ଉପବାସ: ବ୍ରୋତ

ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି ।

ହିନ୍ଦୁ ଧର୍ମରେ ପାଳନ

ସାଧାରଣତଃ ଓଷା ବ୍ରତମାନଙ୍କରେ ଅଧ୍ୟାତ୍ମବାଦୀ ଲୋକେ ଉପବାସ କରିଥାନ୍ତି । କେତେକ ଏକାଦଶୀ ବ୍ରତର ନିଷ୍ଠବାଂ ଲୋକ ମାତ୍ର ଗଣ୍ଡୁଷେ ଜଳତୁଳସୀ ପାନ କରି ବ୍ରତ ରଖନ୍ତି । ଅନ୍ୟାନ୍ୟ ବ୍ରତ ମାନଙ୍କରେ ଫଳାହାର କରାଯାଇଥାଏ । ସ୍ଥଳ ବିଶେଷରେ କିଛି ଲୋକ ଏକ ବକ୍ତ ହବିଷ୍ୟାନ୍ନ ଭକ୍ଷଣ କରନ୍ତି ।

ବୌଦ୍ଧ ଧର୍ମରେ ପାଳନ

ଖ୍ରୀଷ୍ଟିୟାନ ଧର୍ମରେ ପାଳନ

ଜୈନ ଧର୍ମରେ ପାଳନ

ଶୀଖ ଧର୍ମରେ ପାଳନ

ଇସଲାମ ଧର୍ମରେ ପାଳନ

ରାଜନୀତିରେ ଉପବାସ

ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣ

ଉପବାସ କରିବା ଫଳରେ ମନ ପ୍ରଫୁଲ୍ଲ ରୁହେ ଓ ଚିତ୍ତ ଶୁଦ୍ଧ ହୁଏ । କ୍ରମାଗତ ତିନିଦିନ ଉପବାସ ରହିବା ଫଳରେ ଶରୀର ମଧ୍ୟରେ ନୂତନ ଶ୍ୱେତ କଣିକା ସୃଷ୍ଟି ହୋଇଥାଏ ଏବଂ ଉକ୍ତ ଶ୍ୱେତ କଣିକା ପ୍ରାକୃତିକ ଭାବେ ଜୀବାଣୁଭୂତାଣୁ ଆଦିକୁ ନଷ୍ଟ କରି ଦେଇଥାଏ । ଅର୍ଥାତ ଉପବାସ ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କର୍କଟ ରୋଗ ଭଳି ମାରାତ୍ମକ ବ୍ୟାଧି ଭୋଗୁଥିବା ମଣିଷମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ତେଣୁ କେବଳ ଧାର୍ମିକ ଦୃଷ୍ଟିକୋଣ ଯୋଗୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଉପବାସ ରହିବ ପାଇଁ ଗବେଷକମାନେ ପରାମର୍ଶ ଦିଅନ୍ତି ।

Tags:

ଉପବାସ ହିନ୍ଦୁ ଧର୍ମରେ ପାଳନଉପବାସ ବୌଦ୍ଧ ଧର୍ମରେ ପାଳନଉପବାସ ଖ୍ରୀଷ୍ଟିୟାନ ଧର୍ମରେ ପାଳନଉପବାସ ଜୈନ ଧର୍ମରେ ପାଳନଉପବାସ ଶୀଖ ଧର୍ମରେ ପାଳନଉପବାସ ଇସଲାମ ଧର୍ମରେ ପାଳନଉପବାସ ରାଜନୀତିରେ ଉପବାସ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣଉପବାସ

🔥 Trending searches on Wiki ଓଡ଼ିଆ:

ମହେଶ୍ୱର ମହାନ୍ତିକଳାହାଣ୍ଡି (କବିତା)ହୀରାକୁଦ ବନ୍ଧ୧୭୯୦୧୩୮୪ହିନ୍ଦୁ ଧର୍ମପ୍ରାଚୀନ ମିଶରଶରତ କୁମାର ମହାନ୍ତିମୌଳିକ ସଂଖ୍ୟାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୨୮୫୧୪୯୯ଶିବ ଶଙ୍କର ସାହାଣୀଋଷିଆଭକ୍ତ ଚରଣ ଦାସଗୁରୁପ୍ରସାଦ ମହାନ୍ତିଦିୱାନା ଦିୱାନୀଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଗଣିତକୁଷ୍ଠରଥଯାତ୍ରାଗଜପତି ମହାରାଜାଭୁବନେଶ୍ୱର ବେହେରାକମଳାକାନ୍ତ ଲେଙ୍କାବନମାଳୀ ଦାସହେଲୋ ନେଟୱର୍କଇଂରାଜୀ ଭାଷାଜଗନ୍ନାଥଙ୍କ ବେଶଗଇଁଠା୨୧ବଙ୍ଗଳାଦେଶ ମୁକ୍ତିଯୁଦ୍ଧସିପ୍ରା ମଲ୍ଲିକ୧୬ଶ ଓଡ଼ିଶା ବିଧାନ ସଭାଷଠି ଓଷାକନଫୁସିଅସବାଦପ୍ରଦୂଷଣହୋଲିସାରଳା ମହାଭାରତତୁମ ପରି ଛୋଟ ପିଲାଟିଏଗୋପାଳ ଚନ୍ଦ୍ର ପ୍ରହରାଜଦେଶବୀର ସୁରେନ୍ଦ୍ର ସାଏୱାଘା ସୀମା ସମାରୋହକିଏ ଦବ ଟକ୍କରରାଧାନାଥ ରାୟଜୁଲିଅସ ସିଜରଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତି୧୯୮୯କଥା (ପତ୍ରିକା)ଉଇକିଖବରନାରୁତୋହସ୍ତମୈଥୁନକାବୋଟେଗ୍ରାଭିର/ରିଲପିଭିରିନଜହ୍ନିଓଷାରବି ସିଂହ ମାଝିକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)ବ୍ରତଝିନ୍ନ ହିକ୍‌କା୧୫୨୮ଉଇକିପୋଥିଅପରିମେୟ ସଂଖ୍ୟାବିଭୂତି ଭୂଷଣ ବଳବନ୍ତରାୟଓଡ଼ିଶା ପ୍ରିମିଅର ଲିଗମନ୍ମଥ ନାଥ ଦାସକରାଚୀଜାନକୀ ବଲ୍ଲଭ ପଟ୍ଟନାୟକଇଲନ ମସ୍କପାର୍ବତୀ ଘୋଷ🡆 More