ଅକ୍ଷର କଳା

ଅକ୍ଷର କଳା ବା ଟାଇପୋଗ୍ରାଫି (ଗ୍ରୀକ ଶବ୍ଦ τύπος(ଟାଇପୋସ/typos) = ଆଧାର/ରୂପ ଓ γραφή(ଗ୍ରାଫି/graphy) = ଲେଖନ) ଟାଇପସଜାଣି ପ୍ରକାରର କଲା ଓ କାରିଗରିକୁ ବୁଝାଇଥାଏ । ଏହି ସଜାଣି ଟାଇପଫେସ ବଛା, ବିନ୍ଦୁ ଆକାର, ଧାଡ଼ି ଲମ୍ଚ, ଲିଡ଼ିଙ୍ଗ (ଧାଡ଼ି ସ୍ପେସିଙ୍ଗ), ଅକ୍ଷର ଧାଡ଼ି ଭିତରେ ଥିବା ଖାଲି ଜାଗା ସଜାଣି (ଟ୍ରାକିଙ୍ଗ) ଓ ଅକ୍ଷରଯୋଡ଼ା ଭିତରେ ଥିବା ଖାଲି ଜାଗା ସଜାଣି (କର୍ଣ୍ଣିଙ୍ଗ) ଆଦିକୁ ବୁଝାଇଥାଏ। ଟାଇପ ଡିଜାଇନ ଏକ ପ୍ରକାରର ହାତକାମ, ଯାହାକୁ କେହି କେହି ଅଲଗା ଓ କେହି କେହି ଅକ୍ଷର କଳା ବା ତାଇପୋଗ୍ରାଫିର ଏକ ଭାଗ ମନେକରିଥାନ୍ତି; ଅଧିକାଂଶ ଟାଇପକାର ଟାଇପଫେସ ତିଆରି କରିନଥାନ୍ତି ଓ କେତେକ ଟାଇପ ଡିଜାଇନର ନିଜକୁ ଟାଇପୋଗ୍ରାଫର ମନେକରି ନଥାନ୍ତି ।

ଅକ୍ଷର କଳା
ଟ୍ରାଜାନ ଅକ୍ଷରସମୂହ, ଯାହା କାପିଟାଲିସ ମନୁମେଣ୍ଟାଲିସ ବା ରୋମାନ ସ୍କ୍ୱେଆର କାପିଟାଲସ, ଯାହା ଟ୍ରାଜାନଙ୍କ ସ୍ତମ୍ଭର ଅନୁଶାସନରେ ଲେଖାହୋଇଅଛି । ଏହି ଅକ୍ଷରସମୂହର ନାମ ସେହିଠାରୁ ନିଆଯାଇଅଛି ।

ବିରାମ ଚିହ୍ନସବୁ

ବିରାମ ଚିହ୍ନ
ଆପୋଷ୍ଟ୍ରୋପ ( ’ ' )
ବନ୍ଧନୀସମୂହ ( [ ], ( ), { }, ⟨ ⟩ )
କଲୋନ ( : )
କମା ( , )
ଡ୍ୟାସ ( , –, —, ― )
ଏଲିପସିସ ( …, ..., . . . )
ଆଶ୍ଚର୍ଯ୍ୟବାଚକ ଚିହ୍ନ ( ! )
ପୂର୍ଣ୍ଣଚ୍ଛେଦ ( )
ଫୁଲଷ୍ଟପ/ପିରିଅଡ଼ ( . )
ଗିଲିମେଟ ( « » )
ହାଇଫେନ ( )
ହାଇଫେନ-ବିଯୁକ୍ତ ଚିହ୍ନ ( - )
ପ୍ରଶ୍ନ ଚିହ୍ନ ( ? )
ଉଦ୍ଧୃତି ଚିହ୍ନ ( ‘ ’, “ ” )
ଅଧା ଉଦ୍ଧୃତି ଚିହ୍ନ ( ; )
ସ୍ଲାସ/ଷ୍ଟ୍ରୋକ ( / )
ସଲିଡସ ( )
ଶବ୍ଦ ଭାଜକ
ଖାଲି‌‌ ଜାଗା ( ) ( ) ( ) (␠) (␢) (␣)
ମଝି ବିରାମ ( · )
ସାଧାରଣ ଅକ୍ଷର କଳା
ଆମ୍ପରସାଣ୍ଡ ( & )
ଆଟ୍ ଚିହ୍ନ ( @ )
ଆଷ୍ଟରିସ୍କ ( * )
ପଛସ୍ଲାସ ( \ )
ବିନ୍ଦୁ ( )
କ୍ୟାରେଟ ( ^ )
ସତ୍ଵାଧିକାର ଚିହ୍ନ ( © )
ଡାଗର ( †, ‡ )
ଡିଗ୍ରି ( ° )
ଡିଟୋ ଚିହ୍ନ ( )
ଓଲଟା ବିସ୍ମୟସୂଚକ ଚିହ୍ନ ( ¡ )
ଓଲଟା ପ୍ରଶ୍ନ ଚିହ୍ନ ( ¿ )
ସଂଖ୍ୟା ଚିହ୍ନ/ପାଉଣ୍ଡ/ହାସ ( # )
ନ୍ୟୁମେରୋ ଚିହ୍ନ ( )
ଅବେଲସ ( ÷ )
ପୂରଣବାଚକ ସଂଖ୍ୟା ( º, ª )
ଶତକଡ଼ା ଚିହ୍ନ ( %, ‰, )
ପିଲକ୍ରୋ ( )
ମୌଳିକ ସଂଖ୍ୟା ( ′, ″, ‴ )
ସତ୍ଵାଧିକାର ଚିହ୍ନ ( ® )
ବିଭାଗ ଚିହ୍ନ ( § )
ସର୍ଭିସ ମାର୍କ ( )
ଧ୍ଵନି ରେକର୍ଡ଼ିଙ୍ଗ ସତ୍ଵାଧିକାର ( )
ଟିଲ୍ଡ ( ~ )
ଟ୍ରେଡ଼ମାର୍କ ( )
ଅଣ୍ଡରସ୍କୋର/ଅଣ୍ଡରଷ୍ଟ୍ରାଇକ ( _ )
ଭୂଲମ୍ବ ରୁହ/ଭଙ୍ଗା ରୁହ, ପାଇପ ( ¦, | )
ମୁଦ୍ରା
ମୁଦ୍ରା (ବର୍ଗୀୟ) ( ¤ )
ମୁଦ୍ରା ନିର୍ଦ୍ଦିଷ୍ଟ
( ₳ ฿ ₵ ¢ ₡ ₢ ₠ $ ₫ ৳ ₯ € ƒ ₣ ₲ ₴ ₭ ℳ ₥ ₦ ₧ ₱ ₰ £ ₨ ₪ ₸ ₮ ₩ ¥ ៛ )
ଅସାଧାରଣ ଅକ୍ଷର କଳା
ଆଷ୍ଟେରିଜମ ( )
ଟି ( )
ଅପ ଟ୍ରାକ ( )
ସୂଚକ/ପ୍ରଥମା ( )
ଅତଏବ ଚିହ୍ନ ( )
ଇଣ୍ଟେରୋବାଙ୍ଗ ( )
ଥଟ୍ଟା ପରିହାସ ବିରାମ ଚିହ୍ନ ( )
ଲୋଜିଙ୍ଗି ( )
ଆଧାର ଚିହ୍ନ ( )
ଟାଇ ( )
ସମ୍ବନ୍ଧିତ
ବିଶେଷକ ଚିହ୍ନ
ଖାଲିସ୍ଥାନରେ ଥିବା ଅକ୍ଷର
ଅଣ-ଇଂରାଜୀ ଉଦ୍ଧୃତି ଶୈଳି ( « », „ ” )

    ଡାକଟିକେଟ ସଙ୍ଗ୍ରହରେ "ଟାଇପୋଗ୍ରାଫି, ବିଶେଷ କରି ୧୯ଶ ଶତକର ଡାକଟିକେଟରେ ଏହା ଛାପାଖାନା ଛପାକୁ ବୁଝାଇଥାଏ ।

ଇତିହାସ

ଆରମ୍ଭ

ଅକ୍ଷର କଳା

ରଙ୍ଗ

ପଠନ ଓ ଦେଖଣା ଯୋଗ୍ୟ

ପରୀକ୍ଷାମୂଳକ ଅକ୍ଷରକଳା

ଦେଖଣା ଅକ୍ଷର କଳା

ପ୍ରଚାର

ଅନୁଶାସନ ଓ ପ୍ରତ୍ନତତ୍ତ୍ୱ ଅକ୍ଷରକଳା

ଆହୁରି ଦେଖନ୍ତୁ

ସହାୟକ ସଙ୍ଗଠନ

ଟୀକା

ଆଧାର

ଅଧିକ ତଥ୍ୟ

Tags:

ଅକ୍ଷର କଳା ଇତିହାସଅକ୍ଷର କଳା ଆରମ୍ଭଅକ୍ଷର କଳା ପଠନ ଓ ଦେଖଣା ଯୋଗ୍ୟଅକ୍ଷର କଳା ଦେଖଣା ଅକ୍ଷର କଳା ଆହୁରି ଦେଖନ୍ତୁଅକ୍ଷର କଳା ଟୀକାଅକ୍ଷର କଳା ଆଧାରଅକ୍ଷର କଳା ଅଧିକ ତଥ୍ୟଅକ୍ଷର କଳାଗ୍ରୀକ ଭାଷା

🔥 Trending searches on Wiki ଓଡ଼ିଆ:

ଅଶୋକ (ଗଛ)Dharanidhar Bhuyanହନୁମାନ ଜୟନ୍ତୀରାମଶଙ୍କର ରାୟଭୌଗଳିକ ଦିଗବାରେଣିwiki.phtmlଓଡ଼ିଶାର ପର୍ବପର୍ବାଣିଥିଓଟେପା୭ ମାର୍ଚ୍ଚଜଗନ୍ନାଥଙ୍କ ବେଶଦଶାବତାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳନାରାୟଣ ସାହୁଅଶ୍ୱତ୍ଥାମାସାବିତ୍ରୀ ଓଷାଚଉତିଶାରାମାୟଣଓଡ଼ିଆ ନାଟକସୌର ଶକ୍ତିପ୍ରଦୀପ କୁମାର ପାଣିଗ୍ରାହୀକାନାଡ଼ାଜହ୍ନିଓଷାତାମିଲ ଭାଷାସୁଦାମ ମାରାଣ୍ଡିଝାରସୁଗୁଡ଼ାସରଳା ଦେବୀକୋରାଖଇକଳାକଳେବର ଚଉତିଶାରମାକାନ୍ତ ରଥମନୋଜ ଦାସଅକ୍ଟୋବରଗଙ୍ଗବଂଶବୃହସ୍ପତିବିଶ୍ୱନାଥ କରଓଡ଼ିଶାପ୍ରାଣବନ୍ଧୁ କରଘୁମୁରା ନାଚବୀର ସୁରେନ୍ଦ୍ର ସାଏଉଇକିଖବରଇଣ୍ଡିଆନ ପ୍ରିମିଅର ଲିଗଅଚିହ୍ନା ବାସଭୂମିଚିତ୍ତରଞ୍ଜନ ଦାସଅମର ପ୍ରସାଦ ଶତପଥୀନଇ ଆରପାରିନନ୍ଦ କିଶୋର ବଳପରଶୁରାମଗୁଣନମହାଦେଶଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳିଙ୍ଗ ଯୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧକୋରାପୁଟପ୍ରହ୍ଲାଦ ନାଟକରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରସୁନୀଲ ପାଲ୍କୃଷ୍ଣ ଜନ୍ମାଷ୍ଟମୀଆମ୍ବେଦକର ଜୟନ୍ତୀନିତ୍ୟାନନ୍ଦ ଶତପଥୀନଡ଼ିଆକନ୍ୟା (ରାଶି)ଧନୁଯାତ୍ରାସୀତାକାନ୍ତ ମହାପାତ୍ର୨ (ସଂଖ୍ୟା)ଅଂଶୁଘାତ🡆 More