ଲୋକ ସଭା ନିର୍ବାଚନ ମଣ୍ଡଳୀ କୋରାପୁଟ

'କୋରାପୁଟ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

ସାଂସଦ

  • ୨୦୧୯: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)
  • ୨୦୧୪: ଝିନ ହିକକା (ବିଜୁ ଜନତା ଦଳ)
  • ୨୦୦୯: ଜୟରାମ ପାଙ୍ଗି (ବିଜୁ ଜନତା ଦଳ)
  • ୨୦୦୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୯: ହେମା ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୮: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୬: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୧: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୯: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୦: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୨: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)

ଆଉରି ଦେଖନ୍ତୁ

ଆଧାର

Tags:

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

🔥 Trending searches on Wiki ଓଡ଼ିଆ:

ରୋମନ ରେନ୍ସଇଣ୍ଟରନେଟସିଲିଗୁଡ଼ିଗଉଡ଼ ବାଡ଼ି ଖେଳମହୁଲସାମସଙ୍ଗଗୌରହରି ଦାସମେନିଞ୍ଜାଇଟିସ୍ନବ ଚରଣ ମାଝିବିବାହମାନସିକ ରୋଗଯାଯାବର (୧୯୭୫ର କଥାଚିତ୍ର)ଅନନ୍ତ ଦାସଆଇସଲ୍ୟାଣ୍ଡକ୍ରୋଏସିଆଦକ୍ଷିଣାୟନ ଯାତ୍ରାସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଅଚ୍ୟୁତାନନ୍ଦ ଦାସଭୁବନେଶ୍ୱର ବେହେରାସଚିନ ତେନ୍ଦୁଲକରସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସକଳାହାଣ୍ଡି ଜିଲ୍ଲା୨୦୧୧ କ୍ରିକେଟ ବିଶ୍ୱ କପ୧୯୬୦ନୀଳମାଧବ ମନ୍ଦିରକାନନ ମିଶ୍ରକମ୍ପ୍ୟୁଟରମାମୋଗ୍ରାଫିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକାର୍ତ୍ତିକ ପୂର୍ଣ୍ଣିମାଜ୍ଞାନକୋଷବିରାଟ କୋହଲୀଜିତେନ୍ଦ୍ର ହରିପାଲଜଗନ୍ନାଥ ମନ୍ଦିରବି. ଆର. ଆମ୍ବେଦକରଲକ୍ଷ୍ମୀକାନ୍ତ ମହାପାତ୍ରରବର୍ଟ ମୂଗହରେ କୃଷ୍ଣକୁମାର ପୂର୍ଣ୍ଣିମାହାଡ଼ଫୁଟିଗୁରୁ କେଳୁଚରଣ ମହାପାତ୍ର ସମ୍ମାନସାବିତ୍ରୀ ଓଷାବଣ୍ଡ (ଅର୍ଥ)ମାସନଅଙ୍କ ଦୁର୍ଭିକ୍ଷଉପେନ୍ଦ୍ର ଭଞ୍ଜଖାରବେଳ ସ୍ୱାଇଁଗୁରୁ ପ୍ରସାଦ ମହାନ୍ତିଦକ୍ଷିଣ ଆମେରିକାଚିତ୍ତରଞ୍ଜନ ଦାସମୁକ୍ତେଶ୍ଵର ଦେଉଳରାଧାନାଥ ରାୟଋଷିଆଓଡ଼ିଶାଜୀବନାନନ୍ଦ ପାଣିଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଫତୁରାନନ୍ଦବିଛା (ରାଶି)ଅଶୋକ (ସମ୍ରାଟ)ଦ୍ୱିତୀୟ ବିଶ୍ୱଯୁଦ୍ଧକାଳିନ୍ଦୀ ଚରଣ ପାଣିଗ୍ରାହୀwiki.phtmlଅକ୍ଷୟ ମହାନ୍ତିସୌର ଜଗତ🡆 More