ୠ ଓଡ଼ିଆ ବର୍ଣ୍ଣମାଳାର ୮ମ ସ୍ୱର ବର୍ଣ୍ଣ । ଏହାର ନାମ ଦୀର୍ଘ ଋ । ଏହାର ମାତ୍ରା ୄ ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।

ୠ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ବା ମୂର୍ଦ୍ଧନୀ । ଏହାର ଉଚ୍ଚାରଣ ଓଡ଼ିଆରେ "ରୂ" ପରି, ହେଲେ ବଙ୍ଗଳାରେ ଏହା "ରୀ" ପରି । ଏହି ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।

ବ୍ୟବହାର

ଦେଶଜ ଶବ୍ଦ

ଅବ୍ୟୟ ପଦ

ୠକାର (" ୄ ")

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B60 ଓ "ୠକାର" (" ୄ ")ର କୋଡ଼ ହେଲା : 0B44

ଆଧାର

Tags:

ୠ ଉଚ୍ଚାରଣୠ ବ୍ୟବହାରୠ କାର ( ୄ )ୠ କମ୍ପ୍ୟୁଟର କୋଡ଼ୠ ଆଧାରଓଡ଼ିଆ ଭାଷାବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ଆଦର୍ଶ ବିଦ୍ୟାଳୟସାଦୃଶ୍ୟଗଜଲଗୋପାଳ ଛୋଟରାୟଅଶୋକ (ସମ୍ରାଟ)ସ୍ୱାଧୀନତା ଦିବସ‌ (ଭାରତ)ମଧୁସୂଦନ ଦାସଦୀପକ ମିଶ୍ରତରଭୁଜଶାରଳା ପୁରସ୍କାରଆସିକାଅଖିଳ ମୋହନ ପଟ୍ଟନାୟକଭାଷାଚିତ୍ତରଞ୍ଜନ ଦାସଓକିଲ ଦିବସମହାତ୍ମା ଗାନ୍ଧୀଦୀନକୃଷ୍ଣ ଦାସଭାରତୀୟ ଜନତା ପାର୍ଟିଚନ୍ଦନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିରତ୍ନାକର ଚଇନିପ୍ରତିଭା ରାୟଅଦାଯୋଗହରେକୃଷ୍ଣ ମହତାବସମୀର ରଞ୍ଜନ ଦାଶମନୋଜ ଦାସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟରିୟା ସେନମିଳିତ ଜାତିସଂଘମି ଠୁ (ହ୍ୟାସଟ୍ୟାଗ)ଉଇକିପିଡ଼ିଆ ସମୂହର ତାଲିକାଜୀଜାଜୀ ଛତ୍ ପର୍ ହେଁ୨୪ ଅପ୍ରେଲଫକୀର ମୋହନ ସେନାପତିଅଟିଜିମ୍‌ଅକ୍ଷୟ ତୃତୀୟାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଅରଅଲାରନାଥ ମନ୍ଦିରରାଶି ଓ ନକ୍ଷତ୍ରବୀର ସୁରେନ୍ଦ୍ର ସାଏତରୁଣକାନ୍ତି ମିଶ୍ରଓଡ଼ିଆ ସାହିତ୍ୟଖୋର୍ଦ୍ଧା ଜିଲ୍ଲାସଂଗୀତସତ୍ୟ ସାଇ ବାବାବ୍ୟାସଦେବଶିମିଳିପାଳ ଜାତୀୟ ଉଦ୍ୟାନସଞ୍ଜୀବ କୁମାର ମଲ୍ଲିକଅଭିମନ୍ୟୁ ସାମନ୍ତସିଂହାରଗଙ୍ଗଶିଉଳୀବୁନ୍ଦିଆ ଖିରିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଠାଣି ସାମନ୍ତଆମ୍ବକୁନ୍ତଳା କୁମାରୀ ସାବତବନ୍ଦେ ମାତରମଅର୍ଜୁନ ଗଛଇଣ୍ଡିଆନ ପ୍ରିମିଅର ଲିଗଚଉତିଶାଇଣ୍ଡୋନେସିଆଗଣନ ସଂଖ୍ୟାକାଲିଫର୍ମିଅମଏଲିନା ସାମନ୍ତରାୟହନୁମାନ ଜୟନ୍ତୀଫିଲିପାଇନ୍ସ🡆 More