ମଙ୍ଗଳବାର: ସପ୍ତାହର ଏକ ଦିନ

ମଙ୍ଗଳବାର ହେଉଛି ସପ୍ତାହର ତୃତୀୟ ଦିନ । ଏହା ସୋମବାର ପରେ ଏବଂ ବୁଧବାର ପୂର୍ବରୁ ଆସିଥାଏ । ମଙ୍ଗଳବାରର ନାମ ମଙ୍ଗଳ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଶୁଭ । ମଙ୍ଗଳ ମଧ୍ୟ ସୌର ପ୍ରଣାଳୀରେ ଏକ ଗ୍ରହର ନାମ ।

  • ମଙ୍ଗଳ ଅର୍ଥ ପବିତ୍ର ଏବଂ ଶୁଭ , ତେଣୁ ମଙ୍ଗଳବାରରେ ହିନ୍ଦୁମାନେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଶୁଭ ବୋଲି ବିବେଚନା କରନ୍ତି ।
  • ଗ୍ରୀସ୍ ଏବଂ ସ୍ପେନରେ ମଙ୍ଗଳବାର ଯେ କୌଣସି କାର୍ଯ୍ୟ ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ସେମାନଙ୍କର ପାରମ୍ପାରିକ ବିଚାର ଅନୁଯାୟୀ ମଙ୍ଗଳବାର ଦିନ ଯାତ୍ରା କରିବା କିମ୍ବା ବିବାହ କରିବା ଉଚିତ ନୁହେଁ ।

ଆନ୍ତର୍ଜାତୀୟ ମାନକ ISO 8601 ଅନୁଯାୟୀ, ସୋମବାର ହେଉଛି ସପ୍ତାହର ପ୍ରଥମ ଦିନ; ଏହି ହିସାବରେ, ମଙ୍ଗଳବାର ସପ୍ତାହର ଦ୍ୱିତୀୟ ଦିନ । କେତେକ ସାଧାରଣ ବ୍ୟବହୃତ କ୍ୟାଲେଣ୍ଡର ଅନୁଯାୟୀ, ବିଶେଷତଃ ଯୁକ୍ତରାଷ୍ଟ୍ରରେ ରବିବାର ହେଉଛି ସପ୍ତାହର ପ୍ରଥମ ଦିନ, ତେଣୁ ମଙ୍ଗଳବାର ସପ୍ତାହର ତୃତୀୟ ଦିନ । ଇସଲାମିକ ଦେଶମାନଙ୍କରେ, ଶନିବାର ହେଉଛି ସପ୍ତାହର ପ୍ରଥମ ଦିନ ଏବଂ ତେଣୁ ମଙ୍ଗଳବାର ହେଉଛି ସପ୍ତାହର ଚତୁର୍ଥ ଦିନ ।

ଆଧାର

Tags:

ବୁଧବାରସୋମବାର

🔥 Trending searches on Wiki ଓଡ଼ିଆ:

ଘର ବାହୁଡ଼ାଚନ୍ଦ୍ରଶେଖର ଆଜାଦମୋରୋକ୍କୋଚିନ୍ତାମଣି ବେହେରାଧର୍ମେନ୍ଦ୍ର ପ୍ରଧାନଚକ୍ରଧର ମହାପାତ୍ରରଜହୃଷୀକେଶ ପଣ୍ଡାଭଗବତ ଗୀତାବିର୍ସା ମୁଣ୍ଡାକବିସୂର୍ଯ୍ୟ ବଳଦେବ ରଥଓଡ଼ିଶା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପୁରୀଚୈତ୍ର ପୂର୍ଣ୍ଣିମାପ୍ରଦୀପ କୁମାର ପଣ୍ଡାଲୋକ ସଭାହନୁମାନ ଜୟନ୍ତୀଅପରାଜିତା ଷଡ଼ଙ୍ଗୀମୀନ (ମାସ)ଗୁରୁପ୍ରସାଦ ମହାନ୍ତିଚିତ୍ତରଞ୍ଜନ ଦାସ୧୯୨୦ଭାରତୀୟ ସ୍ୱାଧୀନତା ଆନ୍ଦୋଳନସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉପେନ୍ଦ୍ର ଭଞ୍ଜକାଳୀଚରଣ ପଟ୍ଟନାୟକମିଳିତ ଜାତିସଂଘଯାଜପୁରସମୀର ରଞ୍ଜନ ଦାଶରତ୍ନାକର ଚଇନିପିଆଜମାୟାଧର ମାନସିଂହଋଷିଆଯୌନ ସମ୍ଭୋଗଅଭିରାମ ପରମହଂସଚଉଷଠି ଯୋଗିନୀ ମନ୍ଦିର, ହୀରାପୁରପଦ୍ମଚରଣ ପଟ୍ଟନାୟକଶିବଇରା ମହାନ୍ତିଦୁର୍ଗାଏସ୍କେରିସିଆ କୋଲାଇକଣ୍ଡୋମବିଶ୍ୱଜିତ ଦାସଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଜ୍ଞାନପଠାଣି ସାମନ୍ତବିଷ୍ଣୁହେଲୋ ନେଟୱର୍କଗୋଦାବରୀଶ ମିଶ୍ରୟୁ ଟ୍ୟୁବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଔଷଧୀୟ ଗଛଲତାମାନଙ୍କର ତାଲିକାଲବଙ୍ଗପ୍ରେମରାସନ କାର୍ଡ଼ (ଭାରତ)୧୫ ଫେବୃଆରୀସଞ୍ଜୁ ଆଉ ସଞ୍ଜନାପ୍ରଧାନ ପୃଷ୍ଠାଅମ୍ଳଜାନବୌଦ୍ଧ ଧର୍ମତାଳଚେରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଫେବୃଆରୀଓଡ଼ିଶାର ଲୋକନୃତ୍ୟ🡆 More