ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା

ଆସିକା ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହାର କ୍ରମିକ ସଂଖ୍ୟା ରାଜ୍ୟରେ ୧୯। ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

ନିର୍ବାଚିତ ସାଂସଦଗଣ

୨୦୧୪ ନିର୍ବାଚନ ଫଳାଫଳ

୨୦୧୪ ସାଧାରଣ ନିର୍ବାଚନରେରେ ବିଜୁ ଜନତା ଦଳ ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଭୋଟ ବ୍ୟବଧ୍ୟାନରେ କଂଗ୍ରେସପ୍ରାର୍ଥୀ ଲୋକନାଥ ରଥଙ୍କୁ ହରାଇଥିଲେ |

୨୦୧୪ ଲୋକ ସଭା ନିର୍ବାଚନ ଫଳାଫଳ, ଆସିକା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲଡୁକିଶୋର ସ୍ୱାଇଁ ୫,୪୧,୪୭୩ ୬୦.୪୧
କଂଗ୍ରେସ ଲୋକନାଥ ରଥ ୨,୨୯,୪୭୬ ୨୫.୬
ଭାଜପା ମହେଶ ଚନ୍ଦ୍ର ମହାନ୍ତି ୬୭,୩୬୧ ୭.୫୨
ଆମ୍ ଆଦମି ପାର୍ଟି ପ୍ରଭାତ କୁମାର ମହାନ୍ତି ୧୧,୦୬୩ ୧.୨୩
ବସପା ବିଜୟ କୁମାର ମହାପତ୍ର ୯,୧୨୭ ୧.୦୨
ତୃଣମୂଳ କଂଗ୍ରେସ ବଂଶୀଧର ତ୍ରିପାଠୀ ୭,୫୫୩ ୦.୮୪
ସ୍ୱାଧୀନ କେ ଶ୍ୟାମବାବୁ ସୁବୁଦ୍ଧି ୫,୨୯୩ ୦.୫୯
ସ୍ୱାଧୀନ କାଳିଚରଣ ନାୟକ ୫,୧୯୨ ୦.୫୮ -
ସିପିଆଇ(ମାଲେ) ଲିବରେସନ ଶଙ୍କର ସାହୁ ୪,୩୬୧ ୦.୪୯
ନା ପସନ୍ଦ ୧୫,୩୮୨ ୧.୭୨ -
ଭୋଟ ବ୍ୟବଧାନ ୩,୧୧,୯୯୭ ୩୪.୮୧ -
ମତଦାନ ହାର ୮,୯୬,୨୮୧ ୬୪.୧୩

ଆଧାର

ଆଉରି ଦେଖନ୍ତୁ

Tags:

ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ନିର୍ବାଚିତ ସାଂସଦଗଣ [୧][୨]ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ୨୦୧୪ ନିର୍ବାଚନ ଫଳାଫଳଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ଆଧାରଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ଆଉରି ଦେଖନ୍ତୁଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକାଓଡ଼ିଶାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

🔥 Trending searches on Wiki ଓଡ଼ିଆ:

ବ୍ରହ୍ମପୁରସୀତା ବିବାହ୧୯ ମାର୍ଚ୍ଚସୁଧାଂଶୁବାଳା ହାଜରାଟଙ୍କ ତୋରାଣିପଠାଣି ପଟ୍ଟନାୟକଉଇକିପିଡ଼ିଆଜଳାତଙ୍କଶୁଚିତ୍ୱମହାତ୍ମା ଗାନ୍ଧୀଅକାନବିନ୍ଧିସୀତାରୋଦନ୍ତୀଉତ୍କଳ ରତ୍ନ ସମ୍ମାନଦୁଦୁରାଅମୃତା ପ୍ରୀତମଗୀତଗୋବିନ୍ଦଲଘିଷ୍ଠ ସାଧାରଣ ଗୁଣିତକଆହେ ଦୟାମୟ ବିଶ୍ୱ ବିହାରୀକୋଚିଲାପ୍ରତାପ କେଶରୀ ଦେଓକର୍ପୁରଅବସରଭୀମ ଭୋଇନନ୍ଦିଘୋଷତେଲୁଗୁ ଭାଷା୨ (ସଂଖ୍ୟା)୧୮୭୧ବାଘଶ୍ରୀଶାନ୍ତନୁପୂର୍ଣ୍ଣଚ୍ଛେଦଲକ୍ଷ୍ମୀକାନ୍ତ ମହାପାତ୍ରଶତାବ୍ଦୀର ସୂର୍ଯ୍ୟଜଗନମୋହ‌ନ ଲାଲହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ରାଜେନ୍ଦ୍ର କିଶୋର ପଣ୍ଡାରଚିତା ମିସ୍ତ୍ରୀବୈଷ୍ଣବ ଚରଣ ସାମଲହରଣ (ଗଣିତ)ମିଶ୍ରଧାତୁମଦର ଟେରେସାରମାକାନ୍ତ ରଥସରସ୍ୱତୀ ନଦୀବଣଭୋଜି ବେଶତନ୍ତ୍ରକଳାମଣ୍ଡଳମ ରାଧିକାସୀତାକାନ୍ତ ମହାପାତ୍ରଓଡ଼ିଆ ଭାଷାଓଡ଼ିଆ ନାଟକମନ୍ଦାରବସନ୍ତ କୁମାର ଶତପଥୀ୧୮୯୦କାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମ୧୯୦୦ଚାର୍ମି କୌରଅଚ୍ୟୁତାନନ୍ଦ ଦାସଦୁର୍ଗାସ୍ତୁତିଓଡ଼ିଆ ଭ୍ରମଣ ସାହିତ୍ୟମଲ୍ଲିକା ସରାଭାଇଭୁବନେଶ୍ୱର ବେହେରାସ୍ତନନନ୍ଦ କିଶୋର ବଳସିଙ୍ଗାପୁରମହାଦେଶଅମୃତ ଫଳନିତ୍ୟାନନ୍ଦ ମହାପାତ୍ରଖୋର୍ଦ୍ଧା🡆 More