ଯାହାକୁ ରଖିବେ ଅନନ୍ତ: ୧୯୮୮ର ଓଡ଼ିଆ କଥାଚିତ୍ର

ଯାହାକୁ ରଖିବେ ଅନନ୍ତ, ୧୯୮୮ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅସୀମ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶଣା ଦେଇଥିଲେ । ଏହି କଥାଚିତ୍ରରେ ସାପଙ୍କ ମ‌ହିମା ବିଷୟରେ କିଛି ଦୃଶ୍ୟ ରହିଛି ।

ଯାହାକୁ ରଖିବେ ଅନନ୍ତ
ନିର୍ଦ୍ଦେଶକଅସିମ କୁମାର
ପ୍ରଯୋଜକବସନ୍ତ ନାୟକ
ସଂଳାପବିଜୟ ମିଶ୍ର
କଳାକାରଉତ୍ତମ ମହାନ୍ତି
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ସୁଜାତା ଆନନ୍ଦ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୧୯୮୮
ଦେଶଯାହାକୁ ରଖିବେ ଅନନ୍ତ: ଅଭିନୟ, ଗୀତ ଓ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪ଲକ୍ଷ ୮୫ହଜାର

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି । ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ପୃଥ୍ୱୀରାଜ ନାୟକ, ଦେବୁ ବ୍ରହ୍ମା, ହର ପଟ୍ଟନାୟକ, ନିହାରିକା ସାହୁ, କାନ୍ତ ସିଂହ, ଜୟୀରାମ ସାମଲ, ଦୁଃଖୀରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଅନୁରାଧା, ଶ୍ରୀକାନ୍ତ, ତୃପ୍ତି ଦାସ ଓ ଦେବାଶିସ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ଯାହାକୁ ରଖିବେ ଅନନ୍ତ ଅଭିନୟଯାହାକୁ ରଖିବେ ଅନନ୍ତ ଗୀତ ଓ ସଙ୍ଗୀତଯାହାକୁ ରଖିବେ ଅନନ୍ତ ଆଧାରଯାହାକୁ ରଖିବେ ଅନନ୍ତ ଅଧିକ ତଥ୍ୟଯାହାକୁ ରଖିବେ ଅନନ୍ତ

🔥 Trending searches on Wiki ଓଡ଼ିଆ:

ରାମକୃଷ୍ଣ ମଠକିଶୋରୀ ଚରଣ ଦାସକାର୍ତ୍ତିକ ମହାପାତ୍ରଇତିହାସସୁକାନ୍ତ କୁମାର ନାୟକଔଷଧୀୟ ଗଛଲତାମାନଙ୍କର ତାଲିକାଉଦୟନାଥ ଷଡ଼ଙ୍ଗୀ୨୭ ଅପ୍ରେଲବ୍ରହ୍ମୋତ୍ରୀ ମହାନ୍ତିବିଶାଖା (ନକ୍ଷତ୍ର)ଜଗନ୍ନାଥଙ୍କ ବେଶମୌଳିକ ସଂଖ୍ୟାସମୟମଣ୍ଡଳହସ୍ତା (ନକ୍ଷତ୍ର)ଓଲେନା ଜେଲେନସ୍କାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର କଳାପରଶୁରାମଓଡ଼ିଶାର ସଂସ୍କୃତିଅଦିନ ମେଘକନ୍ଧମାଳ ଜିଲ୍ଲାଭାରତର ପ୍ରଧାନମନ୍ତ୍ରୀପୂର୍ବ ଭାଦ୍ରପଦ (ନକ୍ଷତ୍ର)ବଳଶୀତ ରାତିHydrogenଭିଏତନାମରାଶି ଓ ନକ୍ଷତ୍ରରାଷ୍ଟ୍ରୀୟ ସୁରକ୍ଷା ଦିବସଭାରତୀୟ ଡାକ ସେବାମାଦଳା ପାଞ୍ଜିକଳାହାଣ୍ଡି ଜିଲ୍ଲାବିଭୁ କିଶୋରଯଶୋଧାରା ମିଶ୍ରଓଡ଼ିଆସୁଦଶା ବ୍ରତବିଷ୍ଣୁଅଗସ୍ତ୍ୟ ମୁନିଚବିଶ ଗୁରୁଚୋଡ଼ଗଙ୍ଗ ଦେବପଞ୍ଚାୟତ ରାଜହିମାଳୟମାଳିକାସୁରେଶ ପୂଜାରୀରାମବୌଦ୍ଧ ଧର୍ମମାଲେସିଆଡେଙ୍ଗୁ ଜରଗଣେଶଓଡ଼ିଶା ବିଧାନ ସଭାମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାନୃସିଂହନାଥ ମନ୍ଦିରବିନୋଦ ଚନ୍ଦ୍ର ନାୟକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପାଞ୍ଜିବଡ଼ ଓଡ଼ିଆ ମଠରବୀନ୍ଦ୍ରନାଥ ଠାକୁରମାଗୁଣିର ଶଗଡ଼ (କଥାଚିତ୍ର)ଗଜ ଉଦ୍ଧାରଣ ବେଶଜଳ ପ୍ରଦୂଷଣନୃସିଂହସମ୍ବଲପୁର ଜିଲ୍ଲାମଧୁସୂଦନ ରାଓଗାଲୁଆପ୍ରାଣବନ୍ଧୁ କରବର୍ଷାମହାରାଷ୍ଟ୍ରତରଳ ଝାଡ଼ାମାନବ ଅଧିକାରର ସାର୍ବଜନୀନ ଘୋଷଣାଶୁକ୍ରବାର🡆 More