ଲଳିତା

ଶବରପଲ୍ଲୀର ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଥିଲେ ଲଳିତା । ବିଦ୍ୟାପତିଙ୍କୁ ବିବାହ କରିଥିଲେ ।

କିମ୍ବଦନ୍ତୀ

ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ୱାବସୁ ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର ବିଶ୍ୱାବସୁଙ୍କ ବିଶ୍ୱାସଭାଜନ ହୋଇଥିଲେ । ବିଶ୍ୱାବସୁ ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । ବିଦ୍ୟାପତିଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ ।

ବଂଶଧର

ପତି ମହାପାତ୍ର , ଶୂଦ୍ର ସୁଆର ଆଦି ବିଦ୍ୟାପତି ଓ ଲଳିତାଙ୍କ ବଂଶଧର ଅଟନ୍ତି । ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି ।ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରଷରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଆଭିହିତ ।

ଅଧିକ ଦେଖନ୍ତୁ

ଆଧାର

Tags:

ଲଳିତା କିମ୍ବଦନ୍ତୀଲଳିତା ବଂଶଧରଲଳିତା ଅଧିକ ଦେଖନ୍ତୁଲଳିତା ଆଧାରଲଳିତାବିଶ୍ୱାବସୁଶବରପଲ୍ଲୀ

🔥 Trending searches on Wiki ଓଡ଼ିଆ:

ରାକ୍ଷୀ ପୂର୍ଣ୍ଣିମାରତି ରଞ୍ଜନ ମିଶ୍ରଲିଓନେଲ୍ ମେସିବକ୍ସି ଜଗବନ୍ଧୁବି. ଆର. ଆମ୍ବେଦକରବ୍ୟାଙ୍କଭୌଗଳିକ ଦିଗବାରେଣିଯୌନ ସମ୍ଭୋଗଭାରତୀୟ ଷ୍ଟେଟ୍ ବ୍ୟାଙ୍କଉଇକିକମନ୍ସଟୁକୁନି ସାହୁ୨୯ ମାର୍ଚ୍ଚମାଇନ ଟୁଡ଼ୁକାବୋଟେଗ୍ରାଭିର/ରିଲପିଭିରିନସୀତା ବିବାହମିଶେଲ ଓବାମାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)କୁମ୍ଭ (ରାଶି)ସିଲଡେନାଫିଲଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିବଙ୍ଗଳାଦେଶ ମୁକ୍ତିଯୁଦ୍ଧଛାନ୍ଦଓଡ଼ିଶା ସରକାରମାୟାଧର ମାନସିଂହମାଳତୀ ଚୌଧୁରୀରତ୍ନାକର ଚଇନିଦେବଦୀପାବଳିରମଣ ପ୍ରଭାବସ୍ନେହସାରମନୋରଞ୍ଜନ ଦାସବଳରାମ ଦାସ୨୭ ମାର୍ଚ୍ଚ୧୬୯୫କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ଉଇକିପିଡ଼ିଆମିତ୍ରଭାନୁ ଗୌନ୍ତିଆବିନୋଦ ଚନ୍ଦ୍ର ନାୟକଭକ୍ତ ଚରଣ ଦାସତୁଳସୀ ଚଉରାଭୂଗୋଳଅଚ୍ୟୁତାନନ୍ଦ ଦାସଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଗୋପାଳ ଚନ୍ଦ୍ର ପ୍ରହରାଜଗୀତା ଦାଶବିଷ୍ଣୁବ୍ରତ ରାଉତରାୟପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉପେନ୍ଦ୍ର ଭଞ୍ଜବଡ଼ ଏରାରାଜନୀତି ବିଜ୍ଞାନପାଣିମହେଶ୍ୱର ମହାନ୍ତିଇସଲାମ ଧର୍ମବେଦ୧୪୯୬ଗୋପବନ୍ଧୁ ଦାସଉତ୍କଳ ଦିବସନାରୁତୋଦୀନକୃଷ୍ଣ ଦାସPimecrolimusଜୟୀରାମ ସାମଲକଲରାପତରିଆ ବାଘସାଲବେଗସ୍ୱଚ୍ଛ ଭାରତ ଅଭିଯାନସୁଦଶା ବ୍ରତଶିବଅଂଶୁପା ହ୍ରଦଯାଯାବର (୧୯୭୫ର କଥାଚିତ୍ର)ଶ୍ରୀରାମ ପଣ୍ଡା🡆 More