ଉଇକିପାଠାଗାର: ପ୍ରେମ ପୋଥି

ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା ।

ଉଇକିପାଠାଗାର
ଏବେର ଉଇକିସୋର୍ସ / ଉଇକିପାଠାଗାର ଲୋଗୋ
ଉଇକିପାଠାଗାର ବହୁଭାଷୀ ପୋର୍ଟାଲ ମୂଳ ପୃଷ୍ଠା ବାବଦରେ ବିସ୍ତୃତ
wikisource.orgର ମୁଖ୍ୟ ପୃସ୍ଠାର ଛବି ।
ୟୁ.ଆର.ଏଲwikisource.org
ସ୍ଳୋଗାନThe Free Library
ବ୍ୟବସାୟିକNo
ସାଇଟର ପ୍ରକାରDigital library
ରେଜେଷ୍ଟ୍ରିକରଣOptional
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେUser-generated
ଆରମ୍ଭ କରାଯାଇଥିଲାନଭେମ୍ବର 24, 2003; 20 years ago (2003-୧୧-24)
ଆଲେକ୍ସା କ୍ରମାଙ୍କIncrease 6,324 (January 2016)
ଏବେକାର ସ୍ଥିତିOnline

ଇତିହାସ

ଉଇକିସୋର୍ସର ପ୍ରାରମ୍ଭିକ ପର୍ଯ୍ୟୟ ତଥା (୨୦୦୩-୨୦୦୫) ନାମ ଏବଂ ସ୍ଥାନ(ୟୁ.ଆର.ଏଲ)ରେ ଅନେକ ପରିବର୍ତ୍ତନ ଏବଂ ବିଭିନ୍ନ ଭାଷାର ସବଡୋମେନକୁ ପରବର୍ତ୍ତନ ୨୦୦୫ରେ ହୋଇଥିଲା ।

ପ୍ରାକ-ଇତିହାସ

ଲୋଗୋ ଏବଂ ସ୍ଲୋଗାନ

ପ୍ରଥମ ସ୍ଲୋଗନଟି ଥିଲା ଉଇକିସୋର୍ସ — The Free Library (ମୁକ୍ତ ପଠାଗାର)—ଯେତେବେଳେ ପ୍ରକଳ୍ପର ବହୁଭାଷୀ ପୋର୍ଟାଲ ଥିଲା, ଅଗଷ୍ଟ ୨୭ , ୨୦୦୫ (ଐତିହାସିକ ସଂସ୍କରଣ)କୁ ନେଇ ଏହା ପୁନଃନିର୍ମାଣ ହୋଇଥିଲା । ଉଇକିପିଡ଼ିଆ ପୋର୍ଟାଲ ପରି ଉଇକିସୋର୍ସ ସ୍ଲୋଗାନ ପ୍ରକଳ୍ପର ସର୍ବାଧିକ ବ୍ୟବହୃତ ୧୦ଟି ଭାଷାରେ ଲୋଗରେ ଶୋଭା ପାଉଛି ।

ପୋର୍ଟାଲର ମଧ୍ୟଭାଗରେ ଥିବା ଚିତ୍ର (ବରଫ ପାହାଡ଼ ଲୋଗୋ)କୁ କ୍ଲିକ କଲେ ଏହା ଉଇକିସୋର୍ସ ଅଧିନରେ ୬୦ଟି ଭାଷାର ମୁକ୍ତ ପାଠାଗାର list of translationsକୁ ଲିଙ୍କ କରିଦେବ ।

Milestones

ପାଠାଗାର ବିଷୟ

ଉଇକିପାଠାଗାର: ଇତିହାସ, ପାଠାଗାର ବିଷୟ, ଆଧାର 
Wikisource inclusion criteria expressed as a Venn diagram. Green indicates the best possible case, where the work satisfies all three primary requirements. Yellow indicates acceptable but not ideal cases.

ଭାଷା ସବ-ଡୋମେନଗୁଡ଼ିକ

wikisource.org

ଆଧାର

Wikisource:

About Wikisource:

Tags:

ଉଇକିପାଠାଗାର ଇତିହାସଉଇକିପାଠାଗାର ପାଠାଗାର ବିଷୟଉଇକିପାଠାଗାର ଆଧାରଉଇକିପାଠାଗାର ବାହାର ଲିଙ୍କସମୂହଉଇକିପାଠାଗାର

🔥 Trending searches on Wiki ଓଡ଼ିଆ:

ପାଟୁଆ ଯାତ୍ରାଆଚାର୍ଯ୍ୟ ହରିହରରାସେଶ୍ୱରୀ ପାଣିଗ୍ରାହୀଜର୍ଜ କ୍ୟାଣ୍ଟରପ୍ରତିଭା ରାୟଧର୍ମେନ୍ଦ୍ର ପ୍ରଧାନମି ଠୁ (ହ୍ୟାସଟ୍ୟାଗ)ଚନ୍ଦ୍ରଶେଖର ରଥଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସଂଗୀତଅଖିଳ ମୋହନ ପଟ୍ଟନାୟକଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହନୁମାନଚିନ୍ତାମଣି ବେହେରାସୁବର୍ଣ୍ଣରେଖା ନଦୀଗୁରୁ ପ୍ରସାଦ ମହାନ୍ତିଉଇକିମିଡ଼ିଆ ଫାଉଣ୍ଡେସନଟୋଲକାପୋନଶ୍ରୀ ଅରବିନ୍ଦହୋଲିମହାଦେଶସୀତାକାନ୍ତ ମହାପାତ୍ରସମୀର ରଞ୍ଜନ ଦାଶଭାଷାଗୋପାଳ ଚନ୍ଦ୍ର ପ୍ରହରାଜରିୟା ସେନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମୀନ (ମାସ)କଟକମହିମା ଧର୍ମବୈଷ୍ଣବ ଚରଣ ସାମଲଚତୁର ବିନୋଦଅଦାଉଇକିମିଡ଼ିଆ ମୁଭମେଣ୍ଟନେରାଟିନିବଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପକ୍ଷୀକୁଜିବର ପ‌ତ୍ରଯୌନ ସମ୍ଭୋଗରାମଚନ୍ଦ୍ର ବେହେରାବିଲେଇଚନ୍ଦ୍ରଗୁପ୍ତମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଭଗବତୀ ଚରଣ ପାଣିଗ୍ରାହୀକେଶବ କୋଇଲିରତ୍ନାକର ଚଇନିମନୋଜ ପଟ୍ଟନାୟକ (ଗୀତିକାର)ୟୁରୋପବୁନ୍ଦିଆ ଖିରିଚିତ୍ତରଞ୍ଜନ ଦାସଚନ୍ଦନ ବୋଡ଼ାବଙ୍ଗୋପସାଗରଚନ୍ଦନହେମନ୍ତ ଦାସଭୁବନେଶ୍ୱରପ୍ରଦୀପ କୁମାର ପଣ୍ଡାସୁରେନ୍ଦ୍ର ମହାନ୍ତିରଣା ସାପ୧୨ ଡିସେମ୍ବରନବକଳେବରଚକ୍ରଧର ବେହେରାବୀଣାପାଣି ମହାନ୍ତିଓଡ଼ିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଫିଲିପାଇନ୍ସଅଷ୍ଟ୍ରେଲିଆମାଇକ୍ରୋସଫ୍ଟ🡆 More