ନାଉରୁ

ନାଉରୁ ଏକ ଦ୍ୱୀପ ଦେଶ । ୧୯୬୮ ଜାନୁଆରୀ ୩୧ରେ ଅଷ୍ଟ୍ରେଲିଆ ଅଧୀନରୁ ନାଉରୁ ସ୍ୱାଧୀନତା ଲାଭ କରିଥିଲା । ହାୱାଇଠାରୁ ୨,୮୦୦ ମାଇଲ ଦୂର ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ମାଇକ୍ରୋନେସିଆରେ ଏହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଅବସ୍ଥିତ । ସରକାରୀ ଭାବେ ରିପବ୍ଳିକ ଅଫ ନାଉରୁ କଥିତ ହେଉଥିବା ବେଳେ ଏହା ପ୍ଲିଜାଣ୍ଟ ଆଇଲଣ୍ଡ ଭାବେ ମଧ୍ୟ ପରିଚିତ । ୨୧ ବର୍ଗକିଲୋମିଟରରେ ପରିବ୍ୟାପ୍ତ ନାଉରୁ ପୃଥିବୀର ସବୁଠାରୁ କ୍ଷୁଦ୍ର ରିପବ୍ଳିକ । ଭାଟିକାନ ସିଟି ପରେ ଏହା ସବୁଠାରୁ କମ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ । ଏଠାରେ ମାଇକ୍ରୋନେସିଆ ଓ ପଲିନେସିଆର ଲୋକେ ବାସ କରନ୍ତି ।

ନାଉରୁ
ନାଉରୁ'ର ପତାକା
ନାଉରୁ
ନାଉରୁ
ନାଉରୁ'ର ଅବସ୍ଥିତି

ଇତିହାସ

୧୯ଶ ଶତାବ୍ଦୀରେ ଏହି ଦ୍ୱୀପ ଜର୍ମାନୀ ସାମ୍ରାଜ୍ୟର ଅଂଶ ଭାବେ ପରିଗଣିତ ହେଉଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ଏଠାରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବ୍ରିଟେନ ବିଭିନ୍ନ ସମୟରେ ଶାସନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନୀ ସେନା ଏହି ଦ୍ୱୀପ ଅଧିକାର କରିଥିଲା । ଯୁଦ୍ଧ ଶେଷ ହେବା ପରେ ଅଷ୍ଟ୍ରେଲିଆ ଏହାର ଶାସନ ଦାୟିତ୍ୱରେ ରହିଥିଲା ।

ଭୂଗୋଳ

ଧର୍ମ

ପ୍ରାଶାସନିକ ବିଭାଜନ

ଭାଷା

ଆଧାର

Tags:

ନାଉରୁ ଇତିହାସନାଉରୁ ଭୂଗୋଳନାଉରୁ ଧର୍ମନାଉରୁ ପ୍ରାଶାସନିକ ବିଭାଜନନାଉରୁ ଭାଷାନାଉରୁ ଆଧାରନାଉରୁଅଷ୍ଟ୍ରେଲିଆ

🔥 Trending searches on Wiki ଓଡ଼ିଆ:

ଫିଲିପାଇନ୍ସଚୈତନ୍ୟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭୂମିଜ ଜାତିହେନା ଫୁଲମଙ୍ଗଳା ମନ୍ଦିରଗୁଣନବୈଷ୍ଣବ ଚରଣ ସାମଲଚିନ୍ତାମଣି ବେହେରାମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ରଥଯାତ୍ରାଖାଦ୍ୟମାଟିର ମଣିଷ (ଉପନ୍ୟାସ)ଗୋପାଳ ଛୋଟରାୟବିମ୍ବାଧର କୁଅଁରସୁନାଗୋପୀନାଥ ମହାନ୍ତିଅଣସରପଖାଳଉଇକିପିଡ଼ିଆବନ୍ଧୁତାଉଇକିଅଭିଧାନକାଠଚମ୍ପାରମାକାନ୍ତ ରଥହେଲୋ ନେଟୱର୍କସ୍ତନଗାଲୁଆନାରୀବାଦକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଣେଶ୍ୱର ବେହେରାଜର୍ଜ କ୍ୟାଣ୍ଟରଜୟନ୍ତୀ ପଟ୍ଟନାୟକଫୁଲକଳମଶାଗକାଳୀଚରଣ ପଟ୍ଟନାୟକଚନ୍ଦନମହାଦେଶତରୁଣକାନ୍ତି ମିଶ୍ର୨୪ ଅପ୍ରେଲଖଣ୍ଡାୟତମନମୋହନ ସାମଲମି ଠୁ (ହ୍ୟାସଟ୍ୟାଗ)ସତ୍ୟ ସାଇ ବାବାଜ୍ଞାନପୀଠ ପୁରସ୍କାରୱିଲିଅମ ସେକ୍ସପିଅରଏ. ପି. ଜେ. ଅବଦୁଲ କଲାମଓଡ଼ିଶାର ସଂସ୍କୃତିଭଗବତୀ ଚରଣ ପାଣିଗ୍ରାହୀଓଡ଼ିଆ ସାହିତ୍ୟର ଇତିହାସସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୀମ ଭୋଇଭକ୍ତ ଚରଣ ଦାସପ୍ରଦୀପ କୁମାର ପଣ୍ଡାଅକ୍ଷି ତୃତୀୟାଓଡ଼ିଶା ବିଧାନ ସଭାମୁସଲମାନବଙ୍ଗୋପସାଗରଆପେଣ୍ଡିସାଇଟିସଗନରିଆରାସେଶ୍ୱରୀ ପାଣିଗ୍ରାହୀ୨୧ମାଟିର ମଣିଷକାଜୁଏଡା ଲଭ୍‌ଲେସ୍‌ବାସନ୍ତୀଜଳଉଇକିପିଡ଼ିଆ ସମୂହର ତାଲିକା🡆 More