ରବୀନ୍ଦ୍ର କୁମାର ସେଠୀ: ଓଡ଼ିଆ ରାଜନୀତିଜ୍ଞ

ରବୀନ୍ଦ୍ର କୁମାର ସେଠୀ (ଜନ୍ମ: ୧୦ ଅକ୍ଟୋବର ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରବୀନ୍ଦ୍ର କୁମାର ସେଠୀ
ରବୀନ୍ଦ୍ର କୁମାର ସେଠୀ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବେଣୁଧର ସେଠୀ
ପର ଅଧିକାରୀବାଇଧର ମଲ୍ଲିକ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ପର ଅଧିକାରୀବେଣୁଧର ସେଠୀ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-10-10) ୧୦ ଅକ୍ଟୋବର ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିଜୟଲକ୍ଷ୍ମୀ ସେଠୀ
ବାପା/ବୋଉନୀଳମଣି ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ରବୀନ୍ଦ୍ର କୁମାର ସେଠୀ ୧୯୫୪ ମସିହାର ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ସେଠୀ ଓ ପତ୍ନୀଙ୍କ ନାମ ବିଜୟଲକ୍ଷ୍ମୀ ସେଠୀ ।

ରାଜନୈତିକ ଜୀବନ

ରବୀନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରୁ ୧୯୯୯ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ

ଆଧାର

Tags:

ରବୀନ୍ଦ୍ର କୁମାର ସେଠୀ ଜନ୍ମ, ପରିବାର ଓ ଶିକ୍ଷାରବୀନ୍ଦ୍ର କୁମାର ସେଠୀ ରାଜନୈତିକ ଜୀବନରବୀନ୍ଦ୍ର କୁମାର ସେଠୀ ଆଧାରରବୀନ୍ଦ୍ର କୁମାର ସେଠୀଓଡ଼ିଆ ଲୋକଓଡ଼ିଶା ବିଧାନ ସଭାନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

୮ ମାର୍ଚ୍ଚବାହୁଡ଼ା ଯାତ୍ରାବଳରାମ ଦାସଦେଶପ୍ରଥମ ବିଶ୍ୱଯୁଦ୍ଧଜୀବସାର୨୫ ମାର୍ଚ୍ଚଖ୍ରୀଷ୍ଟ ଧର୍ମସଂତୃପ୍ତ ମିଶ୍ରହରିଶଙ୍କର ମନ୍ଦିରଶ୍ରୀତମ ଦାସଛଉ ନାଚପ୍ରଫୁଲ୍ଲ ସାମଲସୁମନ କଲ୍ୟାଣପୁର୧୭୦୧ଯମେଶ୍ୱର ମିଶ୍ରନବରାତ୍ରୀଚାଉଳତୁମ ପରି ଛୋଟ ପିଲାଟିଏସୁଭାଷ ଚନ୍ଦ୍ର ବୋଷଲକ୍ଷ୍ମୀନାରାୟଣ ସାହୁକଲରାପତରିଆ ବାଘଭୁବନେଶ୍ୱର ବେହେରାସିପ୍ରା ମଲ୍ଲିକଅଂଶୁପା ହ୍ରଦପୋଟଳ ଆଳୁ କସାଇଂରାଜୀ ଭାଷାଓଡ଼ିଆ କାବ୍ୟ କବିତାଦିୱାନା ଦିୱାନୀଉଗ୍ର ତାରା ମନ୍ଦିରଓଡ଼ିଆମାଉସଭାରତୀୟ ଡାକ ସେବାକଟକବିଶ୍ୱତାପନରବର୍ଟ ମୂଗ୧୬ଶ ଲୋକ ସଭାନୃସିଂହଜଳବାୟୁନବକଳେବରଅଖିଳ ମୋହନ ପଟ୍ଟନାୟକ୧୬୨୫କଳାହାଣ୍ଡି (କବିତା)ଶୁଚିତ୍ୱପ୍ଲାଟିପସଅଗଷ୍ଟସଓଡ଼ିଶାର ସାଂସଦ ମାନଙ୍କର ତାଲିକାଫକୀର ସିଂହଓଡ଼ିଆ ଭାଷା ଆନ୍ଦୋଳନଜୟ ଜଗନ୍ନାଥପ୍ୟାରିସମକର ସଂକ୍ରାନ୍ତିଲାଟିନ ଭାଷା୯ ଅପ୍ରେଲମଲାଲା ୟୁସୁଫଜାଇଜୟନ୍ତ ମହାପାତ୍ରଚେକ୍ ଗଣରାଜ୍ୟଗୁଗଲଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଗୁଜରାଟଚନ୍ଦ୍ରଶେଖର ରଥଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାନାଟୋରମାକାନ୍ତ ରଥଅପରିମେୟ ସଂଖ୍ୟାଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ସରୋଜିନୀ ନାଇଡୁପରିଣାମ🡆 More