଟ୍ଟନାୟକମାଲେସିଆତ୍ରିପୁରା ମିଶ୍ରଓଡ଼ିଆ ଭାଷା ଆନ୍ଦୋଳନନିତ୍ୟାନନ୍ଦ ଶତପଥୀଓ ଅନ୍ଧଗଳିବ୍ୟାସଦେବମଇ ଦିବସ୧୬୬୫ପ୍ରଣବ ପ୍ରକାଶ ଦାସପ୍ରତୀକ୍ଷାକଳସା ଚଉତିଶାମୁମ୍ବାଇପଖାଳଶ୍ରୀଲଙ୍କାର ଭୂଗୋଳଓଡ଼ିଆ ରାମାୟଣମାଟିର ମଣିଷହରେକୃଷ୍ଣ ମହତାବହେମଲତା ମାନସିଂହନୀଳକଣ୍ଠ ଦାସନବଯୌବନ ବେଶବୈଜୟନ୍ତ ପଣ୍ଡାବିସ୍ଥାପିତ କାନ୍ଧ ଗଣ୍ଠିବୃହସ୍ପତିଭୂଗୋଳଓଡ଼ିଶାର ଭୂଗୋଳନେପଚୁନପୂରଣବାଚକ ସଂଖ୍ୟାଧାତୁଜାହାଙ୍ଗୀରନାରୀବାଦଶାରଳା ପୁରସ୍କାରଚିଲିକା (ବହୁବିକଳ୍ପ)🡆 More