ରାଜେନ୍ଦ୍ର ପ୍ରସାଦ ଦାସ

ରାଜେନ୍ଦ୍ର ପ୍ରସାଦ ଦାସ (୧୫ ଜୁଲାଇ ୧୯୩୦-୨୦୦୬) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ୧୯୮୮ ମସିହାରେ ଉପନ୍ୟାସ ଆଜି କାଲି ପଅରଦିନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଓ ଶିକ୍ଷାବିତ ଥିଲେ ।

ରାଜେନ୍ଦ୍ର ପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ(1930-07-15)୧୫ ଜୁଲାଇ ୧୯୩୦
ସାମିଆ, ଯାଜପୁର
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇତିହାସ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮

ରାଜେନ୍ଦ୍ର ପ୍ରସାଦ, ୧୯୩୦ମସିହାରେ ଯାଜପୁର ଜିଲ୍ଲାର ସାମିଆଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୮-୬୪ ପର୍ଯ୍ୟନ୍ତ ସେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗରେ ଉପ-ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ "ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ"ର ଉପାଧକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ସେ ଜଣେ ଇତିହାସ ଅଧ୍ୟାପକ ଥିଲେ । ୨୦୦୬ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ ।

ରଚନାବଳୀ

  • ଆଜିକାଲି ପଅରିଦିନ -୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ବାଘୁଆ ପବନ - ୨୦୦୪ (ଲଳିତା ପ୍ରକାଶନୀ)
  • ଚାହିଁଲେ ଆକାଶ - ୧୯୯୨ (ଲଳିତା ପ୍ରକାଶନୀ)
  • ଶିଳ୍ପ ରତ୍ନ କୋଷ
  • New Light on the Sun Temple of Konark

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆଜିକାଲି ପଅରିଦିନ ପାଇଁ)

ଆଧାର

Tags:

ଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ପରିସଂଖ୍ୟାନକଣ୍ଟାକୁସୁମନାଗଫେଣୀ ଗଛଗୌରୀଶଙ୍କର ରାୟନୂଆଖାଇପ୍ରମୋଦ କୁମାର ମହାନ୍ତିସୁନ୍ଦରଗଡ଼ସୀସାଖ୍ରୀଷ୍ଟ ଧର୍ମଓଡ଼ିଶାର ପର୍ବପର୍ବାଣିସର୍ବିଆବଳରାମ ଦାସବସନ୍ତ କୁମାରୀ ଦେବୀଜୁଲିଅସ ସିଜରଧଉଳିହରପ୍ରସାଦ ଦାସଜଳ ପ୍ରଦୂଷଣଭକ୍ତ ଚରଣ ଦାସଦଣ୍ଡ ନାଟ୧୯୭୫ଓଡ଼ିଶାର ଲୋକକଳାଉତ୍କଳ ଦିବସୟୁ ଟ୍ୟୁବପୂର୍ଣ୍ଣିମାସୁରେନ୍ଦ୍ର ମହାନ୍ତିସରୋଜ ବଳବସନ୍ତ କୁମାର ଶତପଥୀମହାନଦୀଚକ୍ଷୁ ପ୍ରତିସରଣ ଦୋଷଦିଲ୍ଲୀପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଇଟାଲୀକମ୍ପ୍ୟୁଟର୨୮ ମାର୍ଚ୍ଚବୀର ହନୁମାନ ମନ୍ଦିର, ରାୟଗଡ଼ଯୁକ୍ତରାଷ୍ଟ୍ର ଆମେରିକାବଣ୍ଡା ଜନଜାତିଦେବୀପ୍ରସନ୍ନ ପଟ୍ଟନାୟକଜ୍ଞାନୀ ଦେବାଶିଷ ମିଶ୍ରବର କୋଳିସୁସ୍ମିତା ରଥଅଚିହ୍ନା ବାସଭୂମିବିଜୟ ମିଶ୍ରହସ୍ତମୈଥୁନବୈକୁଣ୍ଠନାଥ ପଟ୍ଟନାୟକଲାଟିନ ଭାଷାଅର୍ଚ୍ଚନା (କବିତା ସଙ୍କଳନ)କୋଡିନସନ୍ଧିପଦଆଣ୍ଟିଅକ୍ସିଡାଣ୍ଟଟାଇଫଏଡଦୁର୍ଗାମାଧବ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୧୮୭୮ଦୀନନାଥ ପାଠୀଶଗୁନ୍ ଚୌଧୁରୀ୧୯୬୯ଭୀମ ପୃଷ୍ଟିଦେବାଶିଷ ପାଣିଗ୍ରାହୀ୨୧ ମାର୍ଚ୍ଚବିଶ୍ୱନାଥ କରଗୋପାଳ ଛୋଟରାୟକୁପୋଷଣଦୂତୀବାହନ ଓଷାମଧୁସୂଦନ ରାଓସଚ୍ଚିଦାନନ୍ଦ ରାଉତରାୟସମାଜ (ଖବରକାଗଜ)ମହାପାତ୍ର ନୀଳମଣି ସାହୁଭାରତୀୟ ସମ୍ବିଧାନ🡆 More