ଅଭିନବ ଗଣିତ ବିଚିତ୍ରା

ଅଭିନବ ଗଣିତ ବିଚିତ୍ରା ଏକ ତ୍ରୈମାସିକ ଦ୍ୱିଭାଷୀ (Bilingual) ପତ୍ରିକା ଅଟେ । ଏହା ସାଧାରଣତଃ ପ୍ରତ୍ୟେକ ବର୍ଷ ମାର୍ଚ୍ଚ , ଜୁନ , ସେପ୍ଟେମ୍ବର ଓ ଡିସେମ୍ବର ମାସରେ ପ୍ରକାଶିତ ହୁଏ । ଏହା ଓଡ଼ିଶା ଗଣିତ ସଂସଦ ଆନୁକୁଲ୍ୟରେ ପ୍ରକାଶ ପାଇଥାଏ । ଓଡ଼ିଶାରେ ଗଣିତକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୧୯୮୪ ମସିହାରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା । ଗଣିତ ବିଚିତ୍ରାର ନାମ କରଣ କରିଥିଲେ ପ୍ରଫେସର ବ୍ରଜବନ୍ଧୁ ମିଶ୍ର ।

ଅଭିନବ ଗଣିତ ବିଚିତ୍ରା
ଅଭିନବ ଗଣିତ ବିଚିତ୍ରା
ଅଭିନବ ଗଣିତ ବିଚିତ୍ରା ମଲାଟର ଉପରି ଭାଗର ନକଲ
ପ୍ରକାରତ୍ରୈମାସିକ , ଦ୍ୱିଭାଷୀ
Formatପତ୍ରିକା
ମାଲିକଓଡ଼ିଶା ଗଣିତ ସଂସଦ
ପ୍ରକାଶକଓଡ଼ିଶା ଗଣିତ ସଂସଦ , ରେ.ନଂ:୭୨୦୩/୨୦୨ - ୧୯୭୩-୭୪
ସମ୍ପାଦକମଦନ ମୋହନ ମହାନ୍ତି (ପ୍ରାକ୍ତନ ଉପ-ସଂପାଦକ , ମାଧ୍ୟମିକ ଶିକ୍ଷା ପରିଷଦ , କଟକ)
ସହକାରୀ ସମ୍ପାଦକପ୍ରଫେସର ବିଷ୍ଣୁ ପ୍ରସନ୍ନ ଆଚାର୍ଯ୍ୟ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ) ପ୍ରଫେସର ବିରେନ୍ଦ୍ର କୁମାର ନାୟକ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ) ଡଃ ହାଡ଼ିବନ୍ଧୁ ପଟ୍ଟନାୟକ (ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ) ଡଃ ଶିଶିର କୁମାର ସାହୁ (ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର)
ପରିଚାଳନା ସମ୍ପାଦକନୀଳାମ୍ବର ବିଶ୍ୱାଳ (ମୁଖ୍ୟ ଅଧ୍ୟାପକ, ଗଣିତ, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଙ୍କୀ , କଟକ)
ପ୍ରତିଷ୍ଠିତ୧୯୮୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ନେମାଳପ୍ରସନ୍ନ କୁମାର ପଣ୍ଡାସ୍ତନ୍ୟପାୟୀପରିବେଶଭୀମ ଭୋଇଆପେଣ୍ଡିସାଇଟିସଶ୍ରୀତମ ଦାସଆରିଷ୍ଟୋଟଲବଳଢଗ ଢମାଳିଚାରି ଧାମଭାରତୀୟ ଜାତୀୟ କଂଗ୍ରେସନିର୍ମଳା (ଉପନ୍ୟାସ)ରଥଯାତ୍ରାଓପନ-ସୋର୍ସ ସଫ୍ଟୱେରସ୍ୱର ବର୍ଣ୍ଣଖଞ୍ଜଣିପ୍ଲୁଟୋନବଗୁଞ୍ଜରପୁଷ୍ଟିସାରମହାପ୍ରସାଦଅଂଶୁଘାତକାହ୍ନୁଚରଣ ମହାନ୍ତିଭୁବନେଶ୍ୱରବନ୍ୟାଅନ୍ନଦା ଶଙ୍କର ରାୟଜଗନ୍ନାଥଙ୍କ ଧୂପଶ୍ରୀ ଅରବିନ୍ଦବିଭୂତି ପଟ୍ଟନାୟକ୨୫ ଅପ୍ରେଲଭାରତୀୟ ଡାକ ସେବାବୈଷ୍ଣବ ପାଣିଗର୍ଭାଶୟ ଅନ୍ତଃସ୍ତର କର୍କଟନଟବର ସାମନ୍ତରାୟଅଣ୍ଡା ରୋଲବିଦ୍ୟାଳୟଉତ୍କଳ ବ୍ରାହ୍ମଣସତୀ (ହିନ୍ଦୁ ଦେବୀ)ଓଡ଼ିଆ ଭାଗବତମନୋଜ କୁମାର ମିଶ୍ରସେଇ ଝିଅଟିଗୁରୁପ୍ରସାଦ ମହାନ୍ତିଆନନ୍ଦ ଶଙ୍କର ଦାସବାଘଆନ୍ତର୍ଜାତିକ ମହିଳା ଦିବସଅଂଶୁପା ହ୍ରଦଜହ୍ନହାଡ଼ଫୁଟିଓଡ଼ିଆ ଭ୍ରମଣ ସାହିତ୍ୟରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେରାସାୟନିକ ମୌଳିକଦୀପା ସାହୁ (୧୯୮୫ ଜନ୍ମ)୧୯୬୧ଓଡ଼ିଶାର କଳାଉପନିଷଦଓଡ଼ିଶାପାପୁଆ ନିଉ ଗିନିଟ୍ରାପିଜିଅମଯଦୁମଣି ମହାପାତ୍ରମାର୍ଚ୍ଚଚିନ୍ତାମଣି ବେହେରାମହାନଦୀଶିଶୁ ଅନନ୍ତ ଦାସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସତ୍ୟନାରାୟଣ ରାଜଗୁରୁଆଲୋକଶଙ୍କରାଚାର୍ଯ୍ୟଥାଲକୁଡ଼ିହେମୋଫିଲିଆ🡆 More