ଜୀବାଣୁ

ଜୀବବୀଜ୍ଞାନରେ ଜୀବାଣୁ ବା ରୋଗକାରୀ ବା ରୋଗକାରକ ଜୀବ କହିଲେ, ଅନ୍ଯ ଜୀବଶରୀରେ ରୋଗ ସୃଷ୍ଟିକାରୀ କ୍ଷୁଦ୍ର ଅଣୁଜୀବମାନଙ୍କୁ ବୁଝାଏ । ଏକ ଜୀବାଣୁକୁ ସଂକ୍ରମଣକାରୀ ମଧ୍ଯ କୁହାଯାଇପାରେ ।

ଜୀବାଣୁ
ଏମ୍ଫ୍ଲୁଏଞ୍ଜା ଭୂତାଣୁଗୁଡ଼ିକ ସାଧାରଣ ଜୀବାଣୁ ।

ଏହାର ଇଂରାଜୀ ପ୍ରତିଶବ୍ଦ ପାଥୋଜେନ (ପାଥୋ - ପୀଡ଼ା, ଜେନ - ଜାୟକ) ୧୮୮୦ ମସିହାରେ ଲୋକ ବ୍ଯବହାରକୁ ଆସିଲା ।ସାଧାରଣତଃ ଏହି ଶବ୍ଦଟି ସଂକ୍ରାମକ ରୋଗକାରୀ ଅଣୁଜୀବ, ଯଥା - ଭୂତାଣୁ, ବୀଜାଣୁ, କବକ, ପ୍ରାକ୍ଜୀବ ଆଦିଙ୍କ ପାଇଁ ବ୍ଯବହୃତ ହେଉଥିଲା । କୃମି, କୀଟ ପରି ଛୋଟ ଜୀବମାନେ ମଧ୍ଯ ରୋଗ କରାଇପାରନ୍ତି କିନ୍ତୁ ଏଗୁଡ଼ିକୁ ଜୀବାଣୁ କୁହାଯାଏ ନାହିଁ । ଏଗୁଡ଼ିକୁ ପରଜୀବୀ କୁହାଯାଏ । କ୍ଷୁଦ୍ର ଆଣବିକ୍ଷଣିକ ଅଣୁଜୀବମାନଙ୍କର ପଠନକୁ ଅଣୁଜୀବବିଜ୍ଞାନ କୁହାଯାଏ ଏବଂ ରୋଗକାରକ ଅଣୁଜୀବ ତଥା ରୋଗକାରକ ପଦାର୍ଥଗୁଡ଼ିକର ପଠନକୁ ପାଥୋଲୋଜି କୁହାଯାଏ । ପରଜୀବୀମାନଙ୍କ ପଠନକୁ ପରଜୀବୀବିଜ୍ଞାନ କୁହାଯାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରନମିତା ଅଗ୍ରୱାଲରବୀନ୍ଦ୍ରନାଥ ଠାକୁରରାଜେନ୍ଦ୍ର ନାରାୟଣ ସିଂହଦେଓଭକ୍ତ ଚରଣ ଦାସଦିଲ୍ଲୀଓଡ଼ିଶାର ଇତିହାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଚେକ୍ ଗଣରାଜ୍ୟଜୁଲିଅସ ସିଜରଦେବାଶିଷ ପାଣିଗ୍ରାହୀପ୍ରୋଟାମିନ ସଲଫେଟବଳଦେବଜୀଉ ମନ୍ଦିର୧୯୭୯ଦ୍ଵାରକାଧୀଶ ମନ୍ଦିରଆର୍ଜେଣ୍ଟିନାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର୪ ମାର୍ଚ୍ଚବୁଏନ୍ସ ଏଆରସବୌଦ୍ଧ ଧର୍ମହିମାଳୟାନ ଏକ୍ସପ୍ରେସୱେଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସମିଳିତ ଜାତିସଂଘଯବକ୍ଷାରଜାନସିନ୍ଧୁ ନଦୀଜଗନ୍ନାଥଙ୍କ ଧୂପଲାଲ କିଲ୍ଲାବ୍ୟାଙ୍କଓଡ଼ିଶାର ଲୋକନୃତ୍ୟଗ୍ରହଶାନ୍ତନୁ କୁମାର ଆଚାର୍ଯ୍ୟକିଶୋରୀ ଚରଣ ଦାସଦୁର୍ଗା ପୂଜାରୋମ୧୯ ଜାନୁଆରୀମାୟାଧର ମାନସିଂହଓଡ଼ିଆ ଭାଗବତସାନ୍ତାଳୀ ଲୋକସଂସ୍କୃତିରଜ ପର୍ବଉଇକିପିଡ଼ିଆଓଡ଼ିଶାର ପର୍ବପର୍ବାଣିକଳିଙ୍ଗ, ଭାରତକୁମ୍ଭ (ରାଶି)ବୀର ସୁରେନ୍ଦ୍ର ସାଏଶ୍ରୀନିବାସ ରାମାନୁଜନଭୀମ ପୃଷ୍ଟିଶ୍ରୀକ୍ଷେତ୍ର ଦେବାଦେବୀତେଜସ୍କ୍ରିୟ କ୍ଷୟଜଗନ୍ନାଥଙ୍କ ବେଶପବିତ୍ର ପାଣିଗ୍ରାହୀସୌମ୍ୟ ରଞ୍ଜନ ପଟ୍ଟନାୟକ୨୦୨୩ର ଓଡ଼ିଆ କଥାଚିତ୍ରବଡ଼ପଡ଼ାମୟୂରଭଞ୍ଜ ଜିଲ୍ଲାଗୋପାଳବଲ୍ଲଭ ଦାସଭୀମା ଭୂଇଁଆ୧୯୮୪ପୋତାଗଡ଼ଭାରତୀୟ ସମ୍ବିଧାନନିମୋନିଆଜାପାନୀ ଭାଷାଜଗନ୍ନାଥ ପ୍ରସାଦ ଦାସତୃପ୍ତି ଦାସବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାଳୁଅ🡆 More