ଲାଇକା: ସୋଭିଏତ ଅନ୍ତରୀକ୍ଷ କୁକୁର

ଲାଇକା (RussianRussian: ЛайкаЛайкаRussian: Лайка; c.

୧୯୫୪ – ୩ ନଭେମ୍ବର ୧୯୫୭) ମହାକାଶକୁ  ଯାଇଥିବା ପ୍ରଥମ ପଶୁ ମାନଙ୍କୁ ମଧ୍ୟରୁ ଜଣେ। ଲାଇକା, ମସ୍କୋ ସ‌ହରର ଏକ ବୁଲା କୁକୁର ଥିଲା ଓ ସୋଭିଏତ ମହାକଶ‌ଯାନସ୍ପୁଟନିକ ୨ ପାଇଁ ଲାଇକାର ଚୟନ କରାଯାଇଥିଲା । ଏହି ମହାକାଶ‌ଯାନଟି ୩ ନଭେମ୍ବର ୧୯୫୭ରେ ଭୁପୃଷ୍ଠରୁ ମହାକାଶକୁ ଛଡ଼ାଯାଇଥିଲା ।

ଲାଇକାର ଏହି ଅଭିଯାନ ସମୟରେ, ପଶୁପକ୍ଷୀ ଏବଂ ଜୀବନ୍ତ ଜୀବମାନଙ୍କ ଉପରେ ମହାକାଶ ଯାତ୍ରାର ପ୍ରଭାବ କିପରି ପଡେ, ତାହା କାହାରିକୁ ଜଣା ନଥିଲା ଏବଂ ସେହି ସମୟରେ ପୃଥିବୀର ବାୟୁମଣ୍ଡଳରୁ ବାହାରକୁ ଯିବାର ପ୍ରଣାଳୀ ମଧ୍ୟ ସଠିକ ରୂପରେ କାହାରିକୁ ଉପଯୁକ୍ତ ଭାବରେ ଜଣା ନଥିଲା । ସେହି ସମୟରେ କେତେକ ବୈଜ୍ଞାନିକ ମାନଙ୍କ ମତ ଥିଲା ଯେ, ମହାକାଶର ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ମନୁଷ୍ୟ ଅସମର୍ଥ ଏବଂ ମନୁଷ୍ୟକୁ ମହାକାଶର ଅଭିଯାନରେ ପଠେଇବା ପୂର୍ବରୁ କୌଣସି ଏକ ଜୀବକୁ ନେଇ ପରୀକ୍ଷଣ କରିବା ନିହାତି ଆବଶ୍ୟକ ଥିଲା । ଜୀବନ୍ତ ଯାତ୍ରୀ ମହାକାଶକୁ ଯିବା ପାଇଁ ଉପଯୁକ୍ତ, ଏହାକୁ ସିଦ୍ଧ କରିବା ଏହି ପରୀକ୍ଷଣର ଲକ୍ଷ ଥିଲା ।

ସ୍ପୁଟାନିକ ୨ର କେନ୍ଦ୍ରୀୟ ଆର.ଏସ ସଷ୍ଟେନରରେ ଆକସ୍ମିକ ଦୁର୍ଘଟଣାରେ ହୋଇଥିବା ଉତ୍ତାପ ଯୋଗୁଁ ଲାଇକାର ମୃତ୍ୟୁ ହୋଇଥିଲା । ଲାଇକାର ମୃତ୍ୟୁର ପ୍ରକୃତ କାରଣ ୨୦୦୨ ମସିହା ପର୍ଯ୍ୟନ୍ତ ସମସ୍ତଙ୍କ ସମକ୍ଷକୁ ଆସି ନଥିଲା ଏବଂ ଅମ୍ଳଜାନ ଶେଷ ହୋଇଯିବା କାରଣରୁ ଷଷ୍ଠ ଦିନରେ ଲାଇକାର ମୃତ୍ୟୁ ହୋଇଥିଲା ବୋଲି ବିଶ୍ୱବାସୀଙ୍କୁ ଜଣାଇ ଦିଆ ଯାଇଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଭାରତର ଜାତୀୟ ପ୍ରତୀକବରଫବିଶ୍ୱ ଏଡ୍‌ସ ଦିବସଭାରତୀୟ ଜାତୀୟ କଂଗ୍ରେସତରଳ ଝାଡ଼ାଭଗବାନ କହଁରପୁରୀଧାତୁପ୍ରହ୍ଲାଦ ନାଟକଓଡ଼ିଶୀମହାନଦୀଜାତୀୟ ସଙ୍ଗୀତ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଭାରତୀୟ ଦଣ୍ଡ ସଂହିତା, ୧୮୬୦ନିତ୍ୟାନନ୍ଦ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧମୋଗଲ ସାମ୍ରାଜ୍ୟକୁନ୍ତଳା କୁମାରୀ ସାବତଓଡ଼ିଶାର ଲୋକନୃତ୍ୟରବି ଶତପଥୀଓଡ଼ିଆ ସାହିତ୍ୟର ଇତିହାସହୃତ୍‌ପିଣ୍ଡଅଦିନ ମେଘମଧୁସୂଦନ ଦାସମିଳିମିଳାମହାପାତ୍ର ନୀଳମଣି ସାହୁସୁନାଏଚଆଇଭି/ଏଡସଗୋଦାବରୀଶ ମହାପାତ୍ରଯଶୋବନ୍ତ ଦାସଜ୍ଞାନପୀଠ ପୁରସ୍କାରସୂର୍ଯ୍ୟଦଶାବତାରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାବଣାନୁଗ୍ରହସାହି ଯାତସହଦେବ (ମହାଭାରତ)ନିଝୁମ ରାତିର ସାଥୀ (୨୦୧୭)ଟୁକାଟିନିବକାଳିନ୍ଦୀ ଚରଣ ପାଣିଗ୍ରାହୀରାସନ କାର୍ଡ଼ (ଭାରତ)ନବ ଚରଣ ମାଝିବିନୋଦ ଚନ୍ଦ୍ର ନାୟକତ୍ରିଭୁଜରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଶାର ସଂସ୍କୃତିଅରଣ୍ୟ ରୋଦନଇନ୍ଦୁରାଣୀ ମହାପାତ୍ରଡାଉନ ସିଣ୍ଡ୍ରୋମଡଙ୍ଗାଆଇଓଏସଖ୍ରୀଷ୍ଟ ଧର୍ମପଠାଣି ସାମନ୍ତଛ ମାଣ ଆଠ ଗୁଣ୍ଠଓଡ଼ିଆ ଭାଷା ଆନ୍ଦୋଳନପଞ୍ଚସଖାସୁକନ୍ୟା ସମୃଦ୍ଧି ଯୋଜନାଜାଭା (ପ୍ରୋଗ୍ରାମିଂ ଭାଷା)ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୯୩୪ଶଶି ଭୂଷଣ ବେହେରାଓଡ଼ିଶା ବିଧାନ ସଭାପର୍ଶୁରାମ ଧଡ଼ାଭଗୀରଥ ଦାସଜ୍ଞାନକୋଷଦୀନକୃଷ୍ଣ ଦାସମାସବିଜୟ ମିଶ୍ର🡆 More