ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପ୍ରତିବର୍ଷ ବିଶ୍ୱରେ ସେପ୍ଟେମ୍ବର ୧୦ ତାରିଖ ଦିନ ପାଳିତ ହୁଏ । ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୁଦ୍ଧରେ ଜନ ସତେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ।

ଇତିହାସ

ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଘୃଣ୍ୟ ଅପରାଧ ବିରୁଦ୍ଧରେ ଗଣ ସଚେତନତା କରାଇବା ଉଦ୍ଦେଶ୍ୟରେ The International Association for Suicide Prevention (IASP) ନାମକ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା World Federation for Mental Health (WFMH)ର ମିଳିତ ଆନୁକୁଲ୍ୟରେ ୨୦୦୩ ମସିହାରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 2011 ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ୨୦୧୪ ମସିହାରେ ଜାରୀ ହୋଇଥିବା ଏକ ତଥ୍ୟ ଅନୁସାରେ ବିଶ୍ୱର କୌଣସି ସ୍ୱଳ୍ପ ଆୟ ବର୍ଗୀକୃତ ଦେଶ ନିଜ ଦେଶରେ ଅତ୍ମହତ୍ୟା ନିରୋଧ ସଂପର୍କିତ କୌଣସି ରଣନିତୀ ଆପଣାଇ ନ ଥିବା ବେଳେ ପ୍ରାୟ ସମସ୍ତ ଉଚ୍ଚ ମଧ୍ୟମ ଆୟ ବର୍ଗୀକୃତ ଦେଶ ତଥା ଶତକଡା ୧୦ରୁ କମ ନିମ୍ନ ମଧ୍ୟମ ଆୟ ବର୍ଗୀକୃତ ଦେଶ ଏହି ସଂକ୍ରାନ୍ତରେ ନିଜ ନିଜର କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜହ୍ନବୁଧଶରତ କୁମାର ମହାନ୍ତିଓଡ଼ିଆ କଥାଚିତ୍ର ଜଗତଜମ୍ମୁ ତୱି ରେଳ ଷ୍ଟେସନଶ୍ରୀଲଙ୍କାର ଭୂଗୋଳବିଦ୍ୟୁତପ୍ରଭା ଦେବୀନୀଳକଣ୍ଠ ଦାସସମର ସଲିମ ସାଇମନଓଡ଼ିଆ ଭାଷାବଣଭୋଜି ବେଶସୌରୀନ୍ଦ୍ର ବାରିକରାକ୍ଷୀ ପୂର୍ଣ୍ଣିମାବଉଳଅଭିମନ୍ୟୁ ସାମନ୍ତସିଂହାରନନ୍ଦିଘୋଷସତୀ ଅନୁସୂୟାଉତ୍କଳ ଦିବସଉତ୍କଳ ସମ୍ମିଳନୀଭାରତୀୟ ଜାତୀୟ କଂଗ୍ରେସଟୋକିଓଶାନ୍ତନୁ କୁମାର ଆଚାର୍ଯ୍ୟଉଇକିଅଭିଧାନହନୁମାନ ଚାଳିଶାପଲଉମେହମୁଦ ହୁସେନ୨୮ ଫେବୃଆରୀଓଡ଼ିଆ ରାନ୍ଧଣାସରୋଜିନୀ ସାହୁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକଟକମହାତ୍ମା ଗାନ୍ଧୀ୧୬୬୫ଗର୍ଭାବସ୍ଥାଓଡ଼ିଶା ପ୍ରିମିଅର ଲିଗଶେୟାର ବଜାରବନ୍ୟାରାଜ ଯୋଗମ୍ୟାଲେରିଆରାଜନୀତି ବିଜ୍ଞାନପ୍ରଗତିବାଦୀ୨୦ ଅଗଷ୍ଟଓଡ଼ିଶା ବିଧାନ ସଭାଯୁକ୍ତରାଜ୍ୟଆମ୍ବମାର୍ଚ୍ଚଗୋଦାବରୀଶ ମିଶ୍ରଚାଣକ୍ୟତାରିଣୀ ମନ୍ଦିର, ଘଟଗାଁଜର୍ମାନୀନବକଳେବରବଡ଼ ଏରାଜନ୍ମ ନିରୋଧଓଡ଼ିଆ ଲିପିବଣ୍ଡ (ଅର୍ଥ)ଜ୍ୟୋତିର୍ଲିଙ୍ଗଇତିହାସଶ୍ରୀରାଧାନୋବେଲ ପୁରସ୍କାରଦ୍ୱିତୀୟ ବିଶ୍ୱଯୁଦ୍ଧଫରିନା ଆଜାଦଜଳବିରଳା ମନ୍ଦିର, ହାଇଦ୍ରାବାଦଜିମି ୱେଲ୍ସଅଭିରାମ ପରମହଂସହେପାଟାଇଟିସ🡆 More