କାକର

କାକର (Dew) ବାୟୁମଣ୍ଡଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ ।

କାକର
ଘାସ ଉପରେ ପଡ଼ିଥିବା କାକର ବିନ୍ଦୁ ।

ସୃଷ୍ଟି

କାକର 
ବୁଢ଼ିଆଣୀ ଜାଲ ଉପରେ ପଡ଼ିଥିବା କାକର (Dew) ।

ରାତିବେଳା ଭୂପୃଷ୍ଠ ତାପ ବିକିରଣ ଯୋଗୁଁ ଶୀତଳ ହୁଏ । ହେମନ୍ତ ଋତୁ ଓ ଶୀତ ଋତୁରେ ଏହି ଶୀତଳ ହେବା ମାତ୍ରା ଅଧିକ । ତେଣୁ ଏହି ସମୟରେ ଶୀତଳ ଭୂପୃଷ୍ଠକୁ ଲାଗି ରହିଥିବା ବାୟୁ ମଧ୍ୟ ବିଶେଷଭାବେ ଶୀତଳ ହୁଏ । ବାୟୁର ତାପମାତ୍ରା ଯେତେବେଳେ ଶିଶିରାଙ୍କ ତଳକୁ ଖସିଯାଏ, ଜଳୀୟବାଷ୍ପ ଘନୀଭୂତ ହୋଇ ଛୋଟ ଛୋଟ ଜଳବିନ୍ଦୁ ଆକାରରେ ଘାସପତ୍ର ଇତ୍ୟାଦିରେ ଲାଗିରହିଥାଏ । ଏହାକୁ କାକର ବା ଶିଶିର (Dew) କୁହାଯାଏ ।

ପ୍ରକୃଷ୍ଟ ବାତାବରଣ

ଲମ୍ବା ଶୀତ ରାତି, ନିର୍ମଳ ଆକାଶ ଓ ସ୍ଥିର ବାୟୁମଣ୍ଡଳ କାକର ସୃଷ୍ଟି ପାଇଁ ସ‌ହାୟକ ହୋଇଥାଏ ।

ତୁହିନ (Frost)

କାକର 
ଗାଡ଼ି ଉପରେ ପଡ଼ିଥିବା ତୁହିନ (Frost) ।

ମଧ୍ୟ ଓ ଉଚ୍ଚ ଅକ୍ଷାଂଶରେ ପୃଥିବୀ ଶୀତ ରାତିରେ ଏତେ ଶୀତଳ ହୋଇଯାଏ ଯେ, ତାପମାତ୍ରା ହିମାଙ୍କ ତଳକୁ ଖସିଯାଏ । ଏଠାରେ ଜଳୀୟବାଷ୍ପ ଘନୀଭୂତ ହେବା ପରେ ତରଳ ଅବସ୍ଥାରେ ରହି ନ ପାରି କଠିନ ଅବସ୍ଥା ଧାରଣ କରେ । ଶିଶିର (Dew) ବିନ୍ଦୁର ଏହି କଠିନ ଅବସ୍ଥାକୁ ତୁହିନ (Frost) କୁହାଯାଏ ।

ଆଧାର

Tags:

କାକର ସୃଷ୍ଟିକାକର ପ୍ରକୃଷ୍ଟ ବାତାବରଣକାକର ତୁହିନ (Frost)କାକର ଆଧାରକାକରବାୟୁମଣ୍ଡଳ

🔥 Trending searches on Wiki ଓଡ଼ିଆ:

ଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩୧୯୯୯ ଓଡ଼ିଶା ମହାବାତ୍ୟାରଙ୍ଗବତୀନଟବର ଶତପଥୀପୂରଣବାଚକ ସଂଖ୍ୟାଭାରତୀୟ ଜାତୀୟ କଂଗ୍ରେସମଦନମୋହନ ମିଶ୍ରବିଜୁ ପଟ୍ଟନାୟକପୃଥିବୀଚନ୍ଦନ ଯାତ୍ରାକ୍ଷୀରଗୋଦାବରୀଶ ମିଶ୍ରଭାରତ ସରକାରଚନ୍ଦ୍ରଶେଖର ନନ୍ଦଯଶୋଧାରା ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅମିୟ କୁମାରୀ ପାଢ଼ୀ୮ ଅପ୍ରେଲଜୟୀ ରାଜଗୁରୁତାରାପ୍ରସାଦ ଦାସଯକୃତକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶ୍ରୀ ଦେବ ରାମେଶ୍ଵର ମନ୍ଦିରପାରାଦ୍ୱୀପଜୟନାରାୟଣ ମିଶ୍ରପ୍ରତିଭା ରାୟଭାରତ ଛାଡ଼ ଆନ୍ଦୋଳନନବକଳେବରକରଣ (ଜାତି)ମନୋଜ ଦାସଙ୍କ କଥା ଓ କାହାଣୀଭାନୁଜୀ ରାଓମନୋଜ ଦାସସୌର ଜଗତଭାରତର ନଦୀ ସମୂହର ତାଲିକାରାଜା ରାମମୋହନ ରାୟଓଡ଼ିଆ ଲିପିକେଳୁଚରଣ ମହାପାତ୍ରଅଚ୍ୟୁତାନନ୍ଦ ଦାସରମେଶ ପ୍ରସାଦ ପାଣିଗ୍ରାହୀଦାସକାଠିଆତୋରାଣିଭୀମ ଭୋଇସୁଦଶା ବ୍ରତହରପ୍ରସାଦ ଦାସମଧୁସୂଦନ ଦାସବୁଧେଇ ଓଷାକାମଦା ଏକାଦଶୀଗିରିଜା କୁମାର ବଳୀୟାରସିଂହଚୈତ୍ର ପୂର୍ଣ୍ଣିମା୧୮ ଅପ୍ରେଲକଳାପାହାଡ଼ମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀଧଉଳିଓଡ଼ିଶାଶିଶୁ ଅନନ୍ତ ଦାସସହଦେବ (ମହାଭାରତ)ହେମୋଫିଲିଆ୧୯୮୪ସରଳା ଦେବୀକପିଳାସ ଶିବ ମନ୍ଦିରବିଜୟ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବେଣୁଧର ରାଉତ୩ ଅପ୍ରେଲଶ୍ରୀ ଅରବିନ୍ଦଦାଶରଥୀ ଜେନାସିପାହୀ ବିଦ୍ରୋହପ୍ରଦୂଷଣ🡆 More