ତୋ ବିନା ଭଲ ଲାଗେନା: ୨୦୦୮ର ଓଡ଼ିଆ କଥାଚିତ୍ର

ତୋ ବିନା ଭଲ ଲାଗେନା, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ପ୍ରକାଶ ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ ବିନା ଭଲ ଲାଗେନା
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକପ୍ରଶାନ୍ତ ଜେନା
ସଂଳାପପ୍ରକାଶ ବରାଳ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀପ୍ରଶାନ୍ତ ଜେନା
କଳାକାରସବ୍ୟସାଚୀ ମିଶ୍ର, ରୂପାଲି ବିହାର, ପୁପିନ୍ଦର ସିଂହ, ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣମାଗି ନାଗେଶ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୮
ଦେଶତୋ ବିନା ଭଲ ଲାଗେନା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ରୂପାଲି ବିହାର ଓ ପୁପିନ୍ଦର ସିଂହ । ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ, ପିଣ୍ଟୁ ନନ୍ଦ, ସାହେବ ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

ଗୀତ

କ୍ରମଗୀତସମୟ
1."ପ୍ରେମ ପ୍ରେମ" 
2."ତୋ ବିନା ଭଲ ଲାଗେନା" 
3."ଯିଏ ଛାଇ ପରିକା" 
4."ଗଜରା ତୋ ବାସୁଥାଉ" 
5."ମନ‌କୁ କ‌ହି" 

ଆଧାର

ବାହାର ଆଧାର

Tags:

ତୋ ବିନା ଭଲ ଲାଗେନା ଅଭିନୟତୋ ବିନା ଭଲ ଲାଗେନା କାହାଣୀତୋ ବିନା ଭଲ ଲାଗେନା ଗୀତ ଏବଂ ସଙ୍ଗୀତତୋ ବିନା ଭଲ ଲାଗେନା ଆଧାରତୋ ବିନା ଭଲ ଲାଗେନା ବାହାର ଆଧାରତୋ ବିନା ଭଲ ଲାଗେନା

🔥 Trending searches on Wiki ଓଡ଼ିଆ:

ସେଇ ଝିଅଟିସଚ୍ଚିଦାନନ୍ଦ ରାଉତରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିତୃପ୍ତି ଦାସରାସାୟନିକ ମୌଳିକଓଡ଼ିଆ ରାନ୍ଧଣାୟୁ ଟ୍ୟୁବସମୟ (କାଳ)ଇଣ୍ଡିଆନ ପ୍ରିମିଅର ଲିଗ୨୦ ଅଗଷ୍ଟଅଣସରଓଡ଼ିଶାହେମନ୍ତ କୁମାର ଦାସସୁରେନ୍ଦ୍ର ମହାନ୍ତିଭାରତର ନଦୀ ସମୂହର ତାଲିକାରଥଯାତ୍ରାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରଥଫରିନା ଆଜାଦଆକବରବଉଳଡାଲମାରେଶମ ପଥମଧୁସୂଦନ ରାଓବାଘଫେବୃଆରୀ ୨୯ଅଖିଳ ମୋହନ ପଟ୍ଟନାୟକତପସ୍ୱିନୀରାଶି ଓ ନକ୍ଷତ୍ରଛାନ୍ଦରମାକାନ୍ତ ରଥପ୍ଲୀହାଅଣ୍ଡା ରୋଲପୋଟଳ ରସାଶ୍ରଦ୍ଧାକର ସୂପକାରଉତ୍ତମ ମହାନ୍ତିଆଶୁତୋଷ ପରିଡ଼ାପଠାଣି ସାମନ୍ତଜାହାଙ୍ଗୀର୧୬୬୫କାଳିନ୍ଦୀ ଚରଣ ପାଣିଗ୍ରାହୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସକାଜାଖସ୍ତାନଓଡ଼ିଶୀ ସଙ୍ଗୀତରାମଚନ୍ଦ୍ର ବେହେରାଫାଇଲେରିଆଉପନିଷଦମଇ ଦିବସଓଡ଼ିଶାର କଳାଓଡ଼ିଶା ସରକାରମାଁ ପୀତାମ୍ବର ମନ୍ଦିରଜଗନ୍ନାଥ ଦାସରାକ୍ଷୀ ପୂର୍ଣ୍ଣିମାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସମର ସଲିମ ସାଇମନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପ୍ରତିଭା ରାୟଲକ୍ଷ୍ମୀଖଞ୍ଜଣିବିଜୁ ଜନତା ଦଳମୌଳିକ ସଂଖ୍ୟାଜୀବସାର ଗସମୀର ରଞ୍ଜନ ଦାଶଗୋପାଳ କୃଷ୍ଣ ରଥଉତ୍କଳ ଦିବସବୈଜୟନ୍ତ ପଣ୍ଡାଆଜାଦ ହିନ୍ଦ୍ ଫୌଜପ୍ରଯୁକ୍ତି ବିଦ୍ୟାନବଯୌବନ ବେଶଓଡ଼ିଆ ଖାଦ୍ୟଜଳ🡆 More