ସବୁଠାରୁ ଦୀର୍ଘ ରାତି

ସବୁଠାରୁ ଦୀର୍ଘ ରାତି ଚନ୍ଦ୍ରଶେଖର ରଥଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ । ଏହା ୧୯୯୫ ମସିହାରେ ଗ୍ରନ୍ଥମନ୍ଦିର ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା । କଥାକାର ଚନ୍ଦ୍ରଶେଖର ରଥଙ୍କୁ ଏଥି ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସବୁଠାରୁ ଦୀର୍ଘ ରାତି  
ଲେଖକଚନ୍ଦ୍ରଶେଖର ରଥ
ଦେଶସବୁଠାରୁ ଦୀର୍ଘ ରାତି ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶକଗ୍ରନ୍ଥମନ୍ଦିର
ପ୍ରକାଶ ତାରିଖ୧୯୯୫

ଏହି ଗଳ୍ପ ସଂକଳନରେ ଥିବା ଗପଗୁଡ଼ିକ :

  • ସବୁଠାରୁ ଦୀର୍ଘରାତି
  • ରୁନିପାଇଁ ନୀରବ ପ୍ରାଥନା
  • ନିମ୍ନ ପାହାଚ
  • ଏଇ ବୋଧେ ଶେଷଦୁଃଖ
  • ଘର ନିଲାମ ହଉଛି
  • ସେ ତୁମ ମା' ପରା !
  • ତିଳିଛି ମହାପାତ୍ର
  • ଦୀନବନ୍ଧୁ ଦାସ
  • ଛୁଇଁଲେ ଉଭାନ ହୋଇଯିବି
  • ବର୍ଷକ ଏକ ଋତୁ : ଋତୁକ ତିନି ଦିନ
  • କମଳେଶ୍ୱରୀ
  • ପ୍ରଶ୍ନବାଚକ

ଆଧାର

ଆହୁରି ଦେଖନ୍ତୁ

Tags:

ଚନ୍ଦ୍ରଶେଖର ରଥ

🔥 Trending searches on Wiki ଓଡ଼ିଆ:

ଶ୍ରୀ ଅରବିନ୍ଦଉପେନ୍ଦ୍ର କିଶୋର ଦାସପାର୍ବତୀଗୋମାଂସହରପ୍ପା ସଭ୍ୟତାକାଳୀଚରଣ ପଟ୍ଟନାୟକ୨୧ ମାର୍ଚ୍ଚଆହମ୍ମଦୀୟସି (ପ୍ରୋଗ୍ରାମିଂ ଭାଷା)ମାଟିର ମଣିଷ (ଉପନ୍ୟାସ)ପ୍ରତିଭା ଶତପଥୀସାମବେଦପଣା ସଂକ୍ରାନ୍ତିଜଟାୟୁ୨୬ ଜାନୁଆରୀଫତୁରାନନ୍ଦବାଲେଶ୍ୱରମହାବୀର ଜୈନଦିଲ୍ଲୀଅକ୍ଷାଂଶଶର୍ଦ୍ଦିସୁଭାଷ ଚନ୍ଦ୍ର ବୋଷଚିନ୍ତାମଣି ମହାନ୍ତିଗଜପତି ମହାରାଜାବିଶ୍ୱନାଥ କରଯୋଗରୋମଅନ୍ତରଙ୍ଗ ସମ୍ପର୍କପୋତାଗଡ଼୧୮୭୮ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାରଜସଲମାନ ଖାଁଭାରତୀୟ ସମ୍ବିଧାନସୌଭାଗ୍ୟ କୁମାର ମିଶ୍ରଶଗୁନ୍ ଚୌଧୁରୀରାସାୟନିକ ମୌଳିକଗଣନ ସଂଖ୍ୟାଟାଇଫଏଡଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶିବସୁସ୍ମିତା ରଥଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅଶୋକ (ସମ୍ରାଟ)କେନିଆଓଡ଼ିଶାର ସଂସ୍କୃତିସୋମନାଥଆଲଜେରିଆଯୁକ୍ତରାଷ୍ଟ୍ର ଆମେରିକାସୀତାକାନ୍ତ ମହାପାତ୍ରଓଡ଼ିଆ ଭାଷା ଆନ୍ଦୋଳନଓଡ଼ିଶାରେ ଶିଳ୍ପରାଧାନାଥ ରାୟପ୍ରଦୂଷଣଓଡ଼ିଶାଚୁମ୍ବନରାଜୀବ ଗାନ୍ଧୀ୩୦ ଜୁନଭାରତ ଛାଡ଼ ଆନ୍ଦୋଳନଶ୍ୟାମସୁନ୍ଦର କରଗୋଦାବରୀଶ ମିଶ୍ର୨୦୨୩ର ଓଡ଼ିଆ କଥାଚିତ୍ରଓଡ଼ିଶାର ପର୍ବପର୍ବାଣି🡆 More