ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୧୯୪୮ ମସିହା ଏପ୍ରିଲ ୭ ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିଷ୍ଠା ହେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ବିଶ୍ୱରେ ସ୍ୱାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ରେ ଜାତିସଂଘର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ୱରୁ ବସନ୍ତରୋଗ ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
منظمة الصحة العالمية
世界卫生组织 Organisation mondiale de la santé
Всемирная организация здравоохранения
Organización Mundial de la Salud
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
Flag of the World Health Organization
ସଙ୍ଗଠନSpecialized agency of the United Nations
AcronymsWHO
OMS
ମୂଖ୍ୟDr. Margaret Chan
ସ୍ଥିତିସକ୍ରିୟ
ପ୍ରତିଷ୍ଠା୭ ଏପ୍ରିଲ ୧୯୪୮
ମୂଖ୍ୟ କାର୍ଯ୍ୟାଳୟGeneva, Switzerland
ୱେବସାଇଟwww.who.int
Parent orgECOSOC

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଶୈଳବାଳା ଦାସମହାତ୍ମା ଗାନ୍ଧୀ୧୭୪୬ବର୍ଷା ପ୍ରିୟଦର୍ଶିନୀଭଗବତ ଗୀତାଯୁକ୍ତରାଜ୍ୟଜଗନ୍ନାଥ ମନ୍ଦିରସାମାଜିକ ଆନ୍ଦୋଳନଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦୀପକ ମିଶ୍ରପକ୍ଷମାଟିର ମଣିଷରାମଚନ୍ଦ୍ର ବେହେରାପୋଟଳ ରସାଭାରତୀୟ ଜନତା ପାର୍ଟିନୋବେଲ ପୁରସ୍କାରହୃତ୍‌ପିଣ୍ଡଓଡ଼ିଆ ସାହିତ୍ୟର ଇତିହାସଯାଜପୁର ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥପରୀକ୍ଷାଆଖିଅନ୍ନଦା ଶଙ୍କର ରାୟଅଣ୍ଡା ରୋଲଚିକୁନ‌ଗୁନିଆଓଡ଼ିଶାର କଳାକାଳିଚରଣ ପଟ୍ଟନାୟକମଟର ସାଇକେଲପଖିଆଭାରତର ଜାତୀୟ ପତାକାପୁଷ୍ଟିସାରବିଜୁ ଜନତା ଦଳଖିଲିପାନବିଜ୍ଞାନଉପେନ୍ଦ୍ର ଭଞ୍ଜଓଡ଼ିଆ ଲିପିମଙ୍ଗଳୁ ଚରଣ ବିଶ୍ୱାଳମାଛଦେବସ୍ନାନ ପୂର୍ଣ୍ଣିମା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନମନୋରଞ୍ଜନ ଦାସଉପନିଷଦଜୟଦେବଢେଙ୍କାନାଳ୧୯୬୧ରାସେଶ୍ୱରୀ ପାଣିଗ୍ରାହୀ୫ ନଭେମ୍ବରଅମାବାସ୍ୟାର ଚନ୍ଦ୍ରଛାୟାପଥଶବ୍ଦ (ପଦ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉତ୍କଳ ବିଶ୍ୱବିଦ୍ୟାଳୟକବାଟ୧୮ ଅକ୍ଟୋବରଅନନ୍ତ ବାସୁଦେବ ମନ୍ଦିରସୌରୀନ୍ଦ୍ର ବାରିକଓଡ଼ିଆ ଭାଗବତଆରିଷ୍ଟୋଟଲରେଶମ ପଥଗୌରୀଶଙ୍କର ରାୟତ୍ରିପୁରା ମିଶ୍ରରାମଚନ୍ଦ୍ର ମିଶ୍ରରାୟଗଡ଼ା ଜିଲ୍ଲାଆପେଣ୍ଡିସାଇଟିସପ୍ରଧାନ ପୃଷ୍ଠାବିଶ୍ୱ ଏଡ୍‌ସ ଦିବସଅଭିରାମ ପରମହଂସମାଗୁଣିର ଶଗଡ଼ଭୀମ ପୃଷ୍ଟି🡆 More