ହେମାନନ୍ଦ ବିଶ୍ୱାଳ (୧ ଡିସେମ୍ବର ୧୯୩୯-୨୫ ଫେବୃଆରୀ ୨୦୨୨) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୯ ମସିହାରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ହେମାନନ୍ଦ ବିଶ୍ୱାଳ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୭ ଡିସେମ୍ବର ୧୯୮୯ – ୫ ମାର୍ଚ ୧୯୯୦ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
କାର୍ଯ୍ୟକାଳ ୬ ଡିସେମ୍ବର ୧୯୯୯ – ୫ ମାର୍ଚ ୨୦୦୦ | |
ପୂର୍ବ ଅଧିକାରୀ | ଗିରିଧର ଗମାଙ୍ଗ |
ପର ଅଧିକାରୀ | ନବୀନ ପଟ୍ଟନାୟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଡିସେମ୍ବର ୧୯୩୯ |
ମୃତ୍ୟୁ | ୨୫ ଫେବୃଆରୀ ୨୦୨୨ ଭୁବନେଶ୍ୱର | (ବୟସ ୮୨)
ଜାତୀୟତା | ଭାରତ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୃତ୍ତି | ରାଜନୀତି |
21 May, 2010 ସୁଦ୍ଧା ଆଧାର: [୧] |
Preceded by ଜାନକୀ ବଲ୍ଲଭ ପଟ୍ଟନାୟକ (ପ୍ରଥମ ଦଫା) ଗିରିଧର ଗମାଙ୍ଗ (ଦ୍ୱିତୀୟ ଦଫା) | ଓଡ଼ିଶାର ମୁଖ୍ୟମନ୍ତ୍ରୀ ୭ ଡିସେମ୍ବର ୧୯୮୯ଠାରୁ ୫ ମାର୍ଚ ୧୯୯୦ (ପ୍ରଥମ ଦଫା) ୬ ଡିସେମ୍ବର ୧୯୯୯ଠାରୁ ୫ ମାର୍ଚ ୨୦୦୦ (ଦ୍ୱିତୀୟ ଦଫା) | Succeeded by ବିଜୁ ପଟ୍ଟନାୟକ (ପ୍ରଥମ ଦଫା) ନବୀନ ପଟ୍ଟନାୟକ (ଦ୍ୱିତୀୟ ଦଫା) |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ହେମାନନ୍ଦ ବିଶ୍ୱାଳ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.