କବିତା ଚନ୍ଦ୍ରଭାଗା: ରାଧାନାଥ ରାୟଙ୍କ କବିତା

ଚନ୍ଦ୍ରଭାଗା କବି ରାଧାନାଥ ରାୟଙ୍କ ରଚିତ ଏକ ଓଡ଼ିଆ କବିତା । ଏହି କାବ୍ୟର ଆରମ୍ଭରେ କବି ଜଗନ୍ନାଥଙ୍କର ପୌଷ ମାସର ରାମାଭିଷେକ ଉତ୍ସବ ବିଷୟରେ ବର୍ଣ୍ଣନା କରିଥିଲେ । ଏଥିରେ ସେ ଅନେକ ଦେବଦେବୀଙ୍କ ବିଷୟରେ ଲେଖି ସହିତ ସେମାନଙ୍କର ଅଧିଷ୍ଠିତ ପୀଠର ପ୍ରାକୃତିକ ବର୍ଣ୍ଣନା ମଧ୍ୟ କରିଛନ୍ତି । ଏଥିରେ ସୁମନ୍ୟୁ ଋଷି ସୂର୍ଯ୍ୟଙ୍କୁ ତାଙ୍କ ପୁତ୍ରୀ ଚନ୍ଦ୍ରଭାଗାଙ୍କ ପ୍ରତି କରାଯାଇଥିବା ଖରାପ ବ୍ୟବହାର ପାଇଁ ଅଭିଶାପ ଦେବା କଥା ଲେଖାଯାଇଛି । ସେହି ଅଭିଶାପ ଯୋଗୁ କୋଣାର୍କ ସୂର୍ଯ୍ୟମନ୍ଦିର ଭାଙ୍ଗି ଯାଇଥିଲା ବୋଲି କବିତାରେ ବର୍ଣ୍ଣନା କରାଯାଇଛି । ୧୮୮୦-୯୦ ଦଶକ ମଧ୍ୟରେ ଲେଖା ଯାଇଥିଲା ।

ଚନ୍ଦ୍ରଭାଗା

ସୁମନ୍ୟୁ ନାମରେ ପରଶୁ-                    ରାମ ଶିଷ୍ୟ ପ୍ରବରମହୋଦଧି ତୀରେ ସମାଧି                     ଯୋଗେଥିଲେ ତତ୍ପର।ଚନ୍ଦ୍ରଭାଗା ନାମେ ଦୁହିତା                    ସେହି ଋଷି ପ୍ରଭାବେ,ସାଗର-ଅପ୍ସସରୀ ଗର୍ଭରୁ                     ଜନ୍ମିଥିଲା ସେ ଠାବେ।ପାଲିଲେକ ଅତି ଯତନେ                    ଯତି କନ୍ୟାରତନ,ଯଥାକାଲେ ଅଙ୍ଗ ମଣ୍ଡିଲା                    ଅଭିନବ ଯୌବନ।ନେତ୍ର ଯୁଗେ ଯୁବା ପିଅନ୍ତି                     ଯେଉଁ ରୂପ ଅମୃତ,ସେ ଅମୃତେ କଲା ଯୌବନ                      ବାଳା-ତନୁ ଧଉତ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କଥାଚିତ୍ର ଜଗତନାରାୟଣ ସାହୁସ୍ୱର ବର୍ଣ୍ଣସମ୍ବଲପୁର ଜିଲ୍ଲାଗର୍ଭାଶୟ ଅନ୍ତଃସ୍ତର କର୍କଟ୨୦୧୨ଗୋପାଳ କୃଷ୍ଣ ରଥନମିତା ଅଗ୍ରୱାଲମସ୍କୋଚାଟ୍ ଜିପିଟିପ୍ଲୁଟୋମାଛଜାଭା (ପ୍ରୋଗ୍ରାମିଂ ଭାଷା)ଗର୍ଭାବସ୍ଥାରାମଶଙ୍କର ରାୟଓଡ଼ିଶୀ ସଙ୍ଗୀତକୋଷ୍ଠକାଠିନ୍ୟଓଡ଼ିଶା ବିଧାନ ସଭା୧୭୪୬ଭଦ୍ରକ ଜିଲ୍ଲାପଥ ଓ ପୃଥିବୀସବ୍ୟସାଚୀ ମିଶ୍ରପ୍ରଣବ ପ୍ରକାଶ ଦାସଉଇକିପିଡ଼ିଆବଣଭୋଜି ବେଶଉତ୍କଳ ସମ୍ମିଳନୀମନୋଜ ଦାସନବୀନ ପଟ୍ଟନାୟକରାସନ କାର୍ଡ଼ (ଭାରତ)ନବଯୌବନ ବେଶଅକ୍ଷୟ ତୃତୀୟାଆଖିପ୍ରତାପରୁଦ୍ର ଦେବଭକ୍ତ ଚରଣ ଦାସଆଲୋକଗୌରହରି ଦାସ୧୯ ମାର୍ଚ୍ଚଆଜାଦ ହିନ୍ଦ୍ ଫୌଜମହାଦେଶବୈଷ୍ଣବ ପାଣିପୁରୀ ଜିଲ୍ଲାଗଣ୍ଡାବୈଶାଖବେଦଉତ୍କଳ ବିଶ୍ୱବିଦ୍ୟାଳୟଭାରତୀୟ ଡାକ ସେବାଓଡ଼ିଆ ନାଟକଖଡ଼ଗପୁରଶାସ୍ତି (ଓଡ଼ିଆ କଥାଚିତ୍ର)ଗୋବିନ୍ଦ ତ୍ରିପାଠୀଖାଦ୍ୟଜାହାଙ୍ଗୀରଓଡ଼ିଶାର ସଂସ୍କୃତିଶିଶୁ ଅନନ୍ତ ଦାସଛବିଳ ମଧୁ ବର୍ଣ୍ଣବୋଧମହାତ୍ମା ଗାନ୍ଧୀରେଶମ ପଥଅଚ୍ୟୁତାନନ୍ଦ ଦାସଶ୍ରବଣ ( ରାମାୟଣ ର ଚରିତ୍ର )ମହାବିଦ୍ୟାଭାରତୀୟ ସଂଖ୍ୟା ପ୍ରଣାଳିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶ୍ରୀଜଗନମୋହ‌ନ ଲାଲପାରାଦୀପ ବନ୍ଦରଉତ୍କଳ ଦିବସଶ୍ରବଣା (ନକ୍ଷତ୍ର)ଉପନିଷଦଲସିସୁଇଜରଲ୍ୟାଣ୍ଡହୀରାକୁଦ ବନ୍ଧ🡆 More