କ୍ୟୁ. ଆର. କୋଡ଼

କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସ‌ହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରି ଓ କାଞ୍ଜି) ସ୍ଟାଣ୍ଡାର୍ଡ ଏନ‌କୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବ‌ହାର କରେ । ଅଟୋମୋଟିଭ ଇଣ୍ଡସ୍ଟ୍ରି ବାହାରେ ମଧ୍ୟ କ୍ୟୁ.ଆର.କୋଡ଼ ସିସ୍ଟମ ବ୍ୟବ‌ହାର ହେଉଛି । ୟୁପିସି ବାରକୋଡ଼ ଅପେକ୍ଷା ଏହାର ଷ୍ଟୋର କରିବା ଶକ୍ତି ଅଧିକ । ପ୍ରୋଡକ୍ଟ ଟ୍ରାକିଙ୍ଗ, ସମୟ ଟ୍ରାକିଙ୍ଗ, ଡକୁମେଣ୍ଟ ମ୍ୟାନେଜମେଣ୍ଟ, ଜେନେରାଲ ମାର୍କେଟିଙ୍ଗ ଇତ୍ୟାଦିରେ ବ୍ୟବ‌ହାର ହୁଏ । କ୍ୟୁ.ଆର.କୋଡ଼ରେ ଏକ ବର୍ଗାକାର ଗ୍ରିଡ ଉପରେ କଳା ମୋଡ୍ୟୁଲ ବା ବର୍ଗାକାର ଡଟ ସଜାହୋଇଥାଏ । ଏହ ଇମେଜିଙ୍ଗ ଡିଭାଇସ ଯେପରିକି କ୍ୟାମେରାଦ୍ୱାରା ପଢ଼ି ହୁଏ। ଏହା ରିଡ-ସୋଲୋମାନ ଏରର ( Reed–Solomon error correction ) କରେକସନ କରି ଚିତ୍ରକୁ ଭାଷାନ୍ତର(interprete) କରେ । ତାପରେ ସେହି ଛବି ପାଟର୍ନର ଆଲମ୍ବ ଓ ଭୁସମାନ୍ତର ଡାଟା ନିର୍ଗତ କରାଯାଏ । ଏହା ଅଧୁନା ସ୍ମାର୍ଟ ଫୋନରେ ବ୍ୟବ‌ହାର କରାଯାଉଛି ।

କ୍ୟୁ. ଆର. କୋଡ଼
QR code for the URL of this page.
କ୍ୟୁ. ଆର. କୋଡ଼
QR code for the URL of the English Wikipedia Mobile main page, "http://en.m.wikipedia.org"

ଇତିହାସ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରାଜ୍ୟ ସଭାପକୋଡ଼ାସ୍ୱର ବର୍ଣ୍ଣସତ୍ୟନାରାୟଣ ରାଜଗୁରୁଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସମୀର ରଞ୍ଜନ ଦାଶସତ୍ୟବାଦୀ ବନ ବିଦ୍ୟାଳୟଉପେନ୍ଦ୍ର ଭଞ୍ଜମହମ୍ମଦ ମୋକିମ୍ସମ୍ବଲପୁରଦୀପକ ମିଶ୍ରମଧୁସୂଦନ ରାଓପ୍ରତିଭା ଶତପଥୀସୁଭାଷ ଚନ୍ଦ୍ର ବୋଷଶାସ୍ତି (ଓଡ଼ିଆ କଥାଚିତ୍ର)ମାଟିର ମଣିଷକଟକଜଗନମୋହ‌ନ ଲାଲଅର୍ଥଶାସ୍ତ୍ରଉତ୍କଳ ବ୍ରାହ୍ମଣଢଗ ଢମାଳିପ୍ରଥମ ବିଶ୍ୱଯୁଦ୍ଧଗୋପାଳକୃଷ୍ଣ ପଟ୍ଟନାୟକପକ୍ଷକୃଷ୍ଣପ୍ରସାଦ ମିଶ୍ରଚାନ୍ଦ୍ରମାସଜଗନ୍ନାଥ ଦାସଇଣ୍ଡୋନେସିଆରୋହିତ ଶର୍ମାଶ୍ରଦ୍ଧାକର ସୂପକାରତାରିଣୀ ମନ୍ଦିର, ଘଟଗାଁଚୁଡ଼ାନଅଙ୍କ ଦୁର୍ଭିକ୍ଷବିଦ୍ୟୁତପ୍ରଭା ଦେବୀପାରମିତା ଶତପଥୀପୂର୍ଣ୍ଣଚ୍ଛେଦପ୍ରାଣୀପାଇକ ବିଦ୍ରୋହଫୋସିନୋପ୍ରିଲଭଦଭଦଳିଆତ୍ରିପୁରା ମିଶ୍ରଶ୍ରୀଲଙ୍କାର ଭୂଗୋଳଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପଙ୍କଜ ଉଧାସପିଙ୍କି ପ୍ରଧାନଆନ୍ତର୍ଜାତିକ ମହିଳା ଦିବସହନୁମାନଜୟୀ ରାଜଗୁରୁମାଗୁଣିର ଶଗଡ଼ହମିଦା ବାନୁ ବେଗମଶିଶୁ ଅନନ୍ତ ଦାସପ୍ରଗତିବାଦୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାରଳା ମନ୍ଦିର୩୦ ଅପ୍ରେଲରାମଶଙ୍କର ରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭୃସଙ୍ଗ ଗଛଚିକୁନ‌ଗୁନିଆଲସିରଥଯାତ୍ରାସଚ୍ଚିଦାନନ୍ଦ ରାଉତରାୟପ୍ରହ୍ଲାଦ ନାଟକମାଲକାନଗିରି ଜିଲ୍ଲାବଳଦେବଜୀଉ ମନ୍ଦିରକଳାପାହାଡ଼ସରୋଜିନୀ ସାହୁଗର୍ଭାଶୟ କର୍କଟପୁଥୁପ୍ପାଲ୍ଲୀ, କୋଟ୍ଟାୟାମସତୀ (ହିନ୍ଦୁ ଦେବୀ)ଫେବୃଆରୀ🡆 More