ରବି ଶଙ୍କର ପଟ୍ଟନାୟକ: ଓଡ଼ିଆ କଥାଚିତ୍ର ସମ୍ପାଦକ

ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ । ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।

ରବି ପଟ୍ଟନାୟକ
ଜନ୍ମ(1948-12-26)୨୬ ଡିସେମ୍ବର ୧୯୪୮
ଦତ୍ତପଡ଼ା, ପୁରୀ
ମୃତ୍ୟୁ୨୨ ଅପ୍ରେଲ ୨୦୨୧(2021-04-22) (ବୟସ ୭୨)
ମୃତ୍ୟୁର କାରଣକରୋନା
ଶିକ୍ଷାନୁଷ୍ଠାନସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ , ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ବୃତ୍ତିଚଳଚ୍ଚିତ୍ର ସମ୍ପାଦକ
ବୈବାହିକ-ସାଥୀନନ୍ଦିତା ପଟ୍ଟନାୟକ
ସନ୍ତାନଅଂଶୁମାନ ପଟ୍ଟନାୟକ
ପୁରସ୍କାରଜୟଦେବ ପୁରସ୍କାର ୨୦୧୭

ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍‌ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।

କଥାଚିତ୍ରରେ ସମ୍ପାଦନା

ଓଡ଼ିଆ

ହିନ୍ଦୀ

  • ଚଲ୍‌ତେ ଚଲ୍‌ତେ
  • ସ୍ବୀକାର କିୟା ମୈନେ
  • କିସ୍ମତ
  • ସୁଚିତ୍ରା
  • ଜିନା ଇସିକା ନାମ୍‌ ହୈ
  • ଉଲ୍‌ଟା ସିଧା
  • ଭୁଲା ନା ଦେନା
  • ସାୟଦ
  • ଦିଲ୍‌ସେ ମିଲେ ଦିଲ୍‌
  • ଆପ୍‌ କି ଖାତିର୍‌
  • ୨୭ ଡାଉନ୍‌

ସମ୍ମାନ ଓ ପୁରସ୍କାର

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ସମ୍ପାଦନା) - '୨୭ ଡାଉନ୍‌' ପାଇଁ
  • ଜୟଦେବ ପୁରସ୍କାର - ୨୦୧୭

ଆଧାର

ବାହାର ଆଧାର

Tags:

ରବି ଶଙ୍କର ପଟ୍ଟନାୟକ କଥାଚିତ୍ରରେ ସମ୍ପାଦନାରବି ଶଙ୍କର ପଟ୍ଟନାୟକ ସମ୍ମାନ ଓ ପୁରସ୍କାରରବି ଶଙ୍କର ପଟ୍ଟନାୟକ ଆଧାରରବି ଶଙ୍କର ପଟ୍ଟନାୟକ ବାହାର ଆଧାରରବି ଶଙ୍କର ପଟ୍ଟନାୟକଓଡ଼ିଶାଜୟଦେବ ପୁରସ୍କାର

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତମୁଡ଼ି ନାଏକୋଯୁକ୍ତରାଷ୍ଟ୍ର ଆମେରିକାରଜଜୟ ଶ୍ରୀରାମକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପପ୍ରାଣବନ୍ଧୁ କରଗୌତମ ବୁଦ୍ଧଇଣ୍ଟରନେଟଲାଟିନ ଭାଷାମଧୁସୂଦନ ରାଓଆବ୍ରୋସିଟିନିବଯୌଥ ପରିବାରଚନ୍ଦ୍ରଗୁପ୍ତବିଭୂତି ପଟ୍ଟନାୟକଯଦୁମଣି ମହାପାତ୍ରସଫ୍ଟୱେରଯୁକ୍ତରାଜ୍ୟସୋଫିଆ ଆଲାମଶ୍ରୀମନ୍ଦିର ବେଢ଼ା-ଦେବାଦେବୀକୁଷ୍ଠଚନ୍ଦ୍ରଶେଖର ରଥଭୀମାଶଙ୍କର ମନ୍ଦିରବ୍ରତଘରବେଦଓଡ଼ିଶାର ଲୋକନୃତ୍ୟଅଶୋକ ସମ୍ରାଟଦାଶରଥି ଦାସଦାମୋଦର ରାଉତଦ୍ୱିତୀୟ ବିଶ୍ୱଯୁଦ୍ଧମୁଣ୍ଡା ଭାଷାସମୂହଚିନ୍ତାମଣି ବେହେରାୟୁକ୍ରେନଲିଙ୍ଗରାଜ ମନ୍ଦିରସାନିଆ ମିର୍ଜାପ୍ରସନ୍ନ ଦାସ (ବହୁବିକଳ୍ପ)ମାସସୀତାକାନ୍ତ ମହାପାତ୍ରସରଳା ଦେବୀହାତକୋଣାର୍କଗଞ୍ଜାମ ଜିଲ୍ଲାମୁଁ ରାଜା ତୁ ରାଣୀକ୍ରିକେଟବର କୋଳିଦିଗରାଜ ବ୍ରହ୍ମାକେବେ ତମେ ନାହଁ କେବେ ମୁଁ ନାହିଁଚନ୍ଦ୍ରଶେଖର ନନ୍ଦପଥ ଓ ପୃଥିବୀଓଡ଼ିଆ ସାହିତ୍ୟପଶ୍ଚିମ ଓଡ଼ିଶାୟୁନିଫର୍ମ ରିସୋର୍ସ ଲୋକେଟରଦଶହରାଅଟଳ ବିହାରୀ ବାଜପେୟୀହିନ୍ଦୁ ସମୟ ଗଣନାଭଦ୍ରକ ଜିଲ୍ଲାମାଗୁଣିର ଶଗଡ଼ (କଥାଚିତ୍ର)ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜାଭା (ପ୍ରୋଗ୍ରାମିଂ ଭାଷା)ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜପଦ୍ମଚରଣ ପଟ୍ଟନାୟକକିଶୋରଚନ୍ଦ୍ରାନନ୍ଦ ଚମ୍ପୂଜୀବାଣୁ ଭାଜିନୋସିସଗୋଦାବରୀଶ ମହାପାତ୍ରରାସନ କାର୍ଡ଼ (ଭାରତ)ବିଧାନ ସଭା ସଭ୍ୟୟୁନେସ୍କୋଜଗନ୍ନାଥ ମନ୍ଦିର🡆 More