ମାଢି ପ୍ରଦାହ

ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ (ଇଂରାଜୀ ଭାଷାରେ Gingivitis) ରୋଗରେ ମାଢିର କୌଣସି ତନ୍ତୁ ନଷ୍ଟ ହୁଏନି । ଏହାର ଲକ୍ଷଣରେ ମାଢି ଲାଲ୍ ଦେଖାଯାଏ, ଫୁଲିଯା‌‌ଏ ଓ ସହଜରେ ସେଥିରୁ ରକ୍ତସ୍ରାବ ହୁଏ । ସାଧାରଣତଃ ଏଥିରେ କୌଣସି ଯନ୍ତ୍ରଣା ହୁଏ ନାହିଁ । ରୋଗ ଜଟିଳ ହେଲେ ମଧ୍ୟରେ ପେରିଓଡୋଣ୍ଟାଇଟିସ୍ ଏବଂ ଦାନ୍ତ କ୍ଷୟ ହୋଇ ନଷ୍ଟ ହୋଇଯାଇପାରେ।

Gingivitis
ମାଢି ପ୍ରଦାହ
A severe case of gingivitis
ବିଭାଗDentistry
ଲକ୍ଷଣRed swollen gums which bleed easily
କାରଣBacterial film, lack of vitamin C, pregnancy, certain medications
ବିପଦ କାରକSmoking, dry mouth, genetics
ରୋଗ ନିର୍ଣ୍ଣୟ ପଦ୍ଧତିDental exam
ଚିକିତ୍ସାOral hygiene, professional teeth cleaning
PrognosisGood with treatment
ପୁନଃପୌନିକCommon

ଏହାର ସବୁଠାରୁ ସାଧାରଣ କାରଣ ହେଉଛି ଦାନ୍ତରେ ଲାଗିଥିବା ଜୀବାଣୁ ଝିଲ୍ଲି ବା ପ୍ଲେକ । ଅନ୍ୟାନ୍ୟ କାରଣ ମଧ୍ୟରେ ଭିଟାମିନ୍ 'ସି'ର ଅଭାବ, ଗର୍ଭଧାରଣ ଏବଂ କେତେକ ଔଷଧ ଯେପରିକି ଫେନିଟଏନ ଏବଂ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଅନ୍ତର୍ଭୁକ୍ତ ଥାଏ । ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ଧୂମପାନ ଏବଂ ଶୁଖିଲା ପାଟି । ରୋଗ ନିର୍ଣ୍ଣୟ ସାଧାରଣତଃ ଦାନ୍ତ ପରୀକ୍ଷାଦ୍ୱାରା ହୋଇଥାଏ । ଏହା ପେରିଓଡୋଣ୍ଟାଲ ରୋଗର ଏକ ମୃଦୁ ରୂପ ।

ଏହି ରୋଗର ଚିକିତ୍ସାରେ ପାଟି ସ୍ୱଚ୍ଛ ରଖିବା ଏବଂ ଭଲ ଭାବରେ ଦାନ୍ତ ସଫା କରିବାକୁ ହୁଏ । ଗୁରୁତର ପରିସ୍ଥିତିରେ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। ଉପ‌ଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୁଏ ।

ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ ହେଉଛି ପେରିଓଡୋଣ୍ଟାଲ ରୋଗର ସବୁଠାରୁ ସାଧାରଣ ପ୍ରକାର ରୋଗ । ଏହି ରୋଗରେ ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ଉଭୟ ଶିଶୁ ଏବଂ ବୟସ୍କମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । ଅନ୍ତତଃ ପକ୍ଷେ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରାଟସ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।

ଆଧାର

Tags:

ଇଂରାଜୀ ଭାଷାପେରିଓଡୋଣ୍ଟାଲ ରୋଗ

🔥 Trending searches on Wiki ଓଡ଼ିଆ:

ଦାସକାଠିଆଉଇକିପିଡ଼ିଆ ସମୂହର ତାଲିକାଆଖୁଖୋର୍ଦ୍ଧା ଜିଲ୍ଲାମାଟିର ମଣିଷରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତପସ୍ୱିନୀମଧୁସୂଦନ ଦାସବିରିହୋଲିଚିନ୍ତାମଣି ମହାନ୍ତିଅଲାରନାଥ ମନ୍ଦିରନବକଳେବରକବିସୂର୍ଯ୍ୟ ବଳଦେବ ରଥପ୍ରୀତି ପାଣିଗ୍ରାହୀପ୍ରଥମାଷ୍ଟମୀବିରଜା ମନ୍ଦିରପଟ୍ଟଚିତ୍ରଜୋହାନ୍ ସେବାଷ୍ଟିଆନ୍ ବାକ୍ଟେସାମୋରେଲିନଗଜଲଶ୍ରୀନିବାସ ରାମାନୁଜନମଟର ସାଇକେଲଭୁବନେଶ୍ୱର ବେହେରାପୂର୍ଣ୍ଣାନନ୍ଦ ଦାନୀମୀନ (ମାସ)ପ୍ଲୀହାଗଣେଶ୍ୱର ବେହେରାବୀଣାପାଣି ମହାନ୍ତିରାଜ ଯୋଗଓଡ଼ିଆ ସାହିତ୍ୟର ଇତିହାସସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ଧର୍ମଫୁଲଭାନୁଜୀ ରାଓହୀରାକୁଦ ବନ୍ଧବିର୍ସା ମୁଣ୍ଡାଚଇତି ଘୋଡ଼ା ନାଚଶିବଗଣନ ସଂଖ୍ୟାରଥଯାତ୍ରାବୀର ସୁରେନ୍ଦ୍ର ସାଏତାରିଣୀ ମନ୍ଦିର, ଘଟଗାଁଚୈତ୍ର ମଙ୍ଗଳବାର ଓଷାଚନ୍ଦନ ବୋଡ଼ାଭଗବତୀ ଚରଣ ପାଣିଗ୍ରାହୀ୧୨ ଫେବୃଆରୀବୋବ୍ୱିଲିଯାଜପୁରଭାରତୀୟ ଦଣ୍ଡ ସଂହିତା, ୧୮୬୦ମାଟିର ମଣିଷ (ଉପନ୍ୟାସ)ପାଟୁଆ ଯାତ୍ରାଲୋକ ସଭାବିଲେଇପ୍ରତିଭା ରାୟସାଧୁ ମେହେରବଳରାମ ଦାସସଞ୍ଜୀବ କୁମାର ମଲ୍ଲିକଅଖିଳ ମୋହନ ପଟ୍ଟନାୟକଓଡ଼ିଆ ଯୁବକ ପାଠାଗାରନାରୀବାଦକାଜୁମହାତ୍ମା ଗାନ୍ଧୀଙ୍କ ପରିବାରଏଲିନା ସାମନ୍ତରାୟ🡆 More