ଉତ୍କଳ: ପ୍ରାଚୀନ ଭାରତ ର ଏକ ରାଜ୍ୟ

ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଛି ।

ଉତ୍କଳ: ପୁରାତନ ସାହିତ୍ୟ, ମହାଭାରତରେ ବର୍ଣ୍ଣନା, ଆହୁରି ଦେଖନ୍ତୁ
ଉତ୍କଳନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରାତନ ସାହିତ୍ୟ

ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।

ମହାଭାରତରେ ବର୍ଣ୍ଣନା

ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦାମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।

ଆହୁରି ଦେଖନ୍ତୁ

  • ପୁରାତନ ଭାରତର ସାମ୍ରାଜ୍ୟ

ଆଧାର

Tags:

ଉତ୍କଳ ପୁରାତନ ସାହିତ୍ୟଉତ୍କଳ ମହାଭାରତରେ ବର୍ଣ୍ଣନାଉତ୍କଳ ଆହୁରି ଦେଖନ୍ତୁଉତ୍କଳ ଆଧାରଉତ୍କଳଓଡ଼ିଶାଜନ ଗଣ ମନଭାରତମହାଭାରତ

🔥 Trending searches on Wiki ଓଡ଼ିଆ:

ରାସାୟନିକ ମୌଳିକଇନୋଟୁଜୁମାବ ଓଜୋଗାମିସିନଓଧଗୋପାଳ ଚନ୍ଦ୍ର ପ୍ରହରାଜଜିନା ସାମଲକୋଷରତ୍ନାକର ଚଇନିପାର୍ବତୀନାରୀବାଦପୁଷ୍ଟିସାରପଦ୍ମ ଲୋଚନ ପଣ୍ଡାଚୈତ୍ରଦଶହରାସାନିଆ ମିର୍ଜାପଦ୍ମଚରଣ ପଟ୍ଟନାୟକମନୋଜ ଦାସଇଣ୍ଡୋନେସିଆଅଂଶୁଘାତସୁନ୍ଦରଗଡ଼ମୁଁ ରାଜା ତୁ ରାଣୀବରଗଡ଼ ଜିଲ୍ଲାପୃଥିବୀକଳିଙ୍ଗ ଯୁଦ୍ଧଶ୍ରୀନିବାସ ରାମାନୁଜନଲିଙ୍ଗରାଜ ମନ୍ଦିରରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଲକ୍ଷ୍ମୀକାନ୍ତ ମହାପାତ୍ରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେରାଶି ଓ ନକ୍ଷତ୍ରପାଳୁଅ୧୬ ମଇସଞ୍ଜୟ ହାତୀବଲାଙ୍ଗୀର ଜିଲ୍ଲାପଦାର୍ଥସ୍ୱୋର୍ଡ ମାଛଭକ୍ତ ଚରଣ ଦାସଭାରତୀୟ ଜାତୀୟ କଂଗ୍ରେସ୨ (ସଂଖ୍ୟା)ଘର ସଂସାରଆଚାର୍ଯ୍ୟ ହରିହରଦଣ୍ଡ ନାଟରୁକୁଣା ରଥଯାତ୍ରାକୁନ୍ଦୁଲି ଗଣଦୁଷ୍କର୍ମ ମାମଲାମହିମା ଧର୍ମରାମ ନବମୀବୁଦ୍ଧ ପୂର୍ଣ୍ଣିମାଶାରଳା ପୁରସ୍କାରନିତ୍ୟାନନ୍ଦ ଶତପଥୀଆର୍ଯ୍ୟଭଟ୍ଟପୋଡ଼ ପିଠାଦି ଟେଷ୍ଟ ଅଫ ମାଇ ଲାଇଫପରଦେଶୀ ବାବୁମଟର ସାଇକେଲଫେସବୁକଜୟୀ ରାଜଗୁରୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବ୍ୟଞ୍ଜନ ବର୍ଣ୍ଣବାଜି ରାଉତପରି ମହଲରାଜନୀତି ବିଜ୍ଞାନଗୌତମ ବୁଦ୍ଧପାଳଙ୍ଗପଞ୍ଚସଖାଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକା🡆 More