ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗର

ରାଜନଗର (କ୍ରମିକ ସଂଖ୍ୟା: ୯୯) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାମୁଣ୍ଡାଇ (ବି), ରାଜନଗର ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ ।

ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୦,୧୫୬
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ଧ୍ରୁବଚରଣ ସାହୁଙ୍କଠାରୁ ୫୪୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଲେଖ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତିଙ୍କଠାରୁ ୪,୩୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ରାଜନଗର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅଲେଖ କୁମାର ଜେନା ୬୩,୬୮୩ ୪୮.୧୫ -
କଂଗ୍ରେସ ନଳିନୀ କାନ୍ତ ମହାନ୍ତି ୫୯,୩୪୮ ୪୪.୮୭ -
ଭାଜପା ବିଜୟ କେତନ ସ୍ୱାଇଁ ୬,୬୬୧ ୫.୦୪ -
ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି ପ୍ରେମାନନ୍ଦ ଖିଲାର ୬୪୯ ୦.୪୯ -
ସ୍ୱାଧୀନ ଅଜିତ କୁମାର ନାୟକ ୫୪୪ ୦.୪୧ -
ବସପା ମଞ୍ଜୁଲତା ଦାସ ୫୨୨ ୦.୩୯ -
ସିପିଆଇ(ମାଲେ) ଲିବରେସନ ରାମଚନ୍ଦ୍ର ପାତ୍ର ୪୩୪ ୦.୩୩ -
ସମୃଦ୍ଧ ଓଡ଼ିଶା ମଞ୍ଜୁଲତା ରଥ ୪୧୪ ୦.୩୧ -
ଭୋଟ ବ୍ୟବଧାନ ୪,୩୩୫ ୩.୨୮* -
ମତଦାନ ହାର ୧,୩୨,୨୭୫ ୬୮.୭୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗର ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗର ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗର ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗର ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ରାଜନଗରଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକେନ୍ଦ୍ରାପଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଔଷଧୀୟ ଗଛଲତାମାନଙ୍କର ତାଲିକାୟୁ ଟ୍ୟୁବକୁପୋଷଣପୁରୀଓଡ଼ିଆ ସାହିତ୍ୟର ଇତିହାସଶ୍ରୀ ଅରବିନ୍ଦଖାରବେଳନାଗଫେଣୀ ଗଛବଳରାମ ଦାସ୨୬ ଅପ୍ରେଲକାଳୀବୋହୂକଦଳୀ୮ ଜୁନଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାରଣା ସାପପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟହୃଷୀକେଶ ପଣ୍ଡାଦୀପକ ମିଶ୍ର୧୯୬୭ତୁର୍କୀଚୀନସଂସ୍କୃତମହାପାତ୍ର ନୀଳମଣି ସାହୁକୋଡିନ୮୯୪ମେଟାବୋଲିଜିମ୧୯୮୮ନନ୍ଦିନୀ ଶତପଥୀପୃଥିବୀରାଜୀବ ଗାନ୍ଧୀଏଚଆଇଭି/ଏଡସବିଜୟ ମିଶ୍ର୧୯୭୫ଜାପାନ୨ ଅଗଷ୍ଟଓଡ଼ିଶା ବିଧାନ ସଭାକାର୍ତ୍ତିକ ଚନ୍ଦ୍ର ରଥସ୍କନ୍ଦ ପୁରାଣରାଶି ଓ ନକ୍ଷତ୍ରଓଡ଼ିଶାର ଦୋଳଯାତ୍ରାପ୍ରଥମ ବିଶ୍ୱଯୁଦ୍ଧବୈକୁଣ୍ଠନାଥ ପଟ୍ଟନାୟକଦୁର୍ଗାଓଡ଼ିଶାର ଭୂଗୋଳ୧୯୮୦ବାଗ୍ ଯନ୍ତ୍ରଜାପାନୀ ଭାଷା୮୮୭ସୌମ୍ୟ ରଞ୍ଜନ ପଟ୍ଟନାୟକଗୋଦାବରୀଶ ମହାପାତ୍ରସୁନ୍ଦରଗଡ଼ରାମକୃଷ୍ଣ ପରମହଂସଭାନୁଜୀ ରାଓବୈଷୟିକ ବିଜ୍ଞାନସୂର୍ଯ୍ୟ ଦେବତାତାରକାସୁରଓଡ଼ିଆ ଉଇକିପିଡ଼ିଆଜର୍ଜ କ୍ୟାଣ୍ଟରଗୁଗଲସଲମାନ ଖାଁସଂଯୁକ୍ତା ରାଉତପ୍ରଶାନ୍ତ ପଟ୍ଟନାୟକଗୋପାଳବଲ୍ଲଭ ଦାସଓଡ଼ିଶାରେ ଶିଳ୍ପଓମ'ଙ୍କ ନିୟମଏକାଦଶୀସୂଚନା ଅଧିକାର ଆଇନ ୨୦୦୫🡆 More