ବିଧାନ ସଭା ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ

ଖଲିକୋଟ (କ୍ରମିକ ସଂଖ୍ୟା: ୧୨୬) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ ବ୍ଳକ ଓ ପୁରୁଷୋତ୍ତମପୁର ବ୍ଳକର କିଛି ଅଂଶ ।

ଖଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୭୧୧
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଜାଲିଙ୍କଠାରୁ ୫୭୧୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଶୀନାଥ ବେହେରାଙ୍କଠାରୁ ୪୪,୬୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଖଲିକୋଟ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପୂର୍ଣ୍ଣ ଚନ୍ଦ୍ର ସେଠୀ ୬୫,୨୯୯ ୬୮.୦୭ -
କଂଗ୍ରେସ କାଶୀନାଥ ବେହେରା ୨୦,୬୭୦ ୨୧.୫୫ -
ସ୍ୱାଧୀନ ଗୋପାଳ କୃଷ୍ଣ ବେହେରା ୩,୯୦୧ ୪.୦୭ -
ଭାଜପା ମୀନା କୁମାରୀ ତହଳ ୩,୫୨୦ ୩.୬୭ -
ସମୃଦ୍ଧ ଓଡ଼ିଶା ରଞ୍ଜନ ଡାଙ୍ଗୁଆ ୧,୫୪୬ ୧.୬୧ -
ରିସୋପା ରାମ ଚନ୍ଦ୍ର ବେହେରା ୯୯୨ ୧.୦୩ -
ଭୋଟ ବ୍ୟବଧାନ ୪୪,୬୨୯ ୪୬.୫୨* -
ମତଦାନ ହାର ୯୫,୯୩୧ ୫୩.୪୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

  • ୨୦୧୯: ସୂର୍ଯ୍ୟମଣି ବୈଦ୍ୟ (ବିଜେଡି)
  • ୨୦୧୪: ପୂର୍ଣ୍ଣଚନ୍ଦ୍ର ସେଠୀ (ବିଜଦ)
  • ୨୦୦୯: ପୂର୍ଣ୍ଣ ଚନ୍ଦ୍ର ସେଠୀ (ବିଜଦ)
  • ୨୦୦୪: ଭି.ସୁଜ୍ଞାନୀ କୁମାରୀ ଦେଓ (ବିଜଦ)
  • ୨୦୦୦: ଭି.ସୁଜ୍ଞାନୀ କୁମାରୀ ଦେଓ (ବିଜଦ)
  • ୧୯୯୫: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା ଦଳ)
  • ୧୯୯୦: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୮୫: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୮୦: ତ୍ରିନାଥ ସାମନ୍ତରାୟ (କଂଗ୍ରେସ-ଇ)
  • ୧୯୭୭: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୭୪: ଭି.ସୁଜ୍ଞାନୀ କୁମାରୀ ଦେଓ (ଉତ୍କଳ କଂଗ୍ରେସ)
  • ୧୯୭୧: ତ୍ରିନାଥ ସାମନ୍ତରାୟ (ଉତ୍କଳ କଂଗ୍ରେସ)
  • ୧୯୬୭: ନାରାୟଣ ସାହୁ (ଏସଏସପି)
  • ୧୯୬୩ (ଉପ): ଭି.ସୁଜ୍ଞାନୀ କୁମାରୀ ଦେଓ (କଂଗ୍ରେସ)
  • ୧୯୬୧: ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ (କଂଗ୍ରେସ)
  • ୧୯୫୭: ନାରାୟଣ ସାହୁ (ସ୍ୱାଧୀନ)
  • ୧୯୫୧: ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ (ସ୍ୱାଧୀନ)

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୪ ଇଡିଅଟସ୍ଉଦୟନାଥ ଷଡ଼ଙ୍ଗୀରାମାବତାରମ୍ବ୍ରଜନାଥ ରଥଇଣ୍ଟରନେଟଖିଲିପାନକାଶୀ ବିଶ୍ୱନାଥ ମନ୍ଦିରବୀଣାପାଣି ମହାନ୍ତିକୁଞ୍ଜବିହାରୀ ଦାଶଜଣ୍ଡିସ୍ଚାରି ଧାମହାଡ଼ଫୁଟି୨୬ ଅପ୍ରେଲଭାରତର ସଂସଦଦେବସ୍ନାନ ପୂର୍ଣ୍ଣିମାଯୌନ ଉତ୍ପୀଡ଼ନଟ୍ରାଲୋକିନୁମାବବିଜ୍ଞାନବି. ଆର. ଆମ୍ବେଦକରନବଗୁଞ୍ଜରନୀଳକଣ୍ଠ ଦାସଗୁରୁପ୍ରସାଦ ମହାନ୍ତିମନମୋହନ ସାମଲବନ୍ୟାଦେବୁ ବୋଷଓଡ଼ିଆ ଭାଗବତରାମାୟଣମାର୍ଚ୍ଚଧରିତ୍ରୀପ୍ରଥମ ବିଶ୍ୱଯୁଦ୍ଧପ୍ରତାପରୁଦ୍ର ଦେବଯୌନ ସମ୍ଭୋଗ୧ (ସଂଖ୍ୟା)ଓଡ଼ିଶୀବିଶ୍ୱ ମ୍ୟାଲେରିଆ ଦିବସରାଣୀ ଲକ୍ଷ୍ମୀବାଈମାର୍ଚ୍ଚ ୨୧ମହାବିଦ୍ୟାଓଡ଼ିଆ କାବ୍ୟ କବିତାବୈଜୟନ୍ତ ପଣ୍ଡାଶିବପ୍ରତିଭା ରାୟରାମସୋନପୁର ରାଜ୍ୟତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଭଦ୍ରକରଥବିସ୍ଥାପିତ କାନ୍ଧ ଗଣ୍ଠିଅମାବାସ୍ୟାର ଚନ୍ଦ୍ରସଚ୍ଚିଦାନନ୍ଦ ରାଉତରାୟଖାଦ୍ୟଅଣସରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଆପଙ୍କଜ ଉଧାସରାଜେନ୍ଦ୍ର କିଶୋର ପଣ୍ଡାପ୍ଲୁଟୋକାଳୀଚରଣ ପଟ୍ଟନାୟକଉଦ୍ଭିଦକୁଜିବର ପ‌ତ୍ରଦାଶରଥି ଦାସଚୈତନ୍ୟରାଶି ଓ ନକ୍ଷତ୍ରଘରବୈଷ୍ଣବ ଚରଣ ସାମଲପ୍ରଧାନ ପୃଷ୍ଠାସତ୍ୟନାରାୟଣ ରାଜଗୁରୁ🡆 More