ଗୋପ ମନ୍ଦିର

ଗୋପ ମନ୍ଦିର ଏକ ସୂର୍ଯ୍ୟ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶସ୍ଥିତ ଜାମନଗର ଜିଲ୍ଲାର ଜିନଭାରି ଗ୍ରାମରେ (ଜାମଯୋଧପୁର ତାଲୁକା) ଅବସ୍ଥିତ । ଗୁଜରାଟରେ ଏହା ଏକ ଷଷ୍ଠ ଶତାବ୍ଦୀରେ ନିର୍ମିତ ଏକ ପ୍ରସ୍ତର ନିର୍ମିତ ହିନ୍ଦୁ ମନ୍ଦିର । ମୂଳ ମନ୍ଦିର ନଷ୍ଟ ହୋଇଥିଲେ ମଧ୍ୟ ଆଂଶିକ ଭାବରେ ତିଷ୍ଠି ରହିଛି । ମନ୍ଦିରର ଉଚ୍ଚତା ୨୩ ଫୁଟ । ଏକ ମୁକୁଟ ଭଳି ଛାତ ତଳେ ଏକ ଗବାକ୍ଷ ଆକାର ଭଳି ସଜା ହୋଇଛି ।

ଗୋପ ମନ୍ଦିର
ગોપનું મંદિર
ଗୁଜରାଟରେ ଷଷ୍ଠ ଶତାବ୍ଦୀର ଗୋପ ମନ୍ଦିର
ଷଷ୍ଠ ଶତାବ୍ଦୀର ସୂର୍ଯ୍ୟ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ
Districtଜାମ ନଗର ଜିଲ୍ଲା
ଦେବାଦେବୀସୂର୍ଯ୍ୟ, ସ୍କନ୍ଧ, ଅନ୍ୟାନ୍ୟ
Location
ସ୍ଥାନଜିନାଭରି ଗ୍ରାମ,ଜାମଯୋଧପୁର ତାଲୁକା
Stateଗୁଜରାଟ
Countryଭାରତ
ଗୋପ ମନ୍ଦିର is located in India
ଗୋପ ମନ୍ଦିର
Shown within India
ଗୋପ ମନ୍ଦିର is located in Gujarat
ଗୋପ ମନ୍ଦିର
ଗୋପ ମନ୍ଦିର (Gujarat)
ଭୌଗଳିକ ଅବସ୍ଥିତି22°1′43″N 69°55′44″E / 22.02861°N 69.92889°E / 22.02861; 69.92889
Architecture
Styleହିନ୍ଦୁ ମନ୍ଦିର ସ୍ଥାପତ୍ୟ
Completed6th century CE

ସ୍ଥାନ

ବରଦା ପର୍ବତର ଗୋପ ପାହାଡ଼ର ଦକ୍ଷିଣ-ପଶ୍ଚିମ ଦିଗରେ ଭର୍ତୁ ନଦୀ କୂଳରେ ଏହା ଅବସ୍ଥିତ । ଜିନାଭରି ଗ୍ରାମକୁ ଜୁନା ବା ନନା ଗୋପ ମଧ୍ୟ କୁହାଯାଏ ଓ ଏହା ଗୋପ ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ । ଘୁମାଳୀର ଉତ୍ତର ଦିଗରେ ଏକ ପାହାଡ଼ ଉପରେ ଏହା ବିଦ୍ୟମାନ ।

ଇତିହାସ

East view
Southeast view
Northwest view

ସୌରାଷ୍ଟ୍ରର ବଞ୍ଚି ରହିଥିବା ମନ୍ଦିର ମଧ୍ୟରୁ ଏହା ଗୋଟିଏ । ୧୮୭୬ ମସିହାରେ ବରଜେସ ହିସାବ କରି ଦେଖିଥିଲେ, ଏହା ଷଷ୍ଠ ଶତାବ୍ଦୀ ପରେ ତିଆରି ହୋଇନି । ସଂକଳିଆ ମତରେ ଏହା ପଞ୍ଚମ ଶତାବ୍ଦୀରେ ତିଆରି ହୋଇଛି କିନ୍ତୁ ଜୁନାଗଡ଼ ବୌଦ୍ଧ ଗୁମ୍ଫା ପୂର୍ବରୁ ନୁହେଁ । ଏହାର ସମୟ ସାଧାରଣ ଭାବରେ ଷଷ୍ଠ ଶତାବ୍ଦୀରେ ହୋଇଥିବା ମନେ ହୁଏ (575-600 CE) । ).

ଗୋପ ମନ୍ଦିର 
୨୩ ଫୁଟ ଉଚ୍ଚତା ବିଶିଷ୍ଟ ଗୋପୁ ମନ୍ଦିର
ଗୋପ ମନ୍ଦିର 
କବାଟରେ ଶିଳାଲେଖ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୯ ଜାନୁଆରୀସିରିଆସାବରମତୀ ଆଶ୍ରମ୧ ଫେବୃଆରୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବିମ୍ବାଧର କୁଅଁରଅନୁଭବ ମହାନ୍ତିଡନ୍ (୨୦୦୬ର ହିନ୍ଦୀ କଥାଚିତ୍ର)୨ (ସଂଖ୍ୟା)ଓଡ଼ିଆ କବି ମାନଙ୍କର ତାଲିକାବିଦ୍ୟାଳୟଦିବ୍ୟସିଂହ ଦେବଚିଲିକା ହ୍ରଦବନ୍ଦେ ଉତ୍କଳ ଜନନୀଜୈନ ଧର୍ମରାଜକିଶୋର ରାୟବ୍ରାହ୍ମ ସମାଜପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବଲାଙ୍ଗୀରମହେନ୍ଦ୍ରଗିରିସଂସ୍କୃତଅନ୍ନଦା ଶଙ୍କର ରାୟମଧୁସୂଦନ ରାଓଶୋଭନେଶ୍ୱର ଦେଉଳ, ନିଆଳିଲଳିତାଚନ୍ଦ୍ରଭାଗା (କବିତା)ପିଙ୍କି ପ୍ରଧାନଓଡ଼ିଶାର ଭୂଗୋଳଗୌତମ ବୁଦ୍ଧଆନନ୍ଦ ଶଙ୍କର ଜୟନ୍ତଅପର୍ଣ୍ଣା ମହାନ୍ତିଆକବରଅଂଶୁମାନ ମହାନ୍ତିହୀରାକୁଦ ବନ୍ଧଭାରତର ଜାତୀୟ ପତାକାମୁସଲମାନଓଡ଼ିଶା ପ୍ରିମିଅର ଲିଗଅପରାଜିତା ଷଡ଼ଙ୍ଗୀଉପେନ୍ଦ୍ର ଭଞ୍ଜଅଟିଜିମ୍‌ରବୀନ୍ଦ୍ର କୁମାର ସେଠୀଦାସିଆ ବାଉରୀନରସିଂହ ଦେବକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉଇକିକଥାକଟକବିଭିନ୍ନ ପ୍ରକାର ଶାଗର ତାଲିକାଗୋପାଳ କୃଷ୍ଣ ରଥଶଙ୍ଖସବୁଠାରୁ ଦୀର୍ଘ ରାତିମାଣବସା ଗୁରୁବାରଲୋକ ସଭାମାନବ ଅଧିକାରର ସାର୍ବଜନୀନ ଘୋଷଣାପ୍ରାଣୀପ୍ରେରଣା ଦେଶପାଣ୍ଡେଚା’ହାରୀ ପୋଟରଓଡ଼ିଆ ଭାଷାବନ୍ଦେ ମାତରମପଥ ଓ ପୃଥିବୀଶିବବିଜୁ ପଟ୍ଟନାୟକବୌଦ୍ଧ ଜିଲ୍ଲାଦାମୋଦର ରାଉତପଦ୍ମ ଫୁଲଜାପାନ୧୯୨୧ବରି ସଙ୍ଗତ , ବିହାରଦ୍ୱିତୀୟ ବିଶ୍ୱଯୁଦ୍ଧରାଜନୀତି ବିଜ୍ଞାନପାକିସ୍ତାନ🡆 More