ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା

ଚଳିତ ୧୭ଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

ସପ୍ତଦଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)

# ନିର୍ବାଚନ ମଣ୍ଡଳୀ ୧୭ଶ ଲୋକ ସଭା ସଦସ୍ୟ ରାଜନୈତିକ ଦଳ
ବରଗଡ଼ ସୁରେଶ ପୂଜାରୀ ବିଜେପି
ସୁନ୍ଦରଗଡ଼ ଜୁଏଲ ଓରାମ ବିଜେପି
ସମ୍ବଲପୁର ନୀତେଶ ଗଙ୍ଗଦେବ ବିଜେପି
କେନ୍ଦୁଝର ଚନ୍ଦ୍ରାଣୀ ମୁର୍ମୁ ବିଜେଡି
ମୟୂରଭଞ୍ଜ ବିଶ୍ୱେଶ୍ୱର ଟୁଡ଼ୁ ବିଜେପି
ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି
ଭଦ୍ରକ ମଞ୍ଜୁଲତା ମଣ୍ଡଳ ବିଜେଡି
ଯାଜପୁର ଶର୍ମିଷ୍ଠା ସେଠୀ ବିଜେଡି
ଢେଙ୍କାନାଳ ମହେଶ ସାହୁ ବିଜେଡି
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ବିଜେପି
୧୧ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ବିଜେପି
୧୨ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝି ବିଜେଡି
୧୩ କନ୍ଧମାଳ ଅଚ୍ୟୁତ ସାମନ୍ତ ବିଜେଡି
୧୪ କଟକ ଭର୍ତ୍ତୃହରି ମହତାବ ବିଜେଡି
୧୫ କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି ବିଜେଡି
୧୬ ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ବିଜେଡି
୧୭ ପୁରୀ ପିନାକୀ ମିଶ୍ର ବିଜେଡି
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ବିଜେପି
୧୯ ଆସିକା ପ୍ରମିଳା ବିଶୋଇ ବିଜେଡି
୨୦ ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ ବିଜେଡି
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)

ଗତ ୧୫ଶ ଲୋକ ସଭା(୨୦୦୯-୨୦୧୪)ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

ନିର୍ବାଚନ ମଣ୍ଡଳୀ ସାଂସଦ ରାଜନୈତିକ ଦଳ ସୁଚନା
ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜୁ ଜନତା ଦଳ -
କଟକ ଭର୍ତ୍ତୃହରି ମହତାବ ବିଜୁ ଜନତା ଦଳ -
କଳାହାଣ୍ଡି ଭକ୍ତ ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସ -
କନ୍ଧମାଳ ରୁଦ୍ରମାଧବ ରାୟ ବିଜୁ ଜନତା ଦଳ -
କେନ୍ଦୁଝର ଯଶବନ୍ତ ନାରାୟଣ ସିଂହ ଲାଗୁରି ବିଜୁ ଜନତା ଦଳ -
କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳ -
କୋରାପୁଟ ଜୟରାମ ପାଙ୍ଗି ବିଜୁ ଜନତା ଦଳ -
ଜଗତସିଂହପୁର ବିଭୁ ପ୍ରସାଦ ତରାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି -
ଢେଙ୍କାନାଳ ତଥାଗତ ଶତପଥୀ ବିଜୁ ଜନତା ଦଳ -
ନବରଙ୍ଗପୁର ପ୍ରଦୀପ କୁମାର ମାଝି ଭାରତୀୟ ଜାତୀୟ କଂଗ୍ରେସ -
ପୁରୀ ପିନାକି ମିଶ୍ର ବିଜୁ ଜନତା ଦଳ -
ବରଗଡ଼ ସଞ୍ଜୟ ଭୋଇ ଭାରତୀୟ ଜାତୀୟ କଂଗ୍ରେସ -
ବଲାଙ୍ଗୀର କଳିକେଶ ନାରାୟଣ ସିଂଦେଓ ବିଜୁ ଜନତା ଦଳ -
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା ଭାରତୀୟ ଜାତୀୟ କଂଗ୍ରେସ -
ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜୁ ଜନତା ଦଳ -
ଭଦ୍ରକ ଅର୍ଜୁନ ଚରଣ ସେଠୀ ବିଜୁ ଜନତା ଦଳ -
ଭୁବନେଶ୍ୱର ପ୍ରସନ୍ନ କୁମାର ପାଟଶାଣି ବିଜୁ ଜନତା ଦଳ -
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡୁ ବିଜୁ ଜନତା ଦଳ -
ଯାଜପୁର ମୋହନ ଜେନା ବିଜୁ ଜନତା ଦଳ -
ସମ୍ବଲପୁର ଅମରନାଥ ପ୍ରଧାନ ଭାରତୀୟ ଜାତୀୟ କଂଗ୍ରେସ -
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ ଭାରତୀୟ ଜାତୀୟ କଂଗ୍ରେସ -

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

  1. Members of Lokasabha Archived 2011-12-14 at the Wayback Machine.

Tags:

ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା ସପ୍ତଦଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା ଆହୁରି ଦେଖନ୍ତୁଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା ଆଧାରଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା ବାହାର ଆଧାରଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା୧୭ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଜଗଦୀଶ ମହାନ୍ତିରୋମୀୟ ସାମ୍ରାଜ୍ୟଓଡ଼ିଆ କାବ୍ୟ କବିତାଧାମରା ବନ୍ଦରଜାତୀୟ ସଙ୍ଗୀତଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶ୍ରୀ ଅରବିନ୍ଦଭକ୍ତ ଚରଣ ଦାସଇତିହାସପର୍ଯ୍ୟାୟ ସାରଣୀଅହିଂସାଧାମରାଜୟ ଜଗନ୍ନାଥରଜଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅନନ୍ତ ପଟ୍ଟନାୟକଦ୍ୱିତୀୟ ବିଶ୍ୱଯୁଦ୍ଧଲକ୍ଷ୍ମଣ ନାୟକଅଚ୍ୟୁତ ସାମନ୍ତଜିନା ସାମଲପାରାଦ୍ୱୀପଶେର ଶାହ ସୁରୀଜନ ଗଣ ମନନବୀନ ପଟ୍ଟନାୟକହରପ୍ରସାଦ ଦାସରାଧାଓଡ଼ିଶାର ଇତିହାସଜଗନମୋହ‌ନ ଲାଲଗୀତଗୋବିନ୍ଦମଧୁସୂଦନ ଦାସପ୍ରତିଭା ଶତପଥୀଅୟେନ୍ଦ୍ରୀ ଲୱନିୟା ରାୟଗୁରୁଅଶୋକାଷ୍ଟମୀପ୍ରଣବ ପ୍ରକାଶ ଦାସହନୁମାନ ଚାଳିଶାଆପେଣ୍ଡିସାଇଟିସବେଦସରଳା ଦେବୀକାଟୁଲୁ ରବି କୁମାରଜୟୀ ରାଜଗୁରୁଛେନା ମୁଡୁକିଗୋପୀନାଥ ମହାନ୍ତିନୃସିଂହନାଥ ଖୁଣ୍ଟିଆବୀରକିଶୋର ଦାସଜନ ବୀମସରାମଚନ୍ଦ୍ର ମିଶ୍ରଫାଇଲେରିଆରବି କାନୁନଗୋଦେବସ୍ନାନ ପୂର୍ଣ୍ଣିମାଜହ୍ନିଓଷାଉତ୍କଳ ଦୀପିକାବ୍ୟଞ୍ଜନ ବର୍ଣ୍ଣଭାରତୀୟ ଜନତା ପାର୍ଟିଗଜେନ୍ଦ୍ର ପ୍ରସାଦ ସାହୁଟାଇପରାଇଟରବିଭୂତି ଭୂଷଣ ପ୍ରଧାନହୃଷୀକେଶ ମଲ୍ଲିକଯକ୍ଷ୍ମାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାମ ନବମୀରାସନ କାର୍ଡ଼ (ଭାରତ)ହେମନ୍ତ କୁମାର ଦାସମଦନମୋହନ ମିଶ୍ରକାଳୀଚରଣ ପଟ୍ଟନାୟକସଞ୍ଚିତା ମହାନ୍ତି🡆 More