ରାମବାଗ ପ୍ୟାଲେସ

ରାମବାଗ ପ୍ୟାଲେସ , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜୟପୁରରେ ଅବସ୍ଥିତ ଏକ ହୋଟେଲ । ଏହା ପୂର୍ବତନ ମହାରାଜାଙ୍କ ବାସଗୃହ ଥିଲା ଓ ବର୍ତ୍ତମାନ ଏହା ଏକ ହୋଟେଲରେ ରୂପାନ୍ତରିତ ହୋଇଛି । ଜୟପୁର ସହର ସୀମାବର୍ତ୍ତୀ ପ୍ରାଚୀରରୁ ଭବାନୀ ସିଂହ ରାସ୍ତାରେ ୮ କିଲୋମିଟର ଦୂରରେ ଏହା ଅବସ୍ଥିତ । 

ରାମବାଗ ପ୍ୟାଲେସ
ରାମବାଗ ପ୍ୟାଲେସ
ରାମବାଗ ପ୍ୟାଲେସର ଆଭ୍ୟନ୍ତରୀଣ
General information
Architectural styleରାଜପୁତ ବାସ୍ତୁକଳା, ଭାରତୀୟ-ଆରବୀୟ ବାସ୍ତୁକଳା
ସହରଜୟପୁର
ଦେଶଭାରତ
Design and construction
Ownerଜୟପୁର ରାଜପରିବାର / ତାଜ ହୋଟେଲ
ଶିଳ୍ପୀସାର ସାମୁଏଲ ସ୍ୱିଣ୍ଟନ ଜାକବ
ରାମବାଗ ପ୍ୟାଲେସ
ରାମବାଗ ପ୍ୟାଲେସର ଅଭ୍ୟନ୍ତର ପ୍ରାନ୍ତର 

ଇତିହାସ 

୧୮୩୫ ମସିହାରେ ଏହାକୁ ରାଜପୁତ୍ର ରାମ ସିଂହ ଦ୍ୱିତୀୟଙ୍କ ତତ୍ତ୍ୱାବଧାରକ ନର୍ସଙ୍କ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମାଣ କରାଯାଇଥିଲା । ୧୮୮୭ ମସିହାରେ ମହାରାଜା ଠାକୁର ସାବାଇ ମାନସିଂହଙ୍କ ରାଜତ୍ୱ ସମୟରେ ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳରେ ପରିଣତ କରାଯାଇଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ଏହା ନିକଟରେ ଘଞ୍ଚ ଅରଣ୍ୟ ରହିଥିଲା । ସେତେବେଳେ ସାର ସାମୁଏଲ ସ୍ୱିଣ୍ଟନ ଜାକବଙ୍କ ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରାଯାଇଥିଲା । ମହାରାଜା ସାବାଇ ମାନସିଂହ ଦ୍ୱିତୀୟ ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧ ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ୱାଧୀନ ହେଲା ପରେ ରାଜତନ୍ତ୍ରର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚାର ରକ୍ଷଣା ବେକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ । 

ପୁରସ୍କାର 

  •  କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନଦ୍ୱାରା ଏହାକୁ ୨୦୦୯ ମସିହାରେ ବିଶ୍ୱର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା । 
  • ଅନ୍‌ଲାଇନ୍‌ ଯାତ୍ରା ଯୋଗାଣ ସଂସ୍ଥା ‘ଟ୍ରିପ୍‌ ଆଡଭାଇଜର’ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଭିତ୍ତିରେ ରାମବାଗ ପ୍ୟାଲେସ ବିଶ୍ବର ସର୍ବଶ୍ରେଷ୍ଠ ହୋଟେଲ ଭାବରେ‘ଯାତ୍ରୀ ପସନ୍ଦ ସମ୍ମାନ-୨୦୨୩’ ଲାଭ କରିଥିଲା ।

ଆଧାର 

ଆଧାର ସବୁ 

  • Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
  • Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
  • Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
  • Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.{{cite book}}: CS1 maint: multiple names: authors list (link) CS1 maint: Multiple names: authors list (link)
  • William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.

ବାହାର ଲିଙ୍କ 

Tags:

ରାମବାଗ ପ୍ୟାଲେସ ଇତିହାସ ରାମବାଗ ପ୍ୟାଲେସ ପୁରସ୍କାର ରାମବାଗ ପ୍ୟାଲେସ ଆଧାର ରାମବାଗ ପ୍ୟାଲେସ ଆଧାର ସବୁ ରାମବାଗ ପ୍ୟାଲେସ ବାହାର ଲିଙ୍କ ରାମବାଗ ପ୍ୟାଲେସଜୟପୁରରାଜସ୍ଥାନ

🔥 Trending searches on Wiki ଓଡ଼ିଆ:

ଗଜ ଉଦ୍ଧାରଣ ବେଶଆଦିଶଙ୍କରରାଶି ଓ ନକ୍ଷତ୍ରଯାଜପୁର ଜିଲ୍ଲାପୂରଣବାଚକ ସଂଖ୍ୟାଅଗ୍ନ୍ୟାଶୟ ଅକ୍ଷମତା୨୮ ଜୁନଓଡ଼ିଶାର ପର୍ବପର୍ବାଣିଇଡ଼ିତାଲ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଓଡ଼ିଆ ସାହିତ୍ୟଗୁରୁରାମ ନବମୀକୋରାପୁଟପଞ୍ଚସଖାରାମଚନ୍ଦ୍ର ବେହେରାମଧୁସୂଦନ ଦାସମଇଇଣ୍ଟରନେଟଆକବରମୁଁସୁଦଶା ବ୍ରତଅନୀତା ଦାସସାଇକୋସିସଜ୍ଞାନକୋଷଶଶି ଭୂଷଣ ବେହେରାଶୈଳବାଳା ଦାସଅମଲା ଅକ୍କିନେନିଲାଓସସୌଭାଗ୍ୟ କୁମାର ମିଶ୍ରସୁବର୍ଣ୍ଣପୁର ଜିଲ୍ଲାବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଗ୍ରହସେହି ଦିନମହେନ୍ଦ୍ର ସିଂହ ଧୋନିସିପାହୀ ବିଦ୍ରୋହଔଷଧୀୟ ଗଛଲତାମାନଙ୍କର ତାଲିକାବ୍ୟଞ୍ଜନ ବର୍ଣ୍ଣଦିବ୍ୟସିଂହ ଦେବବିଷବୁଦ୍ଧ ପୂର୍ଣ୍ଣିମାତ୍ରିପୁରା ମିଶ୍ରଗାୟତ୍ରୀ ସରାଫହସ୍ତମୈଥୁନଅଖିଳ ମୋହନ ପଟ୍ଟନାୟକମୟୂରଭଞ୍ଜ ରାଜ୍ୟଅପରେଟିଙ୍ଗ ସିଷ୍ଟମଶ୍ରବଣା (ନକ୍ଷତ୍ର)ଭୁବନେଶ୍ୱର ବେହେରାମନୋଜ କୁମାର ମିଶ୍ର୧ (ସଂଖ୍ୟା)ତ୍ରିଭୁଜମାରୀଚପ୍ରଦୀପ କୁମାର ପାଣିଗ୍ରାହୀଆପଲ ଇନକର୍ପୋରେଟେଡଉତ୍ତରାଷାଢ଼ା (ନକ୍ଷତ୍ର)ଶବ୍ଦ (ପଦ)ସୂର୍ଯ୍ୟପରାଗରଜଓଡ଼ିଶୀ ସଙ୍ଗୀତବ୍ରାହ୍ମଣୀ ନଦୀଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରଦୂଷଣଭାରତର ଜାତୀୟ ପ୍ରତୀକମଧୁସୂଦନ ରାଓପ୍ରଯୁକ୍ତି ବିଦ୍ୟାନୀଳିମା ଆଜୀମ୨୦୦୧ବୈଦେହୀଶ ବିଳାସବନ୍ଦେ ଉତ୍କଳ ଜନନୀ🡆 More