ଲିଖନ ଶୈଳୀ

ଉଇକିପିଡିଆର ଲିଖନ ଶୈଳୀ ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।

ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।

ଲିଖନ ଶୈଳୀ ଆଲୋଚନା ପୃଷ୍ଠାରେ ଶୈଳୀ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ।

Tags:

🔥 Trending searches on Wiki ଓଡ଼ିଆ:

ପଟ୍ଟଚିତ୍ରଅପରାଜିତା ଷଡ଼ଙ୍ଗୀ୧୯୨୦୧୨ ଫେବୃଆରୀକାଳୀଚରଣ ପଟ୍ଟନାୟକରାସେଶ୍ୱରୀ ପାଣିଗ୍ରାହୀଡାଲିଭାରତୀୟ ସମ୍ବିଧାନମଙ୍ଗଳା ମନ୍ଦିରସୌଭାଗ୍ୟ କୁମାର ମିଶ୍ରଭୁବନେଶ୍ୱରସ୍ୱିଡେନଦଶାବତାର୨୪ ଅପ୍ରେଲବୁଧବାର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନସମୀର ରଞ୍ଜନ ଦାଶଯୁକ୍ତରାଷ୍ଟ୍ର ଆମେରିକାଦୀନକୃଷ୍ଣ ଦାସମିଳିତ ଜାତିସଂଘଜାପାନଉଇକିଅଭିଧାନଗଜଲରାଧାମୋହନ ଗଡ଼ନାୟକନମିତା ଅଗ୍ରୱାଲମହାତ୍ମା ଗାନ୍ଧୀଙ୍କ ପରିବାରଭୂମିକମ୍ପସାଧୁ ମେହେରଚିଲିକା ହ୍ରଦଅକ୍ଷି ତୃତୀୟାହେଲୋ ନେଟୱର୍କକିଶୋରୀ ଚରଣ ଦାସନେମାଳଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୂମିକା ଦାଶପ୍ରଦୀପ କୁମାର ପାଣିଗ୍ରାହୀଭାରତର ରାଷ୍ଟ୍ରପତିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଓଡ଼ିଆ କଥାଚିତ୍ର ଜଗତwiki.phtmlଓଡ଼ିଶା ସରକାରଅଜନ୍ତା ଗୁମ୍ଫାଅର୍ଜୁନ ଗଛଉପେନ୍ଦ୍ର କିଶୋର ଦାସସୌର ଜଗତଗନରିଆନବକଳେବରଲୋକ ସଭାବନ୍ଧୁତାନଟବର ସାମନ୍ତରାୟସମୁଦ୍ରସ୍ୱାମୀ ବିବେକାନନ୍ଦସଚ୍ଚିଦାନନ୍ଦ ରାଉତରାୟ୬୩୩ଗୁରୁ ପ୍ରସାଦ ମହାନ୍ତିବୁନ୍ଦିଆ ଖିରିଗୀତଗୋବିନ୍ଦଦୀପକ ମିଶ୍ରବ୍ରାଉଜରଏସ୍କେରିସିଆ କୋଲାଇଆକବରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମୋରୋକ୍କୋ୧୨ ଅପ୍ରେଲମିନତି ମିଶ୍ରବାରାକ ଓବାମାଉଇକିପିଡ଼ିଆ ସମୂହର ତାଲିକା🡆 More