ଓଡ଼ିଶା ଗଣିତ ସଂସଦ

ଓଡ଼ିଶା ଗଣିତ ସଂସଦ ୧୯୭୨ ମସିହାରେ ସ୍ଥାପନା କରାଗଲା । ଏହା ଗଠନ ହେବା ପରଠାରୁ ପ୍ରତ୍ୟେକ ବାର୍ଷିକ ଅଧିବେଶନରେ ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଗଣିତ ପାଠ୍ୟକ୍ରମ ନବୀକରଣ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ ଓ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଗ୍ରହଣ କରାଯାଏ । ଏହି ପ୍ରସ୍ତାବଗୁଡ଼ିକ ବିଭିନ୍ନ ପାଠ୍ୟକ୍ରମ କମିଟି କାର୍ଯ୍ୟକାରୀ କରାଇଥାନ୍ତି । ଏହା ଫଳରେ ଓଡ଼ିଶାରେ ଗଣିତ ପାଠ୍ୟକ୍ରମ ଅତ୍ୟନ୍ତ ଉନ୍ନତ ମାନର ହୋଇପାରିଛି । ଏହା ଛଡା ଓଡ଼ିଶାରେ ଗଣିତ ଗବେଷଣାକୁ ତ୍ୱରାନ୍ୱିତ କରିବା ପାଇଁ ୧୯୮୧ ମସିହାରୁ Journal of Odisha Mathematical Society ଓ ଗଣିତକୁ ଲୋକପ୍ରିୟ କରାଇବା ପାଇଁ ୧୯୮୪ରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା ।

ଓଡ଼ିଶା ଗଣିତ ସଂସଦ
ଓଡ଼ିଶା ଗଣିତ ସଂସଦର ଲୋଗୋ

କର୍ମକର୍ତ୍ତା

ପୁରୁଣା ସଭାପତି

  • ପ୍ରଫେସର ବାମାଚରଣ ଦାସ (୧୯୭୫ - ୧୯୮୧)
  • ପ୍ରଫେସର ଘନଶ୍ୟାମ ସାମଲ
  • ପ୍ରଫେସର ତ୍ରିବିକ୍ରମ ପତି (୧୯୯୩ - ୨୦୦୧)

ବର୍ତ୍ତମାନ କର୍ମକର୍ତ୍ତା

  • ସଭାପତି : ପ୍ରଫେସର ସୁଦର୍ଶନ ନନ୍ଦ , କିଟ୍ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଉପସଭାପତି : ଡଃ ତ୍ରିଲୋଚନ ବିଶ୍ୱାଳ , ବିବେକାନନ୍ଦ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • ସମ୍ପାଦକ : ଡଃ ଜୟନ୍ତ କୁମାର ଦାଶ , ଆଇ.ଟି.ଇ.ଆର , ଭୁବନେଶ୍ୱର
  • ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ : ପ୍ରଫେସର ଜଗନ୍ନାଥ ପଟେଲ , ଉତ୍କଳ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର
  • ଯୁଗ୍ମ ସମ୍ପାଦକ : ଡଃ ସବ୍ୟସାଚୀ ପାଣି , ଆଇ.ଆଇ.ଟି , ଭୁବନେଶ୍ୱର
          ଶ୍ରୀ ସମ୍ପଦ କୁମାର ପରିଡ଼ା , ଏନ.ଏମ.ଆଇ.ଇ.ଟି , ଭୁବନେଶ୍ୱର
  • କୋଷାଧ୍ୟକ୍ଷ : ଡଃ ପ୍ରୟାଗ ପ୍ରସାଦ ମିଶ୍ର , ସିଲିକନ ବୈଷୟକ ପ୍ରତିଷ୍ଠାନ , ଭୁବନେଶ୍ୱର
  • କ୍ଷେତ୍ର ସଂଯୋଜକ, ଓଡ଼ିଶା : ଡଃ ହାଡ଼ିବନ୍ଧୁ ପଟ୍ଟନାୟକ , ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ

ଆଧାର

ବାହାର ଲିଙ୍କ

Tags:

ଓଡ଼ିଶା ଗଣିତ ସଂସଦ କର୍ମକର୍ତ୍ତାଓଡ଼ିଶା ଗଣିତ ସଂସଦ ଆଧାରଓଡ଼ିଶା ଗଣିତ ସଂସଦ ବାହାର ଲିଙ୍କଓଡ଼ିଶା ଗଣିତ ସଂସଦଅଭିନବ ଗଣିତ ବିଚିତ୍ରା

🔥 Trending searches on Wiki ଓଡ଼ିଆ:

ନୃସିଂହରଜଶ୍ରୀଧର ଦାସଜୟୀରାମ ସାମଲଖଜ୍ଜିଆରରାମାୟଣଦେବ୍ରାଜ ଲେଙ୍କାମନୋରଞ୍ଜନ ଦାସବାଲେଶ୍ୱର ଜିଲ୍ଲାମହୁମାଛି୧୭୯୫କାଳୀଚରଣ ପଟ୍ଟନାୟକଇସଲାମ ଧର୍ମବୌଦ୍ଧ ଜିଲ୍ଲାକଲମ୍ବିଆମିଳିତ ଜାତିସଂଘପ୍ରତିଭା ଶତପଥୀସୁରେନ୍ଦ୍ର ମହାନ୍ତିଦ୍ୱିତୀୟ ବିଶ୍ୱଯୁଦ୍ଧଇଂଲଣ୍ଡଗଣନ ସଂଖ୍ୟାଭକ୍ତ ଚରଣ ଦାସଝୁଲଣ ଯାତ୍ରାମଧୁସୂଦନ ରାଓରାସନ କାର୍ଡ଼ (ଭାରତ)ଭାସ୍କୋ ଡା ଗାମାତୁଷାରକାନ୍ତି ବେହେରାଆଶ୍ୱିନଗୋପାଳ ଚନ୍ଦ୍ର ପ୍ରହରାଜ୨୭ ଅପ୍ରେଲରାଜା ରାମମୋହନ ରାୟବୃହସ୍ପତିରାୟଗଡ଼ା ରେଳ ଷ୍ଟେସନଗୋପବନ୍ଧୁ ଦାସସ୍ୱାମୀ ବିବେକାନନ୍ଦପ୍ରାଣକୃଷ୍ଣ ପରିଜାପ୍ରଣବ ପ୍ରକାଶ ଦାସଶୈଳବାଳା ଦାସପଖାଳ ଦିବସଉତ୍କଳ ବ୍ରାହ୍ମଣ୭ ଅପ୍ରେଲGlobe ruptureଖାରବେଳ ସ୍ୱାଇଁମଧ୍ୟ ଏସିଆଫିନଲ୍ୟାଣ୍ଡନୋଟା (ଭାରତ)ବେଣୁଧର ରାଉତଆହେ ଦୟାମୟ ବିଶ୍ୱ ବିହାରୀଶୁକ୍ରବାରତମନ୍ନା ବ୍ୟାସ୩ ସେପ୍ଟେମ୍ବରଜାପାନୀ ଭାଷାଗୌତମ ବୁଦ୍ଧବିଶ୍ୱଜିତ ଦାସ୧୫୭୨ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସ୍ୱର ବର୍ଣ୍ଣଚିତ୍ତରଞ୍ଜନ ଦାସଭଗବତ ଗୀତାଇଷ୍ଟ୍ରାଡେଫାଇଲିନସାମାଜିକ ବିଜ୍ଞାନକୁନ୍ତଳା କୁମାରୀ ସାବତ୧୫ ଅପ୍ରେଲବିର୍ସା ମୁଣ୍ଡାକଣ୍ଡୋମଓଡ଼ିଶୀଗୁଗଲଧର୍ମେନ୍ଦ୍ର ପ୍ରଧାନ🡆 More