ହାୱଡା ମୁମ୍ବାଇ ମେଲ

ହାୱଡା ମୁମ୍ବାଇ ମେଲ ଭାରତୀୟ ରେଳବାଇ ର  ଏକ  ସୁପରଫାଷ୍ଟ  ଟ୍ରେନ। ଏହା ଦକ୍ଷିଣ ପୂର୍ବ  ରେଳବାଇ ଡିଭିଜନ ଅଧୀନ ରେ  ହାୱଡା  ଜଙ୍କସନରୁ ମୁମ୍ବାଇ  ଛତ୍ରପତି  ଶିବାଜୀ ଟର୍ମିନସ ଯାଏ  ଚଳାଚଳ  କରିଥାଏ ।

Howrah Mumbai Mail
ହାୱଡା ମୁମ୍ବାଇ ମେଲ
Overview
Service typeSuperfast
Current operator(s)South Eastern Railways
Route
StartHowrah Junction
Stops42 as Howrah Mumbai Mail, 44 as Mumbai Howrah Mail
EndMumbai CST
Distance travelled1,968 km (1,223 mi)
Service frequencyDaily
On-board services
Class(es)AC 1st Class, AC 2 tier, AC 3 tier, Sleeper Class, Second Class seating
Seating arrangementsYes
Sleeping arrangementsYes
Catering facilitiesPantry Car attached
Observation facilitiesHas RMS facility
Technical
Rolling stockStandard Indian Railway coaches
Track gauge
Operating speed110 km/h (68 mph) maximum
59.26 km/h (37 mph), including halts

Coaches

ଏଥିରେ 1 ଟି  AC ପ୍ରଥମ ଶ୍ରେଣୀ ସହ AC 2 ଟାଇର 2ଟି , AC 3 ଟାଇର 3ଟି ସହ 13ଟି ସ୍ଳିପର ଓ ଅନ୍ୟ ବଗି ଥାଏ । ଏହା ସହ ମେଲ ବଗି ଲାଗୁଥିବାରୁ ଏହା ମେଲର ମାନନ୍ୟତା ପାଇଥାଏ ।

ହାୱଡା ମୁମ୍ବାଇ ମେଲ 
ହାୱଡା ମୁମ୍ବାଇ ମେଲ  ସ୍ଳିପର  କୋଚ

Service

ଏହି  ଟ୍ରେନ ସମୁଦାୟ 1968 କିଲୋମିଟର ଯାତ୍ରାପଥ ଯାଇଥାଏ । ଏହାକୁ ପହଞ୍ଚିବାକୁ 33 ଘଣ୍ଟା 15 ମିନିଟ ଲାଗିଥାଏ । ଏହାର ହାରାହାରି ବେଗ ଘଣ୍ଟା ପିଛା 59.34 କିଲୋମିଟର । ଏହି ଟ୍ରେନ ପିନ ସୁପରଫାଷ୍ଟ ଭାଡ ନିଆଯାଇଥାଏ ।

ରହଣି

ଯାତ୍ରାପଥରେ ଏହା  ଖଡକପୁର,ବିଳାସପୁର , ନାଗପୁର ଜଙ୍କସନ , ଭୂଷାବଳ , ମନମାଦ, କଲ୍ୟାଣ ଆଦି ଷ୍ଟ୍ରେସନରେ ରହଣି କରେ ।  

ହାୱଡା ମୁମ୍ବାଇ ମେଲ 
Howrah Mumbai Mail - Sleeper Coach

ସମୟ  ସାରଣୀ

12810  ନମ୍ବର  ହାୱଡା  ଟ୍ରେନ ପ୍ରତିଦିନ  ରାତି 8 . 15ରେ ଛାଡି  ତୃତୀୟ ଦିନ ସକାଳ 5. 25ରେ ମୁମ୍ବାଇ  ଅହଞ୍ଚେ । ସେପଟ ଟ୍ରେନ ରାତି 8. 35ରେ ମୁମ୍ବାଇ ଛାଡି ତୃତୀୟ ଦିନ ସକଳ 5.50ରେ ହାୱଡା ପହଞ୍ଚେ ।

ବାହାର ଲିଙ୍କ

  • "Welcome to Indian Railway Passenger reservation Enquiry". indianrail.gov.in. Retrieved 30 ମଇ 2014.
  • "IRCTC Online Passenger Reservation System". irctc.co.in. Retrieved 30 ମଇ 2014.
  • "[IRFCA] Welcome to IRFCA.org, the home of IRFCA on the internet". irfca.org. Retrieved 30 ମଇ 2014.


ଆଧାର

ଛାଞ୍ଚ:IndianTrains

Tags:

ହାୱଡା ମୁମ୍ବାଇ ମେଲ Coachesହାୱଡା ମୁମ୍ବାଇ ମେଲ Serviceହାୱଡା ମୁମ୍ବାଇ ମେଲ ରହଣିହାୱଡା ମୁମ୍ବାଇ ମେଲ ସମୟ  ସାରଣୀହାୱଡା ମୁମ୍ବାଇ ମେଲ ବାହାର ଲିଙ୍କହାୱଡା ମୁମ୍ବାଇ ମେଲ ଆଧାରହାୱଡା ମୁମ୍ବାଇ ମେଲ

🔥 Trending searches on Wiki ଓଡ଼ିଆ:

ଜନ୍ମ ନିରୋଧରାଜା ରାମମୋହନ ରାୟମହିଳା ଯୌନାଙ୍ଗ ଛେଦନଗୋଲୋକ ବିହାରୀ ଧଳ୭ (ସଂଖ୍ୟା)ରାଜ ଯୋଗଗୌରହରି ଦାସଯୁକ୍ତରାଜ୍ୟଭାରତର ସଂସ୍କୃତିଓଡ଼ିଶା ସରକାରପ୍ରାଣକୃଷ୍ଣ ପରିଜାଯୌନ ଉତ୍ପୀଡ଼ନବଳରାମ ଦାସପ୍ରତିଭା ରାୟଘରଗୋଦର ରୋଗଜଣ୍ଡିସ୍ନେପଚୁନଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଭିରାମ ପରମହଂସବଳଆଣ୍ଡାମାନ ସାଗରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟଭାରତବେଲରାକ୍ଷୀ ପୂର୍ଣ୍ଣିମାଓଡ଼ିଆ ଲିପିକୁଞ୍ଜବିହାରୀ ଦାଶଟାହିଆଲାଗି ବେଶପ୍ରଯୁକ୍ତି ବିଦ୍ୟାଗୋପାଳକୃଷ୍ଣ ପଟ୍ଟନାୟକକଟକସତ୍ୟବାଦୀ ବନ ବିଦ୍ୟାଳୟଦେବଗଡ଼ ଜିଲ୍ଲା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜିମି ୱେଲ୍ସଓଡ଼ିଆ କାବ୍ୟ କବିତାଓଡ଼ିଆ ସାହିତ୍ୟଯଦୁମଣି ମହାପାତ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସମ୍ବଲପୁରକଟକ ଜିଲ୍ଲାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସରୋଜିନୀ ସାହୁସମ୍ବଲପୁର ଜିଲ୍ଲାଜନ ଗଣ ମନଗୋବିନ୍ଦ ତ୍ରିପାଠୀଲକ୍ଷ୍ମୀକାନ୍ତ ମହାପାତ୍ର୫ ନଭେମ୍ବରଅଚ୍ୟୁତ ନାୟକଭୃସଙ୍ଗ ଗଛସେଇ ଝିଅଟିପ୍ରଧାନ ପୃଷ୍ଠାଭୁବନେଶ୍ୱର ବେହେରାଶୀତଳ ଷଷ୍ଠୀ ଯାତ୍ରା୧୯୦୫ଶେୟାର ବଜାରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଚୈତନ୍ୟଭାନୁଜୀ ରାଓଉତ୍କଳ ସଙ୍ଗୀତ ମହାବିଦ୍ୟାଳୟc3bn4ପୁଥୁପ୍ପାଲ୍ଲୀ, କୋଟ୍ଟାୟାମଉତ୍କଳ ବ୍ରାହ୍ମଣଓ ଅନ୍ଧଗଳିଢେଙ୍କାନାଳଦାଶରଥି ଦାସମାଁ ପୀତାମ୍ବର ମନ୍ଦିର🡆 More