ନବମୀ: ତିଥି

'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଅଷ୍ଟମୀର ପରବର୍ତ୍ତୀ ଓ ଦଶମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ।

  • ଚୈତ୍ର ଶୁକ୍ଳ ନବମୀ: ରାମ ନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ।
    ପାରମ୍ପରିକ ରୀତି ମତେ ନବମୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ରଥଯାତ୍ରା ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ ।
    କାଞ୍ଜିଅଁଳା ଓଷା, ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି ୤

ଆଧାର

Tags:

ଅଷ୍ଟମୀତିଥିଦଶମୀପକ୍ଷ

🔥 Trending searches on Wiki ଓଡ଼ିଆ:

ଦଣ୍ଡ ନାଟସୀତା ବିବାହବରଫଏକଲବ୍ୟ ପୁରସ୍କାରଗୋପାଳ କୃଷ୍ଣ ରଥପ୍ରାଣକୃଷ୍ଣ ପରିଜାଆମ୍ବଉଇକିକଥାକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଉଇକିମିଡ଼ିଆ ମୁଭମେଣ୍ଟଲକ୍ଷ୍ମୀଗଙ୍ଗବଂଶଉଚ୍ଛ୍ୱାସ (କବିତା ସଙ୍କଳନ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଉତ୍କଳ ଦିବସମହାପାତ୍ର ନୀଳମଣି ସାହୁରାମଶଙ୍କର ରାୟପ୍ରାଣବନ୍ଧୁ କରବିଷଓଡ଼ିଆ ଭାଗବତଭିତରକନିକା ଜାତୀୟ ଉଦ୍ୟାନସୀତାକାନ୍ତ ମହାପାତ୍ରଓଡ଼ିଆ ରାମାୟଣବୈଦେହୀଶ ବିଳାସଦାଶରଥି ଦାସ୨୯ ଜୁନମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀମାସବେଲାଋଷପକ୍ଷଶିବସେପ୍ଟେମ୍ବରକମ୍ପ୍ୟୁଟରଇଣ୍ଡିଆନ ପ୍ରିମିଅର ଲିଗବାଇଶି ପାହାଚଭଗବତୀ ଚରଣ ପାଣିଗ୍ରାହୀରାସନ କାର୍ଡ଼ (ଭାରତ)ରାମାୟଣଆର୍ଯ୍ୟଭଟ୍ଟଧନିଷ୍ଠା (ନକ୍ଷତ୍ର)ମଧ୍ୟ ଏସିଆପରଟାମୟୂରଭଞ୍ଜ ଜିଲ୍ଲାମୟୂରଭଞ୍ଜ ରାଜ୍ୟ୨୧ ଜାନୁଆରୀଦଶାବତାରହରେକୃଷ୍ଣ ମହତାବରାମଚନ୍ଦ୍ର ମିଶ୍ରନବୀନ ପଟ୍ଟନାୟକନିଝୁମ ରାତିର ସାଥୀ (୨୦୧୭)ଇଣ୍ଡୋନେସିଆଅନୁ ଚୌଧୁରୀବିଶ୍ୱତାପନନୀଳିମା ଆଜୀମଖଣ୍ଡଗିରି ମେଳାନମ୍ରତା ଦାସସ୍ୱର ବର୍ଣ୍ଣଗଣେଶଶୀତ ରାତିଗୋଦାବରୀଶ ମହାପାତ୍ରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପାଟଦେଇ୨୪ ଅଗଷ୍ଟଭାରତର ରାଷ୍ଟ୍ରପତି🡆 More