ସଫ୍ଟୱେର

କମ୍ପ୍ୟୁଟର ସଫ୍ଟ‌ୱେର କିମ୍ବା ସଫ୍ଟ‌ୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । ସଫ୍ଟୱେର ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।.

କମ୍ପ୍ୟୁଟର ସଫ୍ଟ‌ୱେର କିମ୍ବା ସଫ୍ଟ‌ୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।[୧]

ସଫ୍ଟୱେର

ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।

ଆଧାର

  1. "'Software' from Collins Concise English Dictionary". Wordreference.com. Princeton, NJ: Princeton University. Retrieved 2007-08-19.

This article uses material from the Wikipedia ଓଡ଼ିଆ article ସଫ୍ଟୱେର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ଉତ୍କଳ ଦିବସପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀମିଶେଲ ଓବାମାଆଇଜୋଲଟୋକିଓଉସେନ ବୋଲ୍ଟନୋଭାକ୍ ଜାକୋଭିକଓଡ଼ିଶାଓଡ଼ିଆ ଭାଷାଡ୍ୱେନ ଜନସନମଧୁସୂଦନ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଫକୀର ମୋହନ ସେନାପତିଜଗନ୍ନାଥଓଡ଼ିଆ ସାହିତ୍ୟ୧୯୬୨ଓଡ଼ିଆ ଭାଷା ଆନ୍ଦୋଳନଗୋପବନ୍ଧୁ ଦାସରାଧାନାଥ ରାୟଇରାନଉତ୍କଳ ସମ୍ମିଳନୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଶାର ଇତିହାସସୁରେନ୍ଦ୍ର ମହାନ୍ତିଗୋଦାବରୀଶ ମିଶ୍ରଟିଙ୍ଗା ରାଜୁଲକ୍ଷ୍ମୀକାନ୍ତ ମହାପାତ୍ରନନ୍ଦିନୀ ଶତପଥୀଭାରତର ସଂସ୍କୃତିବାଏ ବାଏ ଦୁବାଇରାମ ନବମୀନୀଳକଣ୍ଠ ଦାସଗୋପୀନାଥ ମହାନ୍ତିଭାରତକାଳିନ୍ଦୀ ଚରଣ ପାଣିଗ୍ରାହୀଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶା ମାନବ ଅଧିକାର ଆୟୋଗସାରଳା ଦାସଓଡ଼ିଶାର ସଂସ୍କୃତିଜଗନ୍ନାଥ ମନ୍ଦିରଗଙ୍ଗାଧର ମେହେରଲୋକ ସଭାହନୁମାନ ଚାଳିଶାଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆଚନ୍ଦ୍ରଶେଖର ରଥଉପେନ୍ଦ୍ର ଭଞ୍ଜହଳଧର ନାଗମଧୁସୂଦନ ରାଓରଥଯାତ୍ରାଓଡ଼ିଶାର ପର୍ବପର୍ବାଣିତ୍ରିଲୋଚନ ସାହୁମନୋଜ ଦାସରାମାୟଣଓଡ଼ିଶୀପ୍ରତିଭା ରାୟପଶ୍ଚିମ ଓଡ଼ିଶାଅଖିଳ ମୋହନ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସକିଶୋରୀ ଚରଣ ଦାସଭାଗବତ ଟୁଙ୍ଗିଦଣ୍ଡ ନାଟ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}