ବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁର

ଜଗତସିଂହପୁର (କ୍ରମିକ ସଂଖ୍ୟା: ୧୦୪) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଗତସିଂହପୁର (ବି), ଜଗତସିଂହପୁର ବ୍ଳକ ଓ ନାଉଗାଁ ବ୍ଳକ ।

ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୭୦୭
ଜିଲ୍ଲା: ଜଗତସିଂହପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ମାତ୍ର ୮୬୪୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁଚରଣ ଦାସଙ୍କଠାରୁ ୨୮୮୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ୧୦,୦୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଜଗତସିଂହପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଷ୍ଣୁ ଚରଣ ଦାସ ୬୭,୨୯୯ ୫୦.୬୪ -
କଂଗ୍ରେସ ଚିରଞ୍ଜୀବ ବିଶ୍ୱାଳ ୫୭,୨୨୨ ୪୩.୦୬ -
ଭାଜପା ଉପେନ୍ଦ୍ର ନାଥ ବିଶ୍ୱାଳ ୪,୮୬୪ ୩.୬୬ -
ସମୃଦ୍ଧ ଓଡ଼ିଶା ଗୋରା ଚାନ୍ଦ ବାରିକ ୧,୩୫୮ ୧.୦୨ -
ସ୍ୱାଧୀନ ବାସୁଦେବ ୭୬୦ ୦.୫୭ -
ସ୍ୱାଧୀନ ଡ. ସୁରେଶ ଚନ୍ଦ୍ର ମଲ୍ଲିକ ୭୫୧ ୦.୫୭ -
କଳିଙ୍ଗ ସେନା ଶିଶିର କୁମାର ସ୍ୱାଇଁ ୬୩୯ ୦.୪୮ -
ଭୋଟ ବ୍ୟବଧାନ ୧୦,୦୭୭ ୭.୫୮* -
ମତଦାନ ହାର ୧,୩୩,୦୧୭ ୭୦.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଜଗତସିଂହପୁରଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଜଗତସିଂହପୁରଜଗତସିଂହପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କଳ୍ପନା ଚାୱଲାଅଗ୍ନାଶୟ ପ୍ରଦାହଗୁଗଲତରୁଣକାନ୍ତି ମିଶ୍ରଅଶୋକାଷ୍ଟମୀନୃସିଂହନାଥ ମନ୍ଦିରଛବିଳ ମଧୁ ବର୍ଣ୍ଣବୋଧବୁଧବାରନବକଳେବର୧୨୮୫କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକନ୍ଧମାଳ ଜିଲ୍ଲାମିଳିତ ଜାତିସଂଘଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାକୁଞ୍ଜବିହାରୀ ଦାଶଓଡ଼ିଆ କାବ୍ୟ କବିତା୧୪୯୬ମହାଭାରତଓଡ଼ିଆ ଭାଗବତନୀଳକଣ୍ଠ ଦାସପ୍ରଣବ ପ୍ରକାଶ ଦାସଓଡ଼ିଶାର ସାଂସଦ ମାନଙ୍କର ତାଲିକା୧୭୯୦ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନ ଯାତ୍ରାହେପାଟାଇଟିସ ସିଶ୍ରାଦ୍ଧଅର୍କ କେଶରୀ ଦେଓମର୍ଦ୍ଦଳରବୀନ୍ଦ୍ରନାଥ ଠାକୁରଗୋଦାବରୀଶ ମହାପାତ୍ରଅଯୁଗ୍ମ ସଂଖ୍ୟାଆଲୋକଓଡ଼ିଆ କବି ମାନଙ୍କର ତାଲିକା୧୪ ମାର୍ଚ୍ଚକନଫୁସିଅସବାଦହରପ୍ପାଉତ୍କଳ ବ୍ରାହ୍ମଣଆମ୍ବେଦକର ଜୟନ୍ତୀରାଧାନାଥ ରାୟହିନ୍ଦୁ ଧର୍ମରାଜକନିକା୨୫ ମାର୍ଚ୍ଚକାଳିନ୍ଦୀ ଚରଣ ପାଣିଗ୍ରାହୀଗୁଗଲ ମ୍ୟାପ୍ସଓଡ଼ିଆପଟ୍ଟନାୟକ୨୪ ଅପ୍ରେଲଅମ୍ଳଜାନମନୋରଞ୍ଜନ ଦାସଦକ୍ଷିଣ ଆଫ୍ରିକାପ୍ରାଣବନ୍ଧୁ କରଭୁବନେଶ୍ୱରଶିଶୁ ଅନନ୍ତ ଦାସନବରାତ୍ରୀବୈଶାଖବାଲ୍ୟବିବାହତୁଳସୀ ଦାସବିଷ୍ଣୁବ୍ରତ ରାଉତରାୟ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଗୁରୁକୋଣାର୍କମିଶେଲ ଓବାମାଆଚାର୍ଯ୍ୟ ହରିହରବିକ୍ରମ କେଶରୀ ଦେଓକାଞ୍ଜିଅଅଁଳା ଓଷାବୀଜାଣୁରାମାୟଣନବୀନ ପଟ୍ଟନାୟକ🡆 More