ଶିକ୍ଷଣ

ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ

ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ

କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ

ଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ ।

ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।

ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।

"ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।

ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !!

ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।


Tags:

ଉଇକିପିଡ଼ିଆ:Cheatsheetଉଇକିପିଡ଼ିଆ:Glossaryଉଇକିପିଡ଼ିଆ:Help deskଉଇକିପିଡ଼ିଆ:Questionsଉଇକିପିଡ଼ିଆ:Reference deskଉଇକିପିଡ଼ିଆ:ଜାଣିବା କଥାସହଯୋଗ:ବିଷୟବସ୍ତୁ

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଶେଖର ଭେଙ୍କଟ ରମଣଦକ୍ଷିଣ ଆଫ୍ରିକାଇଣ୍ଟର ମିଲାନ ଫୁଟବଲ କ୍ଲବwiki.phtmlଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଲକ୍ଷ୍ମୀନାରାୟଣ ସାହୁଷଡ଼ଭୁଜଗୀତଗୋବିନ୍ଦଆଣ୍ଡ୍ରଏଡ଼ବଣ୍ଡା ଜନଜାତିଋଷିଆଶରଣ ଶ୍ରୀକ୍ଷେତ୍ରରାଶି ଓ ନକ୍ଷତ୍ରମାଣବସା ଗୁରୁବାରଚନ୍ଦ୍ରଯାନ-୧ଓଡ଼ିଶା ପ୍ରିମିଅର ଲିଗସୁଶାନ୍ତ ସିଂହ୧୫୨୮ଓଡ଼ିଆ କାବ୍ୟ କବିତାବୀର ସୁରେନ୍ଦ୍ର ସାଏଗ୍ରୀକ ଭାଷାଅସିତ ମହାନ୍ତିପାକିସ୍ତାନସମୟ (କାଳ)ଅପରିମେୟ ସଂଖ୍ୟାରାଣୀ ଲକ୍ଷ୍ମୀବାଈ୨ ଡିସେମ୍ବରଇରା ମହାନ୍ତିଜଳବାୟୁକନଫୁସିଅସସେସିଲିଆ ପେଇନ-ଗାପୋସ୍ଚକିନକଟକପ୍ରଣବ ପ୍ରକାଶ ଦାସତୁଳସୀ ଚଉରାଭାସ୍କୋ ଡା ଗାମାବାଜି ରାଉତଆଚାର୍ଯ୍ୟ ହରିହରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଆନୋରେକସିଆ ନର୍ଭୋସାଓଡ଼ିଆ ଭାଗବତଶ୍ରୀଭୋଦେଇ ଓଷାପରିସଂଖ୍ୟାନଅମ୍ଳଜାନବିଜୟ ମିଶ୍ରଅସହଯୋଗ ଆନ୍ଦୋଳନଭାରତ ଛାଡ଼ ଆନ୍ଦୋଳନହରେକୃଷ୍ଣ ମହତାବପଖାଳଅର୍ଜୁନ ଗଛମାଳତୀ ଚୌଧୁରୀସଂତୃପ୍ତ ମିଶ୍ରକୌଶଲ୍ୟା ବନ୍ଧବଳରାମ ଦାସମାଛରାମଚନ୍ଦ୍ର ମିଶ୍ରଓଡ଼ିଶାର ପର୍ବପର୍ବାଣିସୋନାକ୍ଷୀ ସିହ୍ନାଶିବଭୁବନେଶ୍ୱର ବେହେରାହୃଷୀକେଶ ମଲ୍ଲିକDarifenacinଓଡ଼ିଆ ନାଟକରୀତା ସାହୁ୧୮ ମାର୍ଚ୍ଚଭିଏତନାମ୧୫୨୫ହୋଲି🡆 More