ଭାଷା ଲୋକାଲାଇଜେସନ

ଆଗରୁ ଏକ ଭାଷାକୁ ଅନୁଦିତ ହୋଇଥିବା ଏକ ଦେଶ ବା ଅଞ୍ଚଳର (ଲାଟିନ ଲୋକସ ଏବଂ ଇଂରାଜୀ ଲୋକାଲ; ଏକ ଘଟଣା ଘଟୁଥିବା ସ୍ଥାନ କିମ୍ବା ଆଗରୁ ସୂଚିତ ସ୍ଥାନ) କୌଣସି ବସ୍ତୁକୁ ଗ୍ରହଣ କରିବାକୁ ଭାଷା ଲୋକାଲାଇଜେସନ  କୁହାଯାଏ ।   ବିଭିନ୍ନ ନିର୍ଦ୍ଦିଷ୍ଟ ବଜାରରେ ଥିବା ତଫାତ ନିମନ୍ତେ ଥିବା ଏକ ବିଶାଳ ବ୍ୟବସ୍ଥା ଇଣ୍ଟରନ୍ୟାସନାଲାଇଜେସନ ଏବଂ ଲୋକାଲାଇଜେସନର ବସ୍ତୁ/ଉତ୍ପାଦ ଅନୁବାଦ ଓ ଚଳଣିଗତ ଗ୍ରହଣ (ବିଭିନ୍ନ ଦେଶ, ଅଞ୍ଚଳ ଓ ଦଳ) ସକାଶେ ଏହା ଦ୍ୱିତୀୟ ସୋପାନ ।

ଭାଷା ଲୋକାଲାଇଜେସନ ଅନୁବାଦ କାମରୁ ଭିନ୍ନ କାରଣ ସ୍ଥାନୀୟ ଆବଶ୍ୟକତା ନିମନ୍ତେ ଉପଯୁକ୍ତ ହେବା ପାଇଁ ଏହା ଅନୁବାଦ ହେବାକୁ ଥିବା ଚଳଣିର ପୁଙ୍ଖାନୁପୁଙ୍ଖ ପଠନ କରିବାକୁ ପଡ଼ିଥାଏ । ଲୋକାଲାଇଜେସନ ନିଉମେରୋନିମ L10N (ଲେଖିବା ପ୍ରଣାଳୀ: "L", ତା'ପରେ ଦଶଟି ସଂଖ୍ୟା, ଏବଂ ଶେଷରେ "N")ଦ୍ୱାରା ସୂଚିତ ।

ସଫ୍ଟଓଏର, ଭିଡ଼ିଓଗେମ ଏବଂ ୱେବସାଇଟ ତଥା ଅଡ଼ିଓ/ଭଏସଓଭର, ଭିଡ଼ିଓ ଏବଂ ଅନ୍ୟାନ୍ୟ ମଲ୍ଟିମିଡ଼ିଆ ବିଷୟବସ୍ତୁ, ଏବଂ କମ ପରିମାଣରେ ଅନ୍ୟ କୌଣସି ଲିଖିତ ଅନୁବାଦ (ଯେଉଁଥିରେ ଚଳଣିଗତ ଗ୍ରହଣ ପ୍ରକ୍ରିୟାମାନ ଯୋଡ଼ା) ସକାଶେ ଚଳଣିଗତ ଗ୍ରହଣ ଓ ଅନୁବାଦ ନିମନ୍ତେ ଲୋକାଲାଇଜେସନ ପ୍ରକ୍ରିୟା ସମନ୍ଧିତ ।

ସାମଗ୍ରୀକ ପ୍ରକ୍ରିୟା: ଇଣ୍ଟରନ୍ୟାସନାଲାଇଜେସନ, ଗ୍ଲୋବାଲାଇଜେସନ ଏବଂ ଲୋକାଲାଇଜେସନ

ଭାଷା ଲୋକାଲାଇଜେସନ 
ଜଗତୀକରଣ (ଗ୍ଲୋବାଲାଇଜେନ) ପ୍ରକ୍ରିୟା
(LISA ୱେବସାଇଟରେ ଥିବା ଏକ ଚାର୍ଟରୁ ଆନୀତ ।)

ଟୀକା

ଅଧିକ ପଠନ

  • Internationalization and localization
  • Globalization
  • American and British English differences
  • Spanish dialects and varieties
  • Variety (linguistics)

ଆଧାର

ବାହାର ଲିଙ୍କ

Tags:

ଭାଷା ଲୋକାଲାଇଜେସନ ସାମଗ୍ରୀକ ପ୍ରକ୍ରିୟା: ଇଣ୍ଟରନ୍ୟାସନାଲାଇଜେସନ, ଗ୍ଲୋବାଲାଇଜେସନ ଏବଂ ଲୋକାଲାଇଜେସନଭାଷା ଲୋକାଲାଇଜେସନ ଟୀକାଭାଷା ଲୋକାଲାଇଜେସନ ଅଧିକ ପଠନଭାଷା ଲୋକାଲାଇଜେସନ ଆଧାରଭାଷା ଲୋକାଲାଇଜେସନ ବାହାର ଲିଙ୍କଭାଷା ଲୋକାଲାଇଜେସନ

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱର ବେହେରାପଞ୍ଚସଖାଭାରତ ସରକାରଢଗ ଢମାଳିସମୀର ରଞ୍ଜନ ଦାଶସମର ସଲିମ ସାଇମନସରସ୍ୱତୀ ସମ୍ମାନଭାରତୀୟ ଜାତୀୟ କଂଗ୍ରେସସ୍ତନ୍ୟପାୟୀଚୈତନ୍ୟସିଦ୍ଧାନ୍ତ ମହାପାତ୍ରଶ୍ରାଦ୍ଧଚିଲିକା (କବିତା)ଗୌରହରି ଦାସରବୀନ୍ଦ୍ରନାଥ ଠାକୁର୨୦୦୬ମାଁ ପୀତାମ୍ବର ମନ୍ଦିରପୁଷ୍ଟିସାରଆଲୋକଗିରିଜା କୁମାର ବଳୀୟାରସିଂହଉଇକିପିଡ଼ିଆବ୍ରାହ୍ମ ସମାଜଜୟୀରାମ ସାମଲସାମାଜିକ ଆନ୍ଦୋଳନବ୍ରଜନାଥ ରଥଭଣ୍ଡ ଗଣେଶଜ୍ଞାନକୋଷଓଡ଼ିଶାର ସଂସ୍କୃତିସିନ୍ଧୁ ନଦୀବନ୍ଦେ ଉତ୍କଳ ଜନନୀଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବିରଳା ମନ୍ଦିର, ହାଇଦ୍ରାବାଦଜଣ୍ଡିସ୍ଆଶୁତୋଷ ପରିଡ଼ାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶତ୍ରୁଘ୍ନ ପାଣ୍ଡବଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଦ୍ଭିଦଚବିଶ ଗୁରୁଉପେନ୍ଦ୍ର ଭଞ୍ଜଆନ୍ଧ୍ର ପ୍ରଦେଶଆକବରତିଳ ଚତୁର୍ଥୀଗୁରୁ ପ୍ରସାଦ ମହାନ୍ତିଜୀବସାର ଗପିଙ୍କି ପ୍ରଧାନରାମଚନ୍ଦ୍ର ମିଶ୍ରଭଦଭଦଳିଆରୋହିତ ଶର୍ମାତାଳଧ୍ୱଜତାରିଣୀ ମନ୍ଦିର, ଘଟଗାଁଧାତୁଚନ୍ଦ୍ରଶେଖର ରଥଶ୍ରବଣା (ନକ୍ଷତ୍ର)ରାମଶଙ୍କର ରାୟଉତ୍କଳ ଦୀପିକାପଖାଳରାମକୃଷ୍ଣ ପରମହଂସଅନନ୍ତ ପଟ୍ଟନାୟକସତୀ (ହିନ୍ଦୁ ଦେବୀ)ଯକୃତଅସହଯୋଗ ଆନ୍ଦୋଳନଖାସି ମାଂସ ତରକାରୀଆଖିଅଶ୍ରୁମୋଚନ ମହାନ୍ତିଚିତ୍ତରଞ୍ଜନ ଦାସସଂକ୍ରାନ୍ତିଭଦ୍ରକ ଜିଲ୍ଲାନନ୍ଦିନୀ ଶତପଥୀଓଡ଼ିଶାନିତ୍ୟାନନ୍ଦ ଶତପଥୀମୌଳିକ ସଂଖ୍ୟାମୋନିକା ସେଲ୍ସବାରବାଟି ଦୁର୍ଗ🡆 More