ଡାଇନୋସର

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

Dinosaurs
ଜୀବାଶ୍ମ କାଳ: Late Triassic—Present, 231.4–0 Ma
PreЄ
Є
O
S
D
C
P
T
J
K
Pg
N
ଡାଇନୋସର
Mounted skeletons of various non-avian dinosaurs, each from a different group. Clockwise from top-left are skeletons of: a predatory theropod (Tyrannosaurus Rex), a large sauropod (Diplodocus), a duck-billed ornithopod (Parasaurolophus), a bird-like dromaeosaurid (Deinonychus), an early ceratopsian (Protoceratops), and a plated thyreophoran (Stegosaurus).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
Clade: Dracohors
ଗୋଷ୍ଠୀ: ଡାଇନୋସରିଆ
Owen, 1842
Major groups
  • Ornithischia
  • Saurischia

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

ନାମକରଣ

୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ୱରେ ମାନ୍ୟତା ଲାଭ କରିଥିଲା । :103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ δεινός (deinos,ମାନେ "terrible," "potent," କିମ୍ବା "fearfully great") ଓ σαῦρος (sauros,ମାନେ "lizard" କିମ୍ବା "reptile") ଆସିଅଛି । :103 ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦିକୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

ସଂଜ୍ଞା

ବିବର୍ତ୍ତନର ଇତିହାସ

ଶ୍ରେଣୀ ବିଭାଗ

ବିଲୁପ୍ତ

ଅଧିକ ଦେଖନ୍ତୁ

ଆଧାର

ଅଧିକ ପଢନ୍ତୁ

ବାହାର ତଥ୍ୟ

    General
    Images
    Video
    Popular
  • Dinosaurs & other extinct creatures: From the Natural History Museum, a well illustrated dinosaur directory.
  • Dinosaurnews Archived 2005-03-23 at the Wayback Machine. (www.dinosaurnews.org) The dinosaur-related headlines from around the world. Recent news on dinosaurs, including finds and discoveries, and many links.
  • Dinosauria From UC Berkeley Museum of Paleontology Detailed information – scroll down for menu.
  • LiveScience.com All about dinosaurs, with current featured articles.
  • Zoom Dinosaurs (www.enchantedlearning.com) From Enchanted Learning. Kids' site, info pages and stats, theories, history.
  • Dinosaur genus list contains data tables on nearly every published Mesozoic dinosaur genus as of January 2011.
  • LiveScience.com Giant Dinosaurs Get Downsized by LiveScience, June 21, 2009
    Technical
  • Palaeontologia Electronica From Coquina Press. Online technical journal.
  • Dinobase Archived 2008-02-25 at the Wayback Machine. A searchable dinosaur database, from the University of Bristol, with dinosaur lists, classification, pictures, and more.
  • DinoData Archived 2007-02-20 at the Wayback Machine. (www.dinodata.org) Technical site, essays, classification, anatomy.
  • Dinosauria On-Line Archived 2008-01-25 at the Wayback Machine. (www.dinosauria.com) Technical site, essays, pronunciation, dictionary.
  • Thescelosaurus! By Justin Tweet. Includes a cladogram and small essays on each relevant genera and species.

Tags:

ଡାଇନୋସର ନାମକରଣଡାଇନୋସର ସଂଜ୍ଞାଡାଇନୋସର ବିବର୍ତ୍ତନର ଇତିହାସଡାଇନୋସର ଶ୍ରେଣୀ ବିଭାଗଡାଇନୋସର ବିଲୁପ୍ତଡାଇନୋସର ଅଧିକ ଦେଖନ୍ତୁଡାଇନୋସର ଆଧାରଡାଇନୋସର ଅଧିକ ପଢନ୍ତୁଡାଇନୋସର ବାହାର ତଥ୍ୟଡାଇନୋସରen:Cladeପକ୍ଷୀ

🔥 Trending searches on Wiki ଓଡ଼ିଆ:

ଏଞ୍ଜେଲା ମେର୍କେଲ୍ଗୁରୁପ୍ରସାଦ ମହାନ୍ତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଅଖିଳ ମୋହନ ପଟ୍ଟନାୟକସଂକ୍ରାନ୍ତିସେଇ ଝିଅଟିc3bn4ବିଭୂତି ପଟ୍ଟନାୟକସୂଚନା ପ୍ରଯୁକ୍ତିବିଦ୍ୟାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଜିନା ସାମଲ୧୯ ମାର୍ଚ୍ଚନବକଳେବରଗଣନ ସଂଖ୍ୟାଆଚାର୍ଯ୍ୟ ହରିହରଭାନୁଜୀ ରାଓଫେବୃଆରୀ ୨୯ସୋନାଲ ମାନସିଂହରବୀନ୍ଦ୍ରନାଥ ଠାକୁରବୈଜୟନ୍ତ ପଣ୍ଡାମୟୂରଦାଶରଥି ଦାସଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱର ବେହେରାମେହମୁଦ ହୁସେନଢେଙ୍କାନାଳ୨୦୧୨ଇଣ୍ଡୋନେସିଆବିଜୟ ମିଶ୍ରତପସ୍ୱିନୀଶାରଳା ପୁରସ୍କାରଡାକ ମୁନସୀବୈଷ୍ଣବ ପାଣିପଖିଆଚାନ୍ଦ୍ରମାସହୃଷୀକେଶ ମଲ୍ଲିକପାର୍ବତୀଭୀମ ପୃଷ୍ଟିଟମ୍ ଖା କାଇଜୟୀ ରାଜଗୁରୁଜଳପ୍ରେମଗୋଲୋକ ବିହାରୀ ଧଳସୋନପୁର ରାଜ୍ୟବୈଶାଖନଅତୁଣ୍ଡୀଟାହିଆଲାଗି ବେଶସମର ସଲିମ ସାଇମନଦଗ୍ଧବାଙ୍କୀବାଇଶି ପାହାଚବିରାଟ କୋହଲୀଭାରତୀୟ ମହାକାଶ ଗବେଷଣା ସଂସ୍ଥାସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାବଣଖାଦ୍ୟଯୌନ ଉତ୍ପୀଡ଼ନଫେବୃଆରୀଖିଲିପାନଭାରତ ସରକାରବସନ୍ତ କୁମାର ଶତପଥୀଜଗନମୋହ‌ନ ଲାଲଏ. ପି. ଜେ. ଅବଦୁଲ କଲାମଆନନ୍ଦ ଶଙ୍କର ଦାସସ୍ତନ୍ୟପାୟୀ🡆 More