ଗ୍ଲୋରିଆ ମହାନ୍ତି: ଅଭିନେତ୍ରୀ

ଗ୍ଲୋରିଆ ମହାନ୍ତି (୨୭ ଜୁନ ୧୯୩୨ - ୧୧ ଡିସେମ୍ବର, ୨୦୧୪ ) ଜଣେ ଓଡ଼ିଆ ଅଭିନେତ୍ରୀ, ପ୍ରଶିକ୍ଷିତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଓ ଜାତୀୟ ସ୍ତରର ଭଲିବଲ ଖେଳାଳୀ ଥିଲେ । ଗ୍ଳୋରିଆ ୧୯୫୬ରୁ ୧୯୬୦ ମସିହା ପର୍ଯ୍ୟନ୍ତ, ନ୍ୟାସନାଲ ଭଲିବଲ ଚାମ୍ପିଅନସିପରେ, ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।

ଗ୍ଲୋରିଆ ମହାନ୍ତି
ଜନ୍ମ
ଗ୍ଲୋରିଆ ରାଉତ

(1932-06-27)୨୭ ଜୁନ ୧୯୩୨
ମଠ ସାହି, ତୁଳସୀପୁର, କଟକ
ମୃତ୍ୟୁ୧୧ ଡିସେମ୍ବର ୨୦୧୪(2014-12-11) (ବୟସ ୮୨)
କଟକ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୦-୨୦୧୪
ବୈବାହିକ-ସାଥୀକମଳା ପ୍ରସାଦ ମହାନ୍ତି
ସନ୍ତାନସୁସ୍ମିତା, ପୁଷ୍ପିତା, ସୂର୍ଯ୍ୟ, ଦେବବ୍ରତ
ପିତାମାତା(s)ରବିନ ରାଉତ
ଅନିଲା ରାଉତ

ଗ୍ଲୋରିଆ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ଓଡ଼ିଶୀ ଶିକ୍ଷାଲାଭ କରିଥିଲେ । ସେ ୧୯୪୪ ମସିହାରେ ସେ ପ୍ରଥମେ 'ଭାତ' ନାଟକ ଜରିଆରେ ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ।

କଥାଚିତ୍ର ଜୀବନ

୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଗ୍ଲୋରିଆ, ୨୨ଟି ଓଡ଼ିଆ କଥାଚିତ୍ର ଓ କେତେକ ଦୂରଦର୍ଶନ ଧାରାବାହିକର (ଯିବାକୁ ଦେବି ନାହିଁ, ଠାକୁର ଘର, ସାରା ଆକାଶ ଓ ପଣନ କାନି) ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଗ୍ଲୋରିଆ ମହାନ୍ତି କଥାଚିତ୍ର ଜୀବନଗ୍ଲୋରିଆ ମହାନ୍ତି ପୁରସ୍କାର ଓ ସମ୍ମାନଗ୍ଲୋରିଆ ମହାନ୍ତି ଆଧାରଗ୍ଲୋରିଆ ମହାନ୍ତି ଅଧିକ ତଥ୍ୟଗ୍ଲୋରିଆ ମହାନ୍ତିଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଗ୍ରହମହେଶ ସାହୁବିଶ୍ୱନାଥ କରଶ୍ରବଣ ( ରାମାୟଣ ର ଚରିତ୍ର )ଯକ୍ଷ୍ମାଭୁବନେଶ୍ୱର ରେଳ ଷ୍ଟେସନହନୁମାନ ଜୟନ୍ତୀପ୍ରାଣକୃଷ୍ଣ ପରିଜାମହିମା ଧର୍ମଗୋକୁଳାନନ୍ଦ ମହାପାତ୍ରପଦାର୍ଥସ୍ୱର ବର୍ଣ୍ଣଜର୍ମାନୀଅଷ୍ଟ୍ରେଲିଆଓଡ଼ିଶାର ତହସିଲ ତାଲିକାକଣ୍ଡୋମକିଶୋରୀ ଚରଣ ଦାସସୁଦାମ ମାରାଣ୍ଡି୧୪୧୭ଖ୍ରୀଷ୍ଟ ଧର୍ମବାସନ୍ତୀ୧୯ ଫେବୃଆରୀପଦାର୍ଥ ବିଜ୍ଞାନଲବଣ ସତ୍ୟାଗ୍ରହନୀଳକଣ୍ଠ ଦାସ୩ ଅଗଷ୍ଟଲାଟିନ ଭାଷାଦେବ୍ରାଜ ଲେଙ୍କାବାଲେଶ୍ୱର ଜିଲ୍ଲାପଠାଣି ସାମନ୍ତଇଷ୍ଟ ଇଣ୍ଡିଆ କମ୍ପାନୀ୧ ସେପ୍ଟେମ୍ବରବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟସୁଦଶା ବ୍ରତଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଶରଧାବାଲିକାନାଡ଼ାମହମ୍ମଦଟୋକିଓବୁଦ୍ଧ ପୂର୍ଣ୍ଣିମାଖପୁରୀ କଣା ଅସ୍ତ୍ରୋପଚାରହୀରାକୁଦ ବନ୍ଧପଦ୍ମ ଲୋଚନ ପଣ୍ଡାଆଶ୍ୱିନଓଡ଼ିଶାର ଦୋଳଯାତ୍ରାନନ୍ଦିଘୋଷନଅଙ୍କ ଦୁର୍ଭିକ୍ଷ୪ ଅପ୍ରେଲଇରା ମହାନ୍ତିବାଞ୍ଛାନିଧି ମହାନ୍ତିଆହେ ଦୟାମୟ ବିଶ୍ୱ ବିହାରୀବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଆନିଫ୍ରୋଲୁମାବଡାଉନ ସିଣ୍ଡ୍ରୋମଇଂଲଣ୍ଡରାମ ନବମୀଇଣ୍ଟରନେଟଚିନ୍ତାମଣି ବେହେରାମହାଦେଶ୧୮୬୬ପଞ୍ଚତନ୍ତ୍ରଇଟାଲୀନନ୍ଦ କିଶୋର ବଳସ୍ୱାମୀ ବିବେକାନନ୍ଦଜଗନ୍ନାଥ ମନ୍ଦିରମଧୁସୂଦନ ରାଓରବି ସିଂସଚ୍ଚିଦାନନ୍ଦ ରାଉତରାୟହୃଷୀକେଶ ପଣ୍ଡାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବଲାଙ୍ଗୀର🡆 More